Breaking News

Viral ଭିଡିଓ – ଯୁବକ କୁ ଦେଖି ଅତର୍କିତ ଆ-କ୍ର-ମ-ଣ କଲା ବାଘ , ଦେଖନ୍ତୁ ତାପରେ କଣ ହେଲା ଯୁବକ ଙ୍କ ସହ …

ଅନେକ ସମୟରେ ଦେଶ ବିଦେଶରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖି ଆଖି ଉପରେ ବିଶ୍ୱାସ କରିହୁଏ ନାହିଁ। ଏବେ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ଠାରେ। ପ୍ରାପ୍ୟ ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ ଗାଆଁ ର କିଛି ଲୋକ ସ୍ଥାନୀୟ ଜଙ୍ଗଲରେ ଏକ ଚିତା ବାଘ ଦେଖିବା ପରେ ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତେବେ ସୂଚନା ପାଇ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ଯାଇଥିଲେ