Breaking News

ବର ସିନ୍ଦୁର ଦେବା ପରେ ହେଲା Kanya ର ହୃଦଘାତ, ତାପରେ ଯାହା ଘଟିଲା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ପୁଅ ହେଉ କିମ୍ବା ଝିଅ ବାହାଘର ସମସ୍ତଙ୍କ ପାଇଁ ସ୍ବପ୍ନ ହୋଇଥାଏ କିନ୍ତୁ ଭାବନ୍ତି ଯଦି କାହାର ବାହାଘର କନ୍ୟା ର ମୃ-ତ୍ୟୁ ହୋଇଯାଏ ତେବେ କଣ ହେବ ଏମିତି ହୋଇଛି ଇଟବା ର ଭରତନ ଅଞ୍ଚଳର ଗାଁ ସମସପୁର ର ବିବାହ ସମାହୋରରେ ଯିଏବି ଏହି ଘଟଣା ଦେଖିଲେ ସେ ଅର୍ଶ୍ଚଯ୍ୟ ହୋଇଗଲା

ସବୁ କିଛି ଠିକ୍ ଚାଲୁଥିଲା ବର ଆସିଲା ସ୍ବାଗତ କରାଗଲା ବର କନ୍ୟା ମଧ୍ୟ ସ୍ଟେଜରେ ବରଣମାଳା ପିନ୍ଧାଇଲେ କନ୍ୟା ମଥାରେ ସିନ୍ଦୂର ପିନ୍ଧା ସାରିଥିଲା ଆଉ ରାତିର 2.30 ସମୟରେ ସାତ ଫେରା ନେବା ପାଇଁ ବ୍ୟବସ୍ଥା ହେଉଥିଲା କନ୍ୟା ମଣ୍ଡପରେ ଥିଲା ଆଉ ଅଚାନକ କନ୍ୟା ବେହୋଶ ହୋଇଗଲା ଆଉ ମଣ୍ଡପରେ ହିଁ ମୃ-ତ୍ୟୁ ବରଣ କଲେ

ଏହି ଘଟଣାରେ ସେଠାରେ ପରିସ୍ଥିତି ଖରାପ ହେଲା କନ୍ୟା ହାର୍ଟ ଆଟାକ ରେ ମୃ-ତ୍ୟୁ ଘଟିଲା ଏହା ପରେ କନ୍ୟା ମୃ-ତ୍ୟୁ ପରେ ମଧ୍ୟ ବାହାଘର ହେଲା କିଛି ଘଣ୍ଟା ପରେ ମାରିଥିବା କନ୍ୟା ର ଛୋଟ ଭଉଣୀ ସହିତ ବର ସହିତ ବାହାଘର କରି ଦିଆଗଲା

ଏହା ମଧ୍ୟରେ ମାରିଥିବା କନ୍ୟା ର ସବ ଘରେ ରଖାଗଲା ବୋହୁତ ଦୁଃଖର ସହିତ ମାରିଥିବା କନ୍ୟା ର ଛୋଟ ଭଉଣୀଙ୍କୁ ବର ସହିତ ବାହାଘର କରି ବିଦା କରାଗଲା କନ୍ୟା ସୁରଭି ଙ୍କ ବିବାହ ମଞ୍ଜେଶ କୁମାର ଙ୍କ ସହିତ ହେଉଥିଲା

ଡକ୍ଟର କହିବା ଅନୁସାରେ କନ୍ୟା ଜଣଙ୍କର ହାର୍ଟ ଆଟାକ୍ ରେ ମୃ-ତ୍ୟୁ ହୋଇଛି ସଖାଳେ ସନ ଭଉଣୀ ବିଦା ହେବା ପରେ ସୁରଭି ର ଅ-ନ୍ତି-ମ ସଂ-ସ୍କା-ର କରାଗଲା ଏହି ଅକଳ୍ପନୀୟ ଘଟଣା ରେ ଅଚାନକ ସେଠାରେ ଶୋକର୍ ଛାୟା ଖେଳି ଗଲା

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.