ହାଲୋ ଫ୍ରେଣ୍ଡସ କୁହାଯାଏ ଯେ ମଣିଷ ଭୁଲରୁ ଶିଖେ କିନ୍ତୁ ଆମ ଚାରି ପାଖରେ ଏମିତି ନମୁନା ସବୁ ଅଛନ୍ତି ଯାହାଙ୍କୁ ଦେଖିଲେ ଏହି କଥାର ମୂଲ୍ୟହିଁ ନାହିଁ | ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବୋକା ଲୋକଙ୍କ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣଙ୍କ ଦିନ ଜାକର ସବୁ କଷ୍ଟ କୁଆଡେ ଗାୟବ ହୋଇଯିବ | ନା କେବଳ ଆପଣ ହସିବେ ଆପଣଙ୍କ ପେଟ ଦରଜ ହୋଇଯିବ | ତେବେ ଆସନ୍ତୁ ଜାଣିବା ସେହି ବୋକା ଲୋକଙ୍କ କରିଥିବା ହରକତ ବିଷୟରେ |
୨୦୧୮ରେ ପାନାମାରେ ଫୁଟବଲ ମ୍ୟାଚ ପୂର୍ବରୁ ଜଣେ ରିପୋର୍ଟର ଫ୍ୟାନ୍ସ ମାନଙ୍କର ଇଣ୍ଟର୍ବ୍ୟୁ ନେଉଥିଲେ | ପ୍ରଥମେ ସେ କିଛି ପ୍ରଶ୍ନ ପଚାରୁଥିଲେ ଆଉ ଯଦି କେହି ଉତ୍ତର ଠିକ ଦେବ ତା ହେଲେ ପାଖରେ ଥିବା ଝିଅକୁ କିସ୍ କରିବାକୁ କହୁଥିଲେ | ଏମିତି ଘଟଣାରେ ବୁଢା ମାନେ ବହୁତ ମଜା ନେଇଥିଲେ ହେଲେ କିଛି ସମୟ ପରେ ପରେ ସେମାନଙ୍କୁ ଏହି କିସ୍ସ ପାଇଁ ପଶ୍ଚ୍ୟତପ କରିବାକୁ ପଡିଲା ଗଲା କାରଣ ଏହା ଏକ ପ୍ରଙ୍କ ଥିଲା ଏବଂ ସେହି ମହିଳା ଜଣକ ଛକା ଥିଲେ | ଯେତେ ଲୋକମାନେ ସେହି ମହିଳାଙ୍କର ପୁରୁଷ ଟୋନ ଶୁଣିଲେ ସେମାନେ ଚମିକି ପଡିଲେ |
ମେ ୨୦୨୧ରେ ଋଷିଆର ସାରାନ୍ସକରେ ପୋଲିସ ଏକ ବୁଦ୍ଧିମାନ ଚୋରକୁ ନେଇଯାଉଥିଲା | କିନ୍ତୁ ବାଟରେ ଟ୍ରାଫିକ ଜ୍ୟାମ ଯୋଗୁଁ ପୋଲିସ ଗାଡିକୁ ରଖିଥିଲା ହେଲେ ଚୋର ଏତେ ଚତୁର ଥିଲା ଯେ, ସେ ହାତରେ ଲକ୍ ଖୋଲି ପଛ ଡୋର ପଟେ ଖସି ଚାଲିଗଲା | ହେଲେ ଗୋଟେ ପୋଲିସର ନଜର ଚୋର ଉପରେ ପଡିଗଲା କିଛି ସମୟ ପରେ ସେ ଚୋରକୁ ଧରିନେଲେ |
ଆପଣ ଟ୍ରଷ୍ଟଫଲ ନାମକ ଏହି ଟିକ୍ୱ ଟକ ଚ୍ୟଲେଞ୍ଜ ବିଷୟରେ ଶୁଣିଥିବେ ଯେଉଁଥିରେ କିଛି ନଭାବି ପଛକୁ ପଡ଼ିବାକୁ ହେଇଥାଏ ଏବଂ କେହି ସାଙ୍ଗ ସେହି ସମୟରେ ଧରି ପକାଏ କିନ୍ତୁ ଜୁନ ୨୦୨୧ରେ ମାସକୁରରେ ରହୁଥିବା ଏକ ଝିଅ ନିଜ ବୟ ଫ୍ରେଣ୍ଡ ସହ ଟ୍ରଷ୍ଟଫଲ ଚ୍ୟାଲେଞ୍ଜର ଭିଡ଼ିଓ ଟିକ ଟକ ପାଇଁ ରେକଡ଼ କରୁଥିଲା | କ୍ୟାମେରା ରଖି ଝିଅ ପଡ଼ିଯାଏ କିନ୍ତୁ ସେ ଏଠାରେ ଭୁଲ ଦିସିସନ ନେଇଗଲା ପଛକୁ ନପଡ଼ି ଝିଅ ଜଣଙ୍କ ଆଗକୁ ପଡିଗଲେ ଏହି ଘଟଣା ପରେ ଦୁଇଜଣ ଅଲଗା ହେଇଗଲେ ତାର କାରଣ ଆପଣମାନେ ଭଲସେ ବୁଝି ପାରୁଥିବେ |
ଯଦି ଆପଣ ନିଜ ପାଟନରଙ୍କୁ ଚିଟିଙ୍ଗ କରୁଥିବା ସମୟରେ ଧରିନେବେ ତା ଆପଣ କଣ କରିବେ | ଏମିତି ଏକ ଘଟଣା କଲମ୍ବୀୟରେ ଘଟିଲା ଏଠାରେ ଗୋଟେ ଝିଅ ନିଜ ବୟ ଫ୍ରେଣ୍ଡକୁ ଅନ୍ୟ ଏକ ଝିଅ ସହ ଗାଡ଼ିରେ ଯାଉଥିବାର ଡାଉଟ କରି ତା ଗାଡିକୁ ରୋକିଦେଲା କିନ୍ତୁ ଯୁବକ ଜଣଙ୍କ ବହୁତ ଚାଲାକ ଥିଲା ସେ ନିଜ ବୁଦ୍ଧି ଲଗେଇ ଝିଅଟିକୁ କଥାରେ ବ୍ୟସ୍ତ ରଖିଲା ଆଉ ଏପଟେ ଅନ୍ୟ ଝିଅଟି ଡାହାଣ ପଟ ଡୋର ଦେଇ ଖସି ଚାଲିଗଲା | କିଛି ସମୟ ପାଟିତୁଣ୍ଡ ପରେ ଯେତେବେଳେ ଝିଅଟି କାର ଚେକ କଲା ସେତେବେଳକୁ ପୁରା ଖେଳ ଉଲଟା ହେଇଯାଇଥିଲା |