Breaking News

ବାହାଘର 15 ଦିନ ପରେ ଶାଶୁଘରେ କେମିତି ଅଛନ୍ତି ହିରୋଇନ ଅର୍ଚିତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ଭଲଭାବରେ ଜାଣିଥିବେ।ଏହି ଯୋଡି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଖୁବ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟ ହୋଇପାରିଥିଲେ।ଲୋକମାନେ ମଧ୍ୟ ଏହି ଯୋଡି ଙ୍କୁ ଖୁବ ପସନ୍ଦ କରନ୍ତି।

ତେବେ ଏହି ଦୁଇଜଣ ମାର୍ଚ୍ଚ 1 ତାରିଖରେ ରାଜସ୍ଥାନ ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବେ ବିବାହ ପରେ ଏହି ଦୁଇ ସୁପର ଷ୍ଟାର ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି।ତେବେ ଆସନ୍ତୁ ଜାଣିବା ବିବାହ ର ପନ୍ଦର ଦିନ ପରେ ତାଙ୍କ ଶାଶୁ ଘରେ କେମିତି ଅଛନ୍ତି ଅର୍ଚ୍ଚିତା।

C
ତେବେ ନିକଟରେ ବିବାହ ବିବାହ ବନ୍ଧନ ରେ ବାନ୍ଧି ହୋଇଥିବା ଅର୍ଚ୍ଚିତା ଏବେ ତାଙ୍କ ସ୍ବାମୀ ସବ୍ୟସାଚୀ ଙ୍କ ସହ ତାଙ୍କ ଶାଶୁ ଘରେ ରହୁଛନ୍ତି।ଓ ତାଙ୍କ ଶାଶୁ ଘରେ ରୋଷେଇ କରିବା ସହ ସବୁ କାମ କରୁଛନ୍ତି।ତେବେ ଅର୍ଚ୍ଚିତା ତାଙ୍କ ଶାଶୁ ଙ୍କ ସହ ମିଶି ରୋଷେଇ କରୁଛନ୍ତି ଏହି ଫଟ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ।ତେବେ ବିବାହ ପରେ ବହୁତ ଗୁଡିଏ ଫଟ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ସବ୍ୟ ଓ ଅର୍ଚ୍ଚିତା।ଏହି ଫଟ ଗୁଡିକରୁ ଯାହା ଜଣାପଡୁଛି ଏହି ଦୁଇଜଣ ବିବାହ ପରେ ବହୁତ ଖୁସିରେ ଅଛନ୍ତି।



ତେବେ ଏହି ଦୁଇଜଣ ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ଜାଗାରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ସଂପନ୍ନ ହୋଇଥିଲା।ତେବବ ବନ୍ଧୁଗଣ ଏହି ଦୁଇଯୋଡି ବହୁତ ଗୁଡିଏ ହିଟ ଫିଲ୍ମି ମଧ୍ୟ କରିଛନ୍ତି ସେଗୁଡିକ ହେଲା:- ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେବେ ତମେ ନାହଁ କେବେ ମୁଁ ନାହିଁ’ ତୋର ମୋର ଯୋଡି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’,ଏମିତି ବହୁତ ଗୁଡିଏ ହିଟ ଫିଲ୍ମି ଏହି ଦୁଇଜଣ ଏକାଠି କରିଛନ୍ତି ।

ତେବେ ଏହିଦୁଇଯୋଡି ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରନ୍ତି।ତେବେ ବିବାହ ପରେ ଏହି ଦୁଇଜଣ ବେସ ଖୁସିରେ ଥିବାର ଜଣା ପଡ଼ିଛି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *