Breaking News

ବୈଜ୍ଞାନିକ ମାନଙ୍କୁ ପୃଥିବୀ ରୁ Milila ଏପରି 4ଟି ହୋସ ଉଡେଇଦେଲା ଭଳି ଜିନିଷ ଯାହାକୁ ଦେଖି ସମସ୍ତଙ୍କ ମୁଣ୍ଡ କାମ କରିବା ବନ୍ଦ କରିଦେଲା !

ବନ୍ଧୁଗଣ ଆମର ପୃଥିବୀର ମାଟି ତଳେ ଅନେକ ରହସ୍ୟ ମୟ ଜିନିଷ ଆଜିବି ଲୁଚି ରହିଛି ପ୍ରାୟ ଦିନ ବୈଜ୍ଞାନିକ ମାନେ ନିଜର ଆଧୁନିକ ଟେକ୍ନୋଲୋଜି ର ସାହାଯ୍ୟରେ ମାଟିତଳୁ ଅନେକ ଚକିତ କଲାଭଳି ଜିନିଷ ସନ୍ଧାନ କରନ୍ତି ଯାହାକୁ ଦେଖି ସରା ଦୁନିଆର ହୋଶ ଉଡ଼ିଥାର ଆସନ୍ତୁ ଜାଣିବା ବୈଜ୍ଞାନିକ ମାନଙ୍କର 4 ଟି ହୋଶ ଉଡାଇଲା ଭଳି ସନ୍ଧାନ ବିଷୟରେ ଜାଣିବା

ନମ୍ବର 1 ରେ ଦୁଇ ମୁଣ୍ଡିଆ ମମି – ଆପଣମାନେ ସିନେମାରେ ଦୁଇ ମୁଣ୍ଡ ଥିବା ଦାନବ ଦେଖି ଥିବେ କିନ୍ତୁ ସେହା ଏକ କାଳ୍ପନିକ ଚରିତ୍ର ହୋଇଥାଏ ଦୁଇ ମୁଣ୍ଡ ଥିବା ମଣିଷର କଙ୍କାଳ ଦେଖିବେ ଏହି କଙ୍କାଳ କୌଣସି ଭୂତ ଫିଲ୍ମ ଠାରୁ କମ୍ ଭୟାନକ ଦେଖା ଯାଉ ନାହାଁ ସେହି କଙ୍କାଳର ଦୁଇଟି ମୁଣ୍ଡ ଅଛି ଏହାକୁ ସାଉଥ୍ ଆମେରିକାରେ ସନ୍ଧାନ କରାଯାଇଛି ଏହି କଙ୍କାଳ ଦେଖିବା ପାଇଁ ବୋହୁତ ରହସ୍ୟ ମୟ ଓ ବିଚିତ୍ର ଅଟେ କାହିଁକି ନା ପ୍ରଥମ କଥା ଏହାର ଦୁଇଟି ସମାନ୍ତର ମୁଁହ ଅଛି |

ଆଉ ଦ୍ୱିତୀୟ କଥା ଏହାର ଉଚ୍ଚତା 11.5 ଫୁଟ ଅଟେ ଯାହା କୌଣସି ଦାନବ ଠାରୁ କମ୍ ଅଟେ ଏହି କଙ୍କାଳକୁ ସନ୍ଧାନ କରିବା ପରେ ସମସ୍ତ ସାଇଣ୍ଟିଷ୍ଟ୍ ମାନଙ୍କର ହୋଶ ଉଡିଗଲା ବୋହୁତ ରିସର୍ଚ୍ଚ କରିବା ପାରେ ଏହା ଜଣା ପଡିଲା ଯେ ଏହା ପ୍ରକୃତରେ ଏକ ମନୁଷ୍ୟର କଙ୍କାଳ ଏହା 16th ସେନ୍ତୁରୀ ଅଟେ ଏହି ମନୁଷ୍ୟ ସାଉଥ୍ ଆମେରିକାରେ ହିଁ ରହୁଥିଲା କିନ୍ତୁ ଏହା ଏବେ ପର୍ଯ୍ୟନ୍ତ ଏକ ରହସ୍ୟ ଏହି ଅଛି ଏହାର ଦୁଇଟି ମୁଣ୍ଡ କିପରି ଅଛି ଏହାର ଉଚ୍ଚତା ଏତେ ଲମ୍ଭା କେମିତି ଏହି କଙ୍କାଳ ବିନା କୌଣସି ପଦାର୍ଥରେ କିପରି ଶହ ଶହ ବର୍ଷ ହେଲା ଠିକ୍ ଭାବରେ ଅଛି |

