ସ୍ୱାମୀକୁ ଛାଡି ସ୍ତ୍ରୀ ରାତା ରାତି ସହିତ ଫେରାର ବିବାହର 17 ଦିନ ପରେ ସ୍ୱାମୀଙ୍କୁ ଛାଡି ସ୍ତ୍ରୀ ହେଲା ଫେରାର ବିବାହର ମାତ୍ର କେଇ ଦିନ ମଧ୍ୟରେ ଘର ଛାଡି ପ୍ରେମିକ ଘରକୁ ଚାଲିଗଲା ଯୁବତୀ ପ୍ରେମିକ ମଧ୍ୟ୍ୟ ନିଜ ବିବାହିତା ପ୍ରେମିକକୁ ପାଖରେ ରଖିବା ପାଇଁ ଖୁସି ଖୁସି ହେଇଗଲେ ରାଜି ଘଟଣା ଟି ଝାଡ଼ଖଣ୍ଡ ରାଜ୍ୟର ଗତ 3 ଜୁଲାଇରେ ଏହି ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ସହ ବିବାହ କରିଥିଲେ |
ବିବାହ 17 ଦିନ ପରେ ଘର ଛାଡି ପଳାଇ ଥିଲେ ଏହି ଯୁବତୀଙ୍କୁ ନେଇ ପରିବାର ଲୋକ ଚିନ୍ତିତ ଥିଲେ 19 ଜୁଲାଇରେ ପରିବାର ଲୋକ ବୁଝାଇ ଝିଅକୁ ଘରକୁ ଆଣିଥିଲେ କିନ୍ତୁ ଝିଅ ଏବେ ଶାଶୂଘରେ ରହିବାକୁ ମନା କରିବାପରେ ପରିବାର ଲୋକ ବୁଝାବଣା ପାଇଁ ଏକାଠି ହୋଇଥିଲେ ଶେଷରେ ଝିଅକୁ ପ୍ରେମିକ ଘରେ ଛାଡିବା ନିଷ୍ପତି ନେଲେ |
ଖବର ଅନୁଯାଇ 1 ବର୍ଷର ତାଙ୍କର ଏହି ପ୍ରେମ ସମ୍ପର୍କ କିନ୍ତୁ ଝିଅ ପରିବାର ଲୋକ ମନା କରିବାରୁ ସେ ଅନ୍ୟ ଜଣଙ୍କୁ ବାଧ୍ୟ୍ୟରେ ବିବାହ କରିଥିଲା |
ତେଣୁ ବିବାହର 17 ଦିନ ମଧ୍ୟରେ ସେ ଘର ଛାଡି ପ୍ରେମିକ ପାଖକୁ ପଳାଇଥିଲା ତେବେ ଶେଷରେ ପରିବାର ଓ ଶାଶୁ ଲୋକର ଅକୁଶ ବୁଝାବଣାରେ ଝିଅଟିର ବିବାହ ସେହି ପ୍ରେମିକ ସହ କରିବାର ନିଷ୍ପତି ନିଆଗଲା |