Breaking News

ବୈଜ୍ଞାନିକ ମାନଙ୍କୁ ମିଳିଲା ରାମାୟଣ ର Emiti ସବୁ ପ୍ରମାଣ ଯାହାକୁ ଦେଖି ସମସ୍ତଙ୍କର ଉଡ଼ିଗଲା ହୋସ, କଣ ଆଜିବି ବଞ୍ଚିଛି ରାବଣ ?

ନମସ୍କାର ବନ୍ଧୁଗଣ ରାମାୟଣରେ କୁହାଯାଏ ଯେତେବେଳେ ମାତା ସୀତାଙ୍କର ହରଣ ହୋଇଥିଲା ସେତେବେଳେ ଭଗଵାନ ରାମ ତାଙ୍କୁ ଖୋଜିବା ସମୟରେ ତାଙ୍କର ଭେଟ ଭଗଵାନ ହନୁମାନଙ୍କ ସହିତ ହୋଇଥିଲା ଆଉ ଏହାପରେ ଭଗଵାନ ହନୁମାନ ପ୍ରତ୍ୟେକ ଦିନ ଗୋଟିଏ ସ୍ଥାନରେ ବସି ଶ୍ରୀରାମଙ୍କର ଅପେକ୍ଷା କରୁଥିଲେ ଏବଂ ଆଜି ସେହି ସ୍ଥାନକୁ ହନୁମାନ ଘଡି ନାମରେ ଜଣାଯାଏ ଦର୍ଶକ ବନ୍ଧୁ ଯେତେବେଳେ ରାବଣ ସୀତା ମାତାଙ୍କୁ ହରଣ କରି ନେଇଯାଇଥିଲା ସେତେବେଳେ ତାଙ୍କୁ ଅଶୋକ ବାଟିକାରେ ରଖିବା ପୂର୍ବରୁ ଏକ ଗୁମ୍ଫାରେ ରଖିଥିଲା |

ଆଉ ସବୁଠାରୁ ବଡ଼ କଥା ଏହା ଅଟେ କି ଆଜିବି ସେହିଠାରେ ଅଛି। ଏହି ଗୁମ୍ଫା ଦେଖିବାକୁ କୋବ୍ରା ସାପ ଭଳି ଦେଖାଯାଏ ଏବଂ ଏହି ଗୁମ୍ଫା ଭିତରକୁ ଗଲେ ସେଠାରେ ବିଭିନ୍ନ ଚିତ୍ର ମଧ୍ୟ ଦେଖିବାକୁ ମିଳେ ଦର୍ଶକ ବନ୍ଧୁ ଯେତେବେଳେ ଭଗଵାନ ରାମଚନ୍ଦ୍ର ଜାଣିଲେ ସୀତା ମାତା ଶ୍ରୀଲଙ୍କାରେ ଅଛନ୍ତି ସେ ଭଗଵାନ ହନୁମାନ ଏବଂ ଅନେକ ସେନାକୁ ନେଇ ଶ୍ରୀଲଙ୍କା ଯିବାକୁ ବାହାରିଲେ |

କିନ୍ତୁ ବନ୍ଧୁଗଣ ରାସ୍ତାରେ ବିଶାଳ ସମୁଦ୍ର ଦେଖି ସମସ୍ତେ ସେଠାରେ ଅଟକି ଗଲେ ଆଉ ସେତେବେଳେ ତାଙ୍କ ବାନରସେନା ରାମ ଲେଖିଲେ ଆଉ ପାଣିରେ ଛାଡ଼ିଦେଲେ ଏବଂ ପଥର ପାଣିରେ ଭସିବାକୁ ଲାଗିଲା ଏବଂ ଏହିଭଳି ଭାବରେ ସବୁ ସେନା ମିଶି ଏକ ପୋହ୍ଲ ନିର୍ମାଣ କରିଲେ ଆଉ ଆଜି ଏହି ପୋହ୍ଲ ରାମସେତୁ ନାମରେ ଜାଣିଛନ୍ତି ଯେଉଁ ପଥରରେ ରାମସେତୁର ନିର୍ମାଣ ହୋଇଥିଲା |

ସେହି ପଥର ଆଜି ମଧ୍ୟ ଅଛି ଆଉ ରିସର୍ଚ୍ଚର ମାନେ ରିସର୍ଚ୍ଚ କରି କହିଛନ୍ତି ଯେ ଏହା ରାମାୟଣ କାଳର ଅଟେ ଯେତେବେଳେ ମେଘନାଦ ଲକ୍ଷ୍ମଣକୁ ମୂର୍ଚ୍ଛିତ କରିଦେଇଥିଲେ ଏବଂ ତାଙ୍କ ଜୀବନ ଚାଲିଯାଉଥିଲା। ସେତେବେଳେ ପ୍ରଭୁ ହନୁମାନ ସଞ୍ଜିବନି ଆଣିବାପାଇଁ ରଣଗିରି ପର୍ବତକୁ ଯାଇଥିଲେ ତାଙ୍କୁ ସଞ୍ଜିବନିର ଜ୍ଞାନ ନଥିଲା ସେଥିପାଇଁ ସେ ପୁରା ପର୍ବତକୁ ନେଇ ଆସିଥିଲେ। ଯୁଦ୍ଧପରେ ସେ ଏହି ପର୍ବତକୁ ପୁଣି ଆଣି ଏଠି ରଖିଦେଲେ। ଆଜି ବି ସେ ପର୍ବତର ଶ୍ରୀଲଙ୍କାରେ ଅଛି ଆଉ ଏହାର ନାମ ଦ୍ରୋଣାଗିରି ପର୍ବତ ଅଟେ |

ବନ୍ଧୁଗଣ ଯେତେବେଳେ ରାବଣ ମାତା ସୀତାଙ୍କୁ ହରଣ କରି ଆକାଶ ମାର୍ଗରେ ନେଲାବେଳେ ତାଙ୍କୁ ଅଟକାଇବା ପାଇଁ ଜଟାୟୁ ଆସିଥିଲେ। ରାବଣ ଜଟାୟୁର ବଦ୍ଧ କରିଦେଲେ ଆକାଶ ମାର୍ଗରେ ଜଟାୟୁ ଏହି ଜାଗାରେ ଆସି ପଡ଼ିଲେ ଯାହା ଆଜି ଲୀପାଛି ମନ୍ଦିର ନାମରେ ପରିଚିତ ରାମାୟଣ କଥାରେ ଏହା ଲେଖାଯାଇଛି ଶ୍ରୀଲଙ୍କାର ସୁରକ୍ଷା ନିମନ୍ତେ ଗୋଟିଏ ବିଶାଳ ହାତୀକୁ ରଖାଯାଇଥିଲା। ଯାହାକୁ ପ୍ରଭୁ ହନୁମାନ ପରାସ୍ତ କରିଦେଇଥିଲେ |

ଅନୁସନ୍ଧାନକରୀଙ୍କ ଅନୁସାରେ ଶ୍ରୀଲଙ୍କାରେ ଏମିତି ଗୋଟିଏ ବିଶାଳ ହାତୀର ଦାନ୍ତ ମିଳିଥିଲା ଯାହା ଲକ୍ଷ ଲକ୍ଷ ବର୍ଷ ପୁରୁଣା ଅଟେ ମା ସୀତାଙ୍କୁ ହରଣ କରି ଆଣିବା ପରେ ମା ସୀତାଙ୍କୁ ରାବଣ ଅଶୋକ ବାଟିକାରେ ରଖିଥିଲା କାହିଁକି ନା ମା ସୀତା ରାବଣର ମହଲରେ ରହିବାପାଇଁ ମନା କରିଦେଇଥିଲେ। ଆଜି ଏହି ଜାଗାକୁ ହକ୍ ଗଲା ଗାର୍ଡେନ କୁହାଯାଉଛି ଏବଂ ଯେଉଁ ଜାଗାରେ ମାତା ସୀତାଙ୍କୁ ରଖାଯାଇଥିଲା ସେହି ସ୍ଥାନକୁ ସୀତା ଏଲିଆ କୁହନ୍ତି। ତେବେ ଦର୍ଶକ ବନ୍ଧୁ ଏହି ସବୁକୁ ଦେଖିଲା ପରେ ଆପଣଙ୍କର ମଧ୍ୟ ବିଶ୍ଵାସ ବଢ଼ିଯାଇଥିବ ଯେ ରାମାୟଣ କଥା କେବଳ କାଳ୍ପନିକ କଥା ନୁହେଁ ଏହା ସତ୍ୟ ଥିଲା |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.