ନମ୍ବର 2 ରେ 200 ସ୍କେଲିଟନ – ଆମଦେଶରେ ଏପରି ଏମିତି ଅନେକ ରହସ୍ୟ ମୟ ଜିନିଷ ସନ୍ଧାନ କରାଯାଇଛି ଯାହା ସମସ୍ତଙ୍କୁ ଚକିତ କରିଛି ସେହି ମଧ୍ୟରୁ ଅନ୍ୟତମ ଅଟେ କଙ୍କାଳ ନଦୀ ଉତ୍ତରାଖଣ୍ଡର ଥିବା ରୁପକୁଣ୍ଡ ନଦୀ ରେ ପ୍ରାୟ ଦିନ କଙ୍କାଳ ଦେଖିବା ପାଇଁ ମିଳୁଛି ଏଥି ପାଇଁ ଏହି ନଦୀକୁ କଙ୍କାଳ ନଦୀ ବୋଲି କୁହାଯାଉଛି ଏହି କଙ୍କାଳ ଉପରେ ପ୍ରଥମ ଥର 1942 ମସିହାରେ ବ୍ରିଟିଶ ଫରେଷ୍ଟ ଗାର୍ଡ ମାନଙ୍କର ନଜର ପଡ଼ିଲା |

ଯାହା ପରେ ଏହି ନଦୀ ରେ ଅନେକ ଦିନ ଧରି ଛାନ ବିନ୍ କରାଗଲା ଏହା ପରେ ଏହି ନଦୀ ରୁ ଗୋଟେ ନୁହେଁ କି ଦୁଇଟି ନୁହେଁ ପ୍ରାୟ 200 ଟି କଙ୍କାଳ ମିଳିଲା ବୈଜ୍ଞାନିକଙ୍କ ଅନୁସାରେ ଏହି କଙ୍କାଳ ଗୁଡ଼ିକ 800 ସପ୍ତଧିର ଅଟେ କଙ୍କାଳ ନଦୀ ନାମରେ ପ୍ରସିଦ୍ଧ ଥିବା ଏହି ନଦୀ ହିମାଳୟ ର ପ୍ରାୟ 5 ହଜାର 29 ମିଟର ଉଚ୍ଚତାରେ ଅବସ୍ଥିତ ପ୍ରତି ବର୍ଷ ଯେତେ ବେଳେ ଏଠାରେ ବରଫ ତରଳେ ସେବେ ଏହି ଅନେକ କଙ୍କାଳର ଖଣ୍ଡ ଦେଖିବା ପାଇଁ ମିଳେ |

ଏହି ଘଟଣାକୁ ନେଇ ଅନେକ କାହାଣୀ ପ୍ରଚଳିତ ଅଛି କେହି କୁହନ୍ତି ଏହା ଜାପାନ ସୈନିକ ମାନଙ୍କର ହୋଇଥିବ ଯିଏ ଦ୍ୱିତୀୟ ବିଶ୍ଵ ଯୁଦ୍ଧ ସମୟରେ ଏହି ରାସ୍ତା ଦେଇ ଯାଉଥିଲେ କିନ୍ତୁ ଆଉ କେହି କୁହନ୍ତି ଏହି କଙ୍କାଳ ଗୁଡ଼ିକ କାଶ୍ମୀର ଜେଣ୍ଡଲ ଜରାବର୍ ସିଂହ ଓ ତାଙ୍କ ସୈନ୍ୟ ମାନଙ୍କର ଅଟେ ଯିଏ 1841 ମସିହାରେ ତିବତର ଯୁଦ୍ଧ ରୁ ଫେରୁଥିଲେ ଏବଂ ଖରାପ ମୌସୁମୀ କାରଣରୁ ଏଥି ଫସି ଗଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସଠିକ୍ ରହସ୍ୟକୁ କେହିବି ସମାଧାନ କରି ପାରି ନାହାଁନ୍ତି |

