Breaking News

ବାହାଘର ପରେ ଶାଶୁଘରେ କଣ କରୁଛନ୍ତି ହିରୋଇନ୍ ଦିବ୍ୟା ! ହଠାତ୍ କାହାକୁ ବିବାହ କଲେ

ଯଦି ଆପଣମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ଅଭିନେତ୍ରୀ ଦିବ୍ୟା ଙ୍କୁ ନିଶ୍ଚୟ ଜାଣିଥିବେ | ସେ ତାଙ୍କର ଦମଦାର ଅଭିନୟ ପାଇଁ ଲୋକପ୍ରିୟ ଅଟନ୍ତି | ସେ ତାଙ୍କର ଅଭିନୟ ବଳରେ ଲୋକ ମାନଙ୍କର ହୃଦୟକୁ ଜିତି ପାରିଛନ୍ତି | ତେବେ ସୋଶିଆଲ ମିଡିଆ ରେ ଏବେ ଅଭିନେତ୍ରୀ ଦିବ୍ୟା ଙ୍କର ବିବାହ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି |

ଦିବ୍ୟା ଙ୍କ ଶାଶୁ ଘରର ଏପରି କିଛି ଫୋଟୋ ଏବେ ବେସ ଚର୍ଚା କୁ ଆସିଛି | ତେବେ ସେ ଶାଶୁ ଘରେ ବର୍ତମାନ ସମୟରେ କଣ କରୁଛନ୍ତି ?? ତେବେ ଆପଣଙ୍କ ମନରେ ଏବେ ବହୁତ କିଛି ପ୍ରଶ୍ନ ଆସୁଥିବ ଯେ ବିବାହ ପୂର୍ବରୁ ସେ ଶାଶୁ ଘରେ କଣ କରୁଛନ୍ତି | ଯଦି ସେ ବିବାହ କରିଛନ୍ତି ତେବେ ଏବିଷୟରେ କୌଣସି ଖବର ଏବେ ଯାଏ ମିଳିନାହିଁ କାହିଁକି ??
ତେବେ ଯଦି ସେ ବିବାହ କରିଛନ୍ତି ତେବେ କଣ ରହିଛି ତାଙ୍କର ଏହି ଫୋଟୋ ସହ ସମ୍ପର୍କ | ତେବେ ଆସନ୍ତୁ ଜାଣିବା . . .


ବର୍ତ୍ତମାନ ସୋଶିଆଲ ମିଡିଆରେ ଅଭିନେତ୍ରୀ ଦିବ୍ୟା ଙ୍କ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ସେ ପରିବା କାଟୁଛନ୍ତି ଏବଂ ପଖାଳ ଖାଉଥିବାର ମଧ୍ୟ ଦେଖାଯାଉଛି | ତେବେ ନିକଟରେ ତାଙ୍କର ଏକ ଚଳଚିତ୍ର ରିଲିସ ହୋଇଥିଲା | ଏବଂ ଯାହା ସିଧାସଳଖ ଟିଭି ପ୍ରିମିୟମ ହୋଇଥିଲା ଜୀ ସାର୍ଥକରେ ଯାହାର ଟାଇଟଲ ରହିଥିଲା “ ତୁ ମୋର ସାଥିରେ ” | ତେବେ ଏହି ଚଳଚିତ୍ରରେ ଆପଣମାନେ ଅଭିନେତ୍ରୀ ଦିବ୍ୟା ଙ୍କ ସହ ଶୈଳେନ୍ଦ୍ର ସାମନ୍ତରାୟ ଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ |

ତେବେ ସୋଶିଆଲ ମିଡିଆ ରେ ଭାଇରାଲ ହେଉଥିବା ଫୋଟୋ ପଛର ଠିକ ସମାନ କାରଣ ରହିଛି |ତେବେ ତାଙ୍କର ଆଗକୁ ଆସିବାକୁ ଯାଉଛି ଏକ ଚଳଚିତ୍ର ଯାହାର ନାମ ରହିଛି “ଧୋରେ ବାଇୟା ଧୋ” ଯାହାର କିଛି ଫୋଟୋ ଆପଣମାନେ ଦେଖିବାକୁ ପାଇଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *