Breaking News

ବ୍ୟାଙ୍କ ଖୋଲିବା ସମୟ ପରିବର୍ତ୍ତନ ହେବାକୁ ଯାଉଛି, ଜଣାନ୍ତୁ କେଉଁ ସମୟରେ ଖୋଲିବ ବ୍ୟାଙ୍କ |

ଦର୍ଶକବନ୍ଧୁ ବ୍ୟାଙ୍କ ଗ୍ରାହକ ଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର ତେବେ ଦର୍ଶକବନ୍ଧୁ ଯଦି ଆପଣ ମାନେ ଜଣେ ଜଣେ ବ୍ୟାଙ୍କ ଗ୍ରାହକ | ତେବେ ବ୍ୟାଙ୍କ ର ଗୁରୁତ୍ୱପୂର୍ଣ୍ଣ ଖବର କଣ ରହିଅଛି ଆସନ୍ତୁ ଜାଣିନେବା | ତେବେ ଦର୍ଶକ ବନ୍ଧୁ ବ୍ୟାଙ୍କ ଖୋଲିବା ସମୟ କୁ ନେଇ ପରିବର୍ତ୍ତନ | ଜଣାନ୍ତୁ ନୂଆ ସମୟ ତେବେ ଆପଣଙ୍କୁ ବ୍ୟାଙ୍କ ସମ୍ବର୍ଦ୍ଧିତ କାର୍ଯ୍ୟ କରିବାକୁ ଏକ ଘଣ୍ଟା ସମୟ ମିଳିବ ରିଜର୍ପବ୍ୟାଙ୍କ ଅଫ ଇଣ୍ଡିଆ ୧୮ ଏପ୍ରିଲ ୨୦୨୨ ରୁ ବଜାର ରେ କାରବାର ଖୋଲିବା ସମୟ କୁ ନେଇ ବ୍ୟାଙ୍କ ଖୋଲିବା ସମୟ ରେ ପରିବର୍ତ୍ତନ କରିଛନ୍ତି |

10.2.2020 – Rajasthan, India : State bank of India shutter closed on holiday
RBI ୪ ଦିନ ବ୍ୟାଙ୍କ ବନ୍ଦ ରହିବ ପରେ ସୋମବାର ରୁ ବ୍ୟାଙ୍କ ଖୋଲିବା ସମୟ କୁ ନେଇ ପରିବର୍ତ୍ତନ କରିଦେଇଛି | ସୋମବାର ଠାରୁ ସକଳ ୯ ଟା ରୁ ଖୋଲିବ ବ୍ୟାଙ୍କ | ଏହା ଦ୍ଵାରା ବ୍ୟାଙ୍କ ଗେଲରହକ ମାନଙ୍କୁ କାମ କରିବା ପାଇଁ ଆଉ ଏକ ଘଣ୍ଟା ସମୟ ମିଳିଯିବ | ତେବେ ବ୍ୟାଙ୍କ ବନ୍ଦ ହେବା ସମୟ ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ଅର୍ଥାତ୍ ବ୍ୟାଙ୍କ ପୂର୍ବ ସମୟ ପରି ବନ୍ଦ ହେବ | ଉଲେଖନିଆ ଜେ କୋରୋନା ଆସିଯାଇଥିବ କାରଣ ରୁ ବ୍ୟାଙ୍କ ସମୟ କୁ ହ୍ରାସ କରାଯାଇଥିଲା କିନ୍ତୁ ଏବେ ଏହାକୁ ପୁଣି ଥରେ ସ୍ଵାଭାବିକ କରି ଦିଆଯାଇଛି |

ଦେଶରେ ଭାରତୀୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଓ SBI ବ୍ୟାଙ୍କ ସହ ୭ ଟି ସରକାରୀ ବ୍ୟାଙ୍କ ରହିଛି ଏହାଛଡା ୨୦ ରୁ ଅଧିକ ପ୍ରାଇଭେଟ୍ ବ୍ୟାଙ୍କ ଅଛି | ଏହିସବୁ ବ୍ୟାଙ୍କ ଉପରେ ଏହି ନିୟମ ଲଗୁହେବ RBI ବ୍ୟାଙ୍କ ସହିତ ବିଦେଶୀ ମୁଦ୍ରା ବିନିମୟ ଯୋଜନା ଓ ସରକାରୀ ବନ୍ଦ ର ଦିଆନିଆ ଏବେ ପରିବର୍ତ୍ତିତ ସମୟ ରେ ହେବ ୧୮ ଏପ୍ରିଲ ୨୦୨୨ ରୁ ବିଦେଶୀ ମୁଦ୍ରା ଡେଟିଭିଟର ଟଙ୍କା ସୁଧହାର ବିଦେଶୀ ମୁଦ୍ରା FCI ଭାରତୀୟ ଟଙ୍କା ଟ୍ରେଡର ଭଳି RBI ବିନିମୟ ବଜାର ରେ ଗ୍ରାହକ ନିଜ ପୂର୍ବ କୋଭିଡ ସମୟ ଅର୍ଥାତ୍ ସକାଳ ୧୦ ଟା ବଦଳ ରେ ସକାଳ ୯ ଟା ସମୟ ରୁ ଆରମ୍ଭ ହେବ |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.