Breaking News

ବାପ ଟ୍ରକ ଡ୍ରାଇଭର ପୁଅ ବନିଗଲା IAS ଏ ଦୁଃଖ ଭରା କାହାଣୀ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ବନ୍ଧୁଗଣ ଆମେ ସମସ୍ତେ ଜାଣନ୍ତି ଟ୍ରକ ଡ୍ରାଇଭର ର ଜୀବନ କୌଣସି ସାଧାରଣ ଜୀବନ ନୁହେଁ ସେମାନେ ପରିବାର କୁ ସମୟ ଦେଇପାରନ୍ତି ନାହିଁ କିନ୍ତୁ ଡ୍ରାଇଭର ଲାଇନରେ ଥାଇ ମଧ୍ୟ ଯଦି ଆପଣ ଆପଣଙ୍କ ପିଲାଙ୍କୁ ଉଚ୍ଚ ଶିକ୍ଷା ବା ଜ୍ଞାନ ଦିଅନ୍ତି ତେବେ ଆପଣଙ୍କ ପିଲା ମାନେ ପାଠ ପଢି ବଡ଼ ମଣିଷ ହେବାରେ ସକ୍ଷମ ହେବେ ଯାହାଦ୍ୱାରା ଘରର ସବୁ ଦୁଃଖ କଷ୍ଟ ଆଗାମୀ ଦିନ ରେ ଦୂର ହୋଇଯିବ ଓ ଆପଣଙ୍କ ପିଲା ଗୋଟେ ଭଲ ଚାକିରୀ ପାଇପାରିବ |

ବନ୍ଧୁଗଣ ରାଜସ୍ଥାନର ସିକର ଜିଲ୍ଲାର କାଟ୍ରାଥାଲ ଗାଁର ବାସିନ୍ଦା ଟ୍ରକ ଡ୍ରାଇଭରଙ୍କ ପୁଅ ରାକେଶ ଖଲିଆ ଅଲ୍ ଇଣ୍ଡିଆ ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍ ପରୀକ୍ଷାରେ ସାରା ଦେଶରେ 152 ତମ ସ୍ଥାନ ହାସଲ କରି ତାଙ୍କ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ଡ୍ରାଇଭର ପରିବାରର IAS ଅଧିକାରୀ ତେବେ ଅନ୍ୟ ଟ୍ରକ୍ ଡ୍ରାଇଭର ପରିବାର ପାଇଁ ମଧ୍ୟ ଏହା ଏକ ଉଦାହରଣ ସୃଷ୍ଟି କରିଛି |

ଦର୍ଶକବନ୍ଧୁ ରାଜସ୍ଥାନର ସିକର ଜିଲ୍ଲାର କାଟ୍ରାଥଲ ନିବାସୀ ରାକେଶ ଖଲିଆ ସୋସିଆଲ ମିଡିଆରେ ତାଙ୍କ ସଫଳତା ର ରହସ୍ୟ ବାଣ୍ଟିଛନ୍ତି ସେ କହିଛନ୍ତି ଯେ ତାଙ୍କ ପିତା ଅଶୋକ କୁମାର ଦୀର୍ଘ ଦିନ ଧରି ଏକ ଟ୍ରକ୍ ଚଳାଉଛନ୍ତି କିନ୍ତୁ ଏହାରି ମଧ୍ୟରେ ସେ ମତେ ମୋ ଜୀବନରେ ଆଗକୁ ବଢ଼ିବାରେ ଉତ୍ସାହିତ କରନ୍ତି ମୋର ସଫଳତା ପଛରେ ଉଭୟ ପିତାମାତାଙ୍କର ବହୁତ ବଡ଼ ହାତ ରହିଛି |

ତେବେ ବନ୍ଧୁଗଣ ଉଚ୍ଚଶିକ୍ଷା ପାଇବା ପରେ ରାକେଶ ବ୍ୟାଙ୍କ ଅଫ୍ ଆମେରିକାରେ ଏକ ଚାକିରି କରିଥିଲେ କିନ୍ତୁ ସେ ଭାବିଥିଲେ କି ସେ ଆହୁରି ଆଗକୁ ଯାଇ ପାରିବେ ଓ ଏଥି ପାଇଁ ସେ ଏହି ଚାକିରୀ ରୁ ରିଜାଇନ କରିଦେଇଥିଲେ |

ଦର୍ଶକବନ୍ଧୁ ଏହା ପରେ ତାଙ୍କ ପିତାମାତା ତାଙ୍କୁ IAS ପାଇଁ ପ୍ରିପେୟାର କରିଥିଲେ କିନ୍ତୁ ପ୍ରଥମ ଥର ସେ ସଫଳତା ପାଇନଥିଲେ କିନ୍ତୁ ଏଥର ସେ 2020 ରେ ତାଙ୍କ ସଫଳାତା ନିଜ ବଳରେ ହାସଲ କରିବାରେ ସକ୍ଷମ ହୋଇଥିଲେ |

ତେବେ ବନ୍ଧୁଗଣ ଏହି ପରୀକ୍ଷାର ଫଳାଫଳ ଆସିଛି ରାକେଶ ଖଲିୟା ଦେଶରେ 152 ତମ ଏବଂ ଓବିସିରେ 28 ତମ ମାନ୍ୟତା ପାଇଛନ୍ତି ଓ ନିଜ ପିତାମାତା ଙ୍କ ନାମ ବହୁତ ଶୀର୍ଷ ରେ ପହଞ୍ଚାଇଛନ୍ତି ରାଜସ୍ଥାନର ଶେଖୱାଟୀର ସିକର ଜିଲ୍ଲାର କାଟ୍ରାଲ ଗାଁର ଟ୍ରକ୍ ଡ୍ରାଇଭର ଅଶୋକ କୁମାର ତାଙ୍କ ପୁରୁଣା ଟ୍ରକ୍ ଡ୍ରାଇଭର ସହକର୍ମୀଙ୍କ ଠାରୁ ଫୋନରେ କ୍ରମାଗତ ଅଭିନନ୍ଦନ ଜଣାଉଛନ୍ତି |

ବନ୍ଧୁଗଣ ଅଶୋକ କୁମାରଙ୍କ ଅନୁଯାୟୀ ପିଲାମାନଙ୍କୁ ଯଦି ବାପା ମା ଠିକ ସମୟରେ ତାଙ୍କ ପାଠପଢ଼ାରେ ତାଙ୍କୁ ସାହାଯ୍ୟ କରିବେ ତେବେ ପିଲାମାନେ ବହୁତ ଶୀଘ୍ର ସଫଳତା ଆଡକୁ ଯାଇଥାନ୍ତି ଓ ଆଗାମୀ ସମୟରେ ସେମାନେ ତାଙ୍କ ବାପା ମା ଙ୍କ ନାମ ବହୁତ ଉପରକୁ ଉଠାଇଥାନ୍ତି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.