Breaking News

ବାହାଘର ପାଇଁ କେମି ଟି ସଜେ ଇ ହଉଛନ୍ତି ଅଭିନେତ୍ରୀ ଅର୍ଚିତା

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଫିଲ୍ମ୍ ର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ରାଜା ପ୍ରସାଦ ରେ ବିବାହ କରିଛନ୍ତି ଏହି ବାହାଘର ଉତ୍ସବ ରେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ସ ପରିବାର ଉପସ୍ଥିତ ଥିଲେ । ହିନ୍ଦୁ ପରମ୍ପରା ଅନୁସାରେ ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ କରିଥିଲେ । ଆସନ୍ତୁ ଜାଣିବା ବାହାଘର ପୂର୍ବ ରୁ ଅର୍ଚ୍ଚିତା କେମିତି ସଜେଇ ହଉଛନ୍ତି ।

ଆପଣ ମାନେ ଜାଣିଥିବେ ପାଖା ପାଖି ୫ ବର୍ଷ ଧରି ପ୍ରେମ ସମ୍ପର୍କ ରେ ଥିଲେ ଶବ୍ୟସଚି ଓ ଅର୍ଚ୍ଚିତା । ସବ୍ୟସାଚୀ ଓ ଅର୍ଚ୍ଚିତା ଏକାଠି ଫିଲ୍ମ୍ କରିବା ପରେ ଏହି ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ସବୁ ଗୁଡ଼ିକ ଫିଲ୍ମ୍ ସୁପର ହିଟ୍ ହୋଇଥିଲା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ବର୍ଷ ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଥାନ୍ତେ କିନ୍ତୁ କରୋନା ର ଅସୁବିଧା ଯୋଗୁ ବିବାହ କରି ପାରିନଥିଲେ ।

ଚଳିତ ବର୍ଷ କରୋନା କମିବା ପରେ ରାଜସ୍ଥାନ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବାହାଘର ୪ ଦିନ ପରେ ସବ୍ୟସାଚୀ ଓ ଅର୍ଚ୍ଚିତା ଓଡ଼ିଶାକୁ ଫେରିଥିଲେ । ତାଙ୍କ ରିସେପେଶନ୍ ସେ ଭୁବନେଶ୍ୱର ର କ୍ରାଉନ ହୋଟେଲ୍ ରେ ଆୟୋଜନ କରିଥିଲେ । ରିସେପେଷନ ରେ ସେ ଓଡ଼ିଆ ଫିଲ୍ମ୍ ଓ ଧାରାବାହିକ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦବା ସହ ତାଙ୍କୁ ଆର୍ଶୀବାଦ ଦେଇଥିଲେ । ତେବେ ତାଙ୍କର ଆଗକୁ ଆସିବାକୁ ଯାଉଛି ଏକ ଫିଲ୍ମ୍ ଯାହାର ସୁଟିଂ ଖୁବ୍ ଶିଘ୍ର କରାଯିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *