Breaking News

ଦେଖନ୍ତୁ , ବାହାଘର ପରେ ନିଆରା ରୂପରେ ନଜର ଆସିଲେ ଅର୍ଚିତା

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ବାହାଘର ପରେ ଅର୍ଚ୍ଚିତା ନୂଆ ଲୁକ୍ ରେ ନଜର ଆସିଲେ । ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ ।

ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା । ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ତାପରେ ତାଙ୍କର ଗୃହ ପ୍ରବେଶ ହୋଇଥିଲା । ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ଘର ର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଏହି ବିବାହ ପାଟି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ।

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ପାଞ୍ଚ ଗୋଟି ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରି ସାରିଲେଣି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ତାଙ୍କର ଏହି ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାଆନ୍ତି ।ସେ ଓଡ଼ିଶା ଆସିବା ପରେ ତାଙ୍କର ରିଶୀପେସନ୍ ରେ ଓଡ଼ିଆ ଫିଲ୍ମ୍ ର ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦବା ସହ ତାଙ୍କ ଫ୍ୟାନ ମାନେ ମଧ୍ୟ ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ଶାଶୁଘରେ ବହୁ ଖୁସି ରେ ଅଛନ୍ତି । ବର୍ତମାନ ସୋସିଆଲ ମିଡିଆରେ ଅର୍ଚ୍ଚିତା ଙ୍କ ର ଏକ ଫଟୋ ଭାଇରାଲ ହବା ରେ ଲାଗିଛି । ଯେଉଁ ଫଟୋ ରେ ସେ ଏକ ନୂଆ ଲୁକ ରେ ନଜର ଆସିଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *