Breaking News

ଗିରଫହେଲେ ରିଅଲ ଲାଇଫ ପୁଷ୍ପା ରାଜ ଦେଖନ୍ତୁ କିଏ ସେ ଯୁବକ

ଦର୍ଶକବନ୍ଧୁ ବନ୍ଦା ହେଲେ ରିଅଲ ଲାଇଫ ପୁଷ୍ପା ରିଅଲ ଲାଇଫରେ ଚନ୍ଦନ କାଠ ଚୋରି ବନ୍ଧା ହେଲେ ନକଲି ପୁଷ୍ପା ପୁଷ୍ପା ରାଜ କେବେ ନଇଁବନି ପୁଷ୍ପା କେବେ ବନ୍ଧା ହେବନି ଏ କଥା ଫିଲ୍ମ ରେ ହିଁ ସତ କାରଣ ଏଠି ପୁଷ୍ପା ରାଜ ନଇଛନ୍ତି ଅଲୁଅର୍ଜୁନ ଙ୍କ ସୁପରହିଟ ଫିଲ୍ମ ପୁଷ୍ପା କୁ ଦେଖି ଏତେ ପ୍ରଭାବିତ ହୋଇଯାଇଥିଲେ ଅପରାଧ କରିବାକୁ ମଧ୍ୟ ପଛାଇଲେ ନାହିଁ |

ତେବେ ଆସନ୍ତୁ ଜାଣିବା ଏ ନକଲି ପୁଷ୍ପା ବିଷୟରେ | ରକ୍ତ ଚନ୍ଦନ କାଠ ଚୋରି କଲା ବେଳେ କେମିତି ଧରା ପଡିଲେ ପୁଷ୍ପା ରାଜ ଝୁକେଗା ନେହିଁ ଯାହାକୁ ଦେଖିଲେ ତାହାରି ମୁହଁରେ ଏ ଡାଇଲଗ ଯାହାକୁ ଦେଖିବ ୱାଟଆପ ହଉ କିମ୍ବା ଇନ୍ଷ୍ଟଗ୍ରାମ ହଉ ସବୁଠି ପୁଷ୍ପା କୁ ନେଇ ଚାଲିଛି ଟ୍ରେଣ୍ଡ |

ତେବେ ରିଅଲ ଲାଇଫ ର ଘଟଣା କୁ ନେଇ ରିଅଲ ଲାଇଫ ରେ ଆପଣାଇ ବନ୍ଧା ହୋଇଛନ୍ତି | ଜଣେ ନକଲି ପୁଷ୍ପା ଓ ୟାଆଁଶିକ ଇଲ୍ଲାଇତୁଳ ବେଙ୍ଗଲୁର ଜଣେ ଡ୍ରାଇଭର ପୁଷ୍ପା ଫିଲ୍ମ ରୁ ପ୍ରେରିତ ହୋଇ ନାଲି ଚନ୍ଦନ କାଠ ଚୋରି ଚାଲାଣ କରିବାକୁ ପ୍ରୟାସ କରିଥିଲେ ଅଲୁଅର୍ଜୁନ ଙ୍କ ଟ୍ରିକ ଆପଣାଇ କରୁଥିଲେ |

ଚୋରି ନାଲି ଚନ୍ଦନ କାଠ ବୋଝେ ଟ୍ରକ କୁ କର୍ଣ୍ଣାଟକ ଆନ୍ଧ୍ର ସୀମା ପାର କରାଇ ମହାରାଷ୍ଟ୍ର ନେଉଥିଲେ | ସୀମା ପାର କରିବା ସମୟରେ ଧରିଲା ମହାରାଷ୍ଟ୍ର ପୋଲିସ ଆଉ ପରେ ଇଲ୍ଲାଇତୁଳ ଙ୍କ ଫିଲ୍ମ ଟ୍ରିକ ପାଣି ଫୋଟକା ହୋଇଯାଇଥିଲା ମହାରାଷ୍ଟ୍ର ମୀରାଜ ଛକ ଗାନ୍ଧିନଗର ପାଖରେ ଧରା ପଡିଲା |

ପୁଷ୍ପା ଫିଲ୍ମ ପରି ଅଶ୍ୱିନୀ ପୋଲିସ କୁ ଅଶ୍ୱନୀ ଚକ୍ମା ଦେବାକୁ ଯାଇ ନିଜ ଟ୍ରକର ଉପର ଭାଗରେ ଫଳ ଓ ପାନପାରିବ ରଖିଥିଲା ତା ଭିତରେ ଥିଲା ନାଲି ରକ୍ତ ଚନ୍ଦନ ସେଥିକିନୁହେଁ | ରକ୍ତ ଚନ୍ଦନ କାଠର ଦାମ 2 କୋଟି 45 ଲକ୍ଷ ଟଙ୍କା ହେବ ଏଥି ସହିତ ଜବତ ଟ୍ରକର ଦାମ ପାଖା ପାଖି 10 ଲକ୍ଷ ହେବ ବୋଲି କୁହା ଯାଉଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.