ହେଲୋ ଦର୍ଶକବନ୍ଧୁ ବନ୍ଧନ ଏ ଜନ୍ମ ଜନ୍ମ ର ସିରିଏଲ କୁ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏହି ସିରିଏଲ ରେ ଲିଡ଼ ନାୟକ ଭାବେ ଅଭିନୟ କରୁଥିବା ଜଗଜିତ ପାଲ ଙ୍କୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଜାଣିଥିବେ ଜଗଜିତ ପାଲ ଏହା ପୂର୍ବରୁ ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ଏହି ସିରିଏଲ ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି |
ତ ଫ୍ରେଣ୍ଡ୍ସ ଆପଣମାନେ ଏହି ସିରିଏଲ ରେ ଜଗଜିତ ପାଲଙ୍କ ସହ ଆଉ ଜଣେ କୁନିଝିଅ ଅଭିନୟ କରୁଥିଲେ ଯାହାଙ୍କ ନାଁ ହେଉଛି ବବି ତେବେ ବର୍ତ୍ତମାନ ସମୟରେ ବବି ବଡ଼ ହେଇଯାଇଛନ୍ତି ତେବେ ବବି ଜାଗାରେ ଆପଣମାନେ ଏହି ହିରୋଇନଙ୍କୁ ସାତ୍ଵିକ ଜାଗାରେ ହିରୋଇନ ଭାବରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ ତେବେ ଆଗାମୀ ଅଧ୍ୟାୟ ରେ ସାତ୍ଵିକଙ୍କ ସହ ଏହି ହିରୋଇନ ଙ୍କୁ ଆପଣମାନେ ଦେଖିବାକୁ ପାଇବେ |
ତେବେ ଦର୍ଶକବନ୍ଧୁ ବନ୍ଧନ ଏ ଜନ୍ମ ଜନ୍ମ ସିରିଏଲ ଟି ସାରା ଓଡ଼ିଶାର ଦର୍ଶକମାନଙ୍କୁ ଧୀରେ ଧୀରେ ଭଲ ଲାଗୁଛି ତେବେ ଗତ ଦିନ ମାନଙ୍କରେ ଆରମ୍ଭ ହୋଇଥିବା ଏହି ସିରିଏଲ ଟି ଜଗଜିତ ପାଲଙ୍କ ବହୁତ ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି |
ଏ ସିରିଏଲ ର କାହାଣୀ ଆଉ ଏହି ସିରିଏଲ ରେ ଅଭିନୟ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ଆଗାମୀ ଦିନ ମାନଙ୍କରେ ସାତ୍ଵିକ ଙ୍କ ସହ ଗୋଟେ ନୂଆ ହିରୋଇନ ଙ୍କୁ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିବାକୁ ପାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …