ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଅଭିନେତା ଅରିନ୍ଦମ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିସ୍ଚୟ ଦେଖିଥିବେ।ତେବେ ବନ୍ଧୁଗଣ ଅରିନ୍ଦମ 2000 ମସିହାରେ ଓଲିଉଡ ଜଗତରେ ପାଦ ଦେଇଥିଲେ।ତାଙ୍କର ପ୍ରଥମ ଫିଲ୍ମି ଟି ହେଲା ପ୍ରେମ ରୁତୁ ଆସିଲରେ।ସେ ଏହି ଫିଲ୍ମି ରେ ଜବରଦସ୍ତ ଅଭିନୟ କରି ବହୁତ ଫେମସ ହୋଇ ପାରିଥିଲେ।ତେବେ ବନ୍ଧୁଗଣ ଅରିନ୍ଦମ ତାଙ୍କ ଫ୍ୟାନ ମାନଙ୍କୁ ଏକ ବଡ ଖୁସି ଖବର ଦେଇଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଖୁସି ଖବର ଟି କଣ।
ତେବେ ବନ୍ଧୁଗଣ ଅରିନ୍ଦମ ଏବେ ବାପା ହୋଇଛନ୍ତି।ଆପଣ ମାନେ ଜାଣିଥିବେ ଅରିନ୍ଦମ ହେଉଛନ୍ତି ଜଣେ ଲୋକପ୍ରିୟ କଳାକାର ସେ ତାଙ୍କ ସୁନ୍ଦର ଅଭିନୟ ଦ୍ୱାରା ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ତେବେ ସେ ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି ଯେମିତିକି ତାଙ୍କର ସୁପର ହିଟ ଫିଲ୍ମ ମଧ୍ୟ ରୁ କାଳିସଙ୍କର,ତୁ ରାଜା ମୁ ରାଣୀ ,ମିତରେ ମିତ, ପର୍ଶୁରାମ ଏଥିସହିତ ସେ ଅନେକ ବେଙ୍ଗଲି ଫିଲ୍ମ ରେ ମଧ୍ୟ ସେ ହିରୋ ଭାବେ ନଜର ଆସିଛନ୍ତି।
ତେବେ ଅରିନ୍ଦମ 2016 ମସିହାରେ ଅନୁପା ଦାସ ଙ୍କୁ ବିବାହ କରିଥିଲେ।ଅନୁପା ହେଉଛନ୍ତି ଜଣେ ମିନିଷ୍ଟର ଙ୍କର ଭଉଣୀ।ତାଙ୍କର ଏହି ବିବାହ ରେ ବହୁତ ଅଭିନେତା ଓ ରାଜନେତା ଯୋଗ ଦେଇଥିଲେ।ତେବେ ବିବାହ ର ପାଞ୍ଚ ବର୍ଷ ପରେ ଅରିନ୍ଦମ ଙ୍କର ପୁଅ ହୋଇଛି ଯାହା ତାଙ୍କ ପରିବାର ରେ ଖୁସିର ଲହରୀ ଖେଳି ଯାଇଛି।ତେବେ କଟକ ରେ ଏକ ମେଡିକାଲ ରେ ତାଙ୍କର ଏହି ପୁତ୍ର ସନ୍ତାନ ଜନ୍ମ ନେଇଛି।ତେବେ ଏ ଖବର ପାଇବା ମାତ୍ରେ ଅରିନ୍ଦମ ଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ଓ ଅରିନ୍ଦମ ଙ୍କୁ ସମସ୍ତେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି।ତେବେ ଏ ନେଇ ନିଜେ ଅରିନ୍ଦମ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୂଚନା ଦେଇଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