ତେବେ ଦର୍ଶକବନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏଲିନା ସାମନ୍ତ ରାୟ ତେବେ ଏହା ବିଷୟରେ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା | ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଏଲିନା ସାମନ୍ତ ରାୟ ଯିଏ କି ବର୍ତ୍ତମାନ ସମୟର ଜଣେ ଆଜି ଧାଡି ର ହିରୋଇନ ଭାବେ ବେଶ ଜଣାଶୁଣା |
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଏଲିନା ଗୋଟେ ରିଆଲିଟି ସୋ ରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ଏହା ପରେ ସେ ବହୁତ ସାରା ଫିଲ୍ମ ରେ ଜବରଦସ୍ତ ଅଭିନୟ କରି ଓଡ଼ିଶାର ଲୋକମାନଙ୍କ ମନ ରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି |
ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଏଲିନା ଙ୍କ ଗୋଟେ ଭିଡିଓ ବେଶ ଭାଇରଲ ହବାରେ ଲାଗିଛି ଯେଉଁଥିରେ କି ସେ ବହୁତ ସୁନ୍ଦର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ତେବେ ଏହାକୁ ନେଇ ଫ୍ୟାନ୍ସ ମାନେ ପ୍ରଶ୍ନ କରିଛନ୍ତି କି 29 ବର୍ଷ ହେବା ସତ୍ୱେ ଏପର୍ଯ୍ୟନ୍ତ କଣ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଲିନା |
ତେବେ ସୂଚନା ଅନୁସାରେ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏଲିନା ତେବେ ସିଏ କାହାକୁ ଆଉ କେବେ ବାହା ହେବେ ଏପର୍ଯ୍ୟନ୍ତ କିଛି ଜଣାନାହିଁ ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଏଲିନା ସାମନ୍ତ ରାୟ ଆପଣଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …