Breaking News

ବାପା ଙ୍କ ମୃତୁ ପରେ ଏବେ କଣ କରୁଛନ୍ତି Bijay Mohanty ଙ୍କ ଝିଅ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆପଣମାନେ ଜାଣିଥିବେ ଆମ ଓଲିଉଡ଼ ଜଗତର ଲୋକପ୍ରିୟ କଳାକାର ବିଜୟ ମହାନ୍ତି ବର୍ତ୍ତମାନ ସମୟରେ ଆମ ଗହଣରେ ନାହାଁନ୍ତି କିନ୍ତୁ ସେ ଆମ ହୃଦୟରେ ଚିର ଦିନ ପାଇଁ ଅମର ରହିବେ ଜୀବିତ ରହିବେତେବେ ଦର୍ଶକବନ୍ଧୁ ଆଜି ଆସନ୍ତୁ ଆମେ ସେହି ମହାନ କଳାକାର ବିଜୟ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା ବନ୍ଧୁଗଣ ୧୯୫୦ ମସିହା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୟ ମହାନ୍ତିଙ୍କ ଜନ୍ମ ଗ୍ରହଣ କରିଥିଲେ |

ତେବେ ସେ ଛୋଟ ବେଳରୁ ହିଁ ନାଟକ ଅପେରା ଷ୍ଟେଜ୍ ସୋରେ ଭାଗ ନେଇ ଆସୁଥିଲେ ସେ ବିଏ ଗ୍ରାଯୁଏସନ୍ କରି ସାରିବା ପରେ ପ୍ରଫେଶ୍ନାଲ ସ୍କୁଲ୍ ଅଫ୍ ଡ୍ରାମାରେ ଯୋଗଦାନ କରିଥିଲେ ଅଭିନୟ ଶିଖି ନିଜର ଅଭିନୟ କ୍ୟାରୀୟର ଗଢ଼ିବା ପାଇଁ। ସେ କେବଳ ଓଡ଼ିଶାରେ ନୁହେଁ ଏପରିକି ଦିଲ୍ଲୀରେ ମଧ୍ୟ ନାଟକ ଅପେରାରେ ଭାଗ ନେଇଥିଲେ ଓ ତାପରେ ଦିଲ୍ଲୀରୁ ଫେରି 1975 ମସିହାରେ ସେ ଓଡ଼ିଆ ଫିଲ୍ମ ଜଗତରେ ଏଣ୍ଟ୍ରି କରିଥିଲେ |

ଦର୍ଶକବନ୍ଧୁ 1977 ମସିହାରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍ ହୋଇଥିଲା ଯାହାର ନାମ ଥିଲା ଚିଲିକା ଗିରି ତାଙ୍କର ଏହି ଫିଲ୍ମଟି ଏତେ ମାତ୍ରାରେ ସୁପରହିଟ ହୋଇଥିଲା ଯେ ନେଶ୍ନାଲ୍ ଫିଲ୍ମ ଆୱାର୍ଡ଼ ମଧ୍ୟ ତାକୁ ମିଳିଥିଲା ଆପଣମାନେ ତ ଜାଣିଥିବେ ପ୍ରଥମେ ପ୍ରଥମେ ତାଙ୍କୁ ଫିଲ୍ମରେ ତାଙ୍କୁ ଖଳନାୟକ ଭାବରେ ନିଆ ଯାଇଥିଲା। ଧୀରେ ଧୀରେ ସେ ଗୋଟେ ପରେ ଗୋଟେ ଓଡ଼ିଆ ଫିଲ୍ମ କରି ଚାଲିଲେ।

ଏହା ପରେ ତାଙ୍କୁ ହିରୋ ରୋଲ୍ ଏପରିକି ବାପା ରୋଲ୍ ଏବଂ ଅଜା ରୋଲ୍ ମଧ୍ୟ ମିଳିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେ ପାଖାପାଖି ୨୫୦ ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି ତାଙ୍କ ଜୀବନକାଳ ମଧ୍ୟରେ ଆଉ ସେ ୩୦ ବର୍ଷ ଧରି ଓଡ଼ିଆ ଫିଲ୍ମ ଜଗତରେ ରାଜ୍ କରିଥିଲେ। ତାପରେ ସେ ଓଡ଼ିଆ ଫିଲ୍ମ କରିବା ଛାଡି ରାଜନୀତିରେ ପାଦ ରଖିଥିଲେ। ଏଠାରେ ଆପଣମାନେ ଦେଖି ପାରୁଥିବା ଇଏ ହେଉଛନ୍ତି ବିଜୟ ମହାନ୍ତିଙ୍କ ସ୍ତ୍ରୀ ତନ୍ଦ୍ରା ରାୟ ଆଉ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ।

ବନ୍ଧୁଗଣ ଆପଣମାନେ ନିଶ୍ଚିତ ତାଙ୍କୁ ବୋହୁତ ସାରା ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ ଏବଂ ତାଙ୍କର ଏକ ଝିଅ ସନ୍ତାନ ମଧ୍ୟ ଅଛି ଯିଏକି ହାଇଦ୍ରାବାଦରେ ତାଙ୍କ ସ୍ଵାମୀଙ୍କ ସହ ଜୀବନ କାଟୁଛନ୍ତି ଏବଂ ବୋହୁତ ଦିନ ଧରି ସେ ଏପର୍ଯ୍ୟନ୍ତ ଓଡ଼ିଶାକୁ ଫେରି ନାହାଁନ୍ତି। ତାଙ୍କ ଝିଅଙ୍କ ନାମ ହେଉଛି ଜାସ୍ମିମ୍ ମହାନ୍ତି। ବିଜୟ ମହାନ୍ତିଙ୍କର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବୋହୁତ ବଡ଼ ସୁନ୍ଦର ଘର ଅଛି |

ଦର୍ଶକବନ୍ଧୁ ଏହା ସହିତ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଯେଉଁଠାରେ ବାସ କରୁଥିଲେ ତଥା ଭୁବନେଶ୍ୱରରେ ମଧ୍ୟ ତାଙ୍କର ଏକ ବୋହୁତ ବଡ଼ ଘର ଅଛି। ସେ ଚାଲିଯିବା ପୂର୍ବରୁ ସେ ପାଖାପାଖି ୩ଟି ଦାମୀ କାର୍ ମଧ୍ୟ କିଣିଥିଲେ ଆଉ ସେ ଗୋଟିଏ ଫିଲ୍ମ କରିବା ପାଇଁ ସେ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି। ଜଣାଯାଏ ଯେ ତାଙ୍କର ମୋଟ ସମ୍ପତ୍ତି ପାଖାପାଖି ୩ ରୁ ୪ କୋଟି ହେବ ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.