ନମ୍ବର 3 ରେ ଆଡ଼ଭାନ୍ସ ହତିଆର – ସମୁଦ୍ରର ଗଭୀର ଏକ ଏମିତି ସ୍ଥାନ ଯେଉଁଠୀ ଭୂମି ଅପେକ୍ଷା ଅନେକ ରହସ୍ୟ ଲୁଚି ରହିଛି ଅର୍କାରୋଲୋଗିଷ୍ଟ ମାନଙ୍କୁ ପ୍ରାୟ ଥର ସମୁଦ୍ରର ଗଭୀର ରୁ କିଛି ନା କିଛି ଚକିତ କରିଲା ଭଳି ଜିନିଷ ମିଳି ଥାଏ ସେମିତି ହିଁ କିଛି ଦିନ ତଳେ 20 ଅକ୍ଟୋବର 2021 ରେ ଇସ୍ରାଏଲ ସ୍କ୍ରୋବା ଡାଇଭର ମାନଙ୍କୁ ସମୁଦ୍ରର ଗଭୀର ରୁ ଗୋଟିଏ ପ୍ରାଚୀନ ଅସ୍ତ୍ର ମିଳିଲା ଏହି ଖଣ୍ଡା ଉପରେ ଯେବେ ରିସର୍ଚ୍ଚ କରାଗଲା |

ତେବେ ଜଣା ପଡ଼ିଲା ଯେ 900 ବର୍ଷ ପୁରୁଣା ଅସ୍ତ୍ର ଅଟେ ଏହି ଅସ୍ତ୍ରକୁ ସେହି ସମୟରେ କୌଣସି ରାଜା ହିଁ ବ୍ୟବହାର କରୁଥିବେ କାହିଁକି ନା ଏହି ଅସ୍ତ୍ର କୁ ବୋହୁତ ଆକର୍ଷଣୀୟ ଓଜନିଆ ଓ ମଜବୁତ୍ ଭାବରେ ବାନା ଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଜଣା ପଡିଲା ନାହିଁ ଯେ ଏହି ଖଣ୍ଡା ସମୁଦ୍ରର ଗଭୀର ରେ କେମିତି ପହଞ୍ଚିଲା ଓ ଏହା କାହାର ଥିଲା |

ନମ୍ବର 4 ରେ ଡାଇନେସର ସ୍କେଲିଟନ – 1987 ମସିହା ରେ ଆର୍ଜେଣ୍ଟିନା ର ଜଣେ ଚାଷୀ ନିଜ କ୍ଷେତରେ କାମ କାମ କରୁଥିବା ବେଳେ ତାଙ୍କୁ ସେଠାରୁ ଗୋଟେ ବଡ ହାଡ ଖଣ୍ଡ ମିଳିଲା ଯାହା ମଣିଷ ଆକାରର ଥିଲା ସେହି ହାଡ ଖଣ୍ଡ ଉପରେ ଯେବେ ଗବେଷଣା କରାଗଲା ତ ଏହା ଜଣା ପଡ଼ିଲା ଯେ ଏହା ଡାଇନାସର ମାନଙ୍କର ଏକ ନୂଆ ପ୍ରଜାତିର ଅଟେ ସେହି ଡାଇନାସର୍ ସାଧାରଣ ଡାଇନାସର୍ ଙ୍କ ଠାରୁ ବୋହୁତ ବଡ ହୋଇଥିବ |

କାହିଁକି ନା ଆପଣ ଅନୁମାନ କରି ପରୁଥିବେ ଯେ ଯାହାର ଗୋଟିଏ ଖଣ୍ଡ ହାଡ଼ ମଣିଷ ଠାରୁ ଏତେ ବଡ ଅଟେ ସେହି ଡାଇନାସର୍ ନିଶ୍ଚିତ ବୋହୁତ ବଡ ହୋଇଥିବ ଏହି ଡାଇନାସର ର ନା ଆର୍ଜେଣ୍ଟିନା ନା ଉପରେ ଆର୍ଜେଣ୍ଟିନା ସୋରସ ରଖା ଗଲା ଏହି ଡାଇନାସର ପ୍ରାୟ 30 ରୁ 40 ମିଟର ଉଚ୍ଚ ଥିଲା ବୈଜ୍ଞାନିକ ଙ୍କ ଅନୁସାରେ ଏହି ଡାଇନାସର ସମସ୍ତ ଡାଇନାସର ମାନଙ୍କ ଠାରୁ ବୋହୁତ ବିଶାଳ ଥିଲା |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.