Breaking News

ଭାଇରାଲ ହେଉଛି ଭିଡିଓ ! ବିବାହ ର ମାତ୍ର କିଛିଦିନ ପରେ ରିୟା ନିଜ ସ୍ବାମୀଙ୍କ ସହ ଝଗଡା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁମାନେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଖୁବ କମ ଦିନରେ ବେସ ଲୋକପ୍ରିୟତା ହାସଲ କରିପାରିଛନ୍ତି।ଓ ଏହି କଳାକାର ମାନେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଟଙ୍କା ମଧ୍ୟ କମାଇଥାନ୍ତି।ବନ୍ଧୁଗଣ ଆମ ଓଲିଉଡ ଜଗତରେ ବହୁତ ଫେମସ କଳାକାର ମାନେ ଅଛନ୍ତି ଆଜି ତାଙ୍କ ମାନଙ୍କ ବିଷୟରେ ଆମେ ଆମେ କିଛି ଅଜଣା କଥା ଜାଣିବା। ଡେରି ନ କରି ଆସନ୍ତୁ ଜାଣିବା।

ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ ଲୋକପ୍ରିୟତା ହାସଲ କରିବା ପାଇଁ ବହୁତ କଠିନ ପରିଶ୍ରମ କରିଥାନ୍ତି।ଆମ ଓଲିଉଡ ଜଗତର କଳାକାର ମାନେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ଆମେ ଆଜି ଏମିତି ଜଣେ ଲୋକପ୍ରିୟତା ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ।

ଆପଣ ମାନେ ସମସ୍ତେ ଜାଣିଥିବେ ଏବେ କିଛି ଦିନ ହେବ ସବ୍ୟ ଓ ଅର୍ଚ୍ଚିତା ଙ୍କର ବିବାହ ହୋଇଛି।ତେବେ ସବ୍ୟ ଆଗରୁ ବିବାହ କରିଥିଲେ ଆପଣ ମାନେ ସମସ୍ତେ ଜାଣିଥିବେ ମାତ୍ର ତାଙ୍କର ଏହି ସମ୍ପର୍କ ବେସି ଦିନ ଯୋଡି ହୋଇ ନଥିଲା ସେ ତାଙ୍କ ସ୍ତ୍ରୀ ସୀମା ଙ୍କୁ ଡିଭର୍ସ ଦେଇଥିଲେ।ଆପଣ ମାନେ ସମସ୍ତେ ଜାଣିଥିବେ ଏହି କିଛି ଦିନ ହେଲା ସବ୍ୟ ଓ ଅର୍ଚ୍ଚିତା ରାଜସ୍ଥାନ ରେ ଯାଇ ବିବାହ କରିଛନ୍ତି।ଏହି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ ଏବେ ଏହି ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।

ତେବେ ବନ୍ଧୁଗଣ ଏବେ ନିକଟରେ ବିବାହ କରିଛନ୍ତି ରିୟା ଦେ।ତେବେ ଶୁଣିବାକୁ ମିଳିଛି ବିବାହ ପରେ ରିୟା ଦେ ତାଙ୍କ ଶାଶୁ ଘରେ ଖାଣ୍ଟି ଓଡ଼ିଆଣି ଭାବେ ରହୁଛନ୍ତି।ହେଲେ ଏହା ହେଉଛି ଏକ ଚଳଚିତ୍ର ର ବିଷୟ ବସ୍ତୁ। ଏକ ଭିନ୍ନ କ୍ୟରେକ୍ଟର ରେ ଅଭିନୟ କରିବାକୁ ଯାଉଛନ୍ତି ରିୟା।ଏହି ଚଳଚ୍ଚିତ୍ର ରେ ଖାଣ୍ଟି ଓଡ଼ିଆଣି ହୋଇ ଶାଶୁ ଶଶୁର ଙ୍କର ସେବା କରୁଥିବାର ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଟି ହେଉଛି ତୋ ଫେମିଲି ମୋ ଫେମିଲି।ଏହି ଚଳଚିତ୍ର ଟି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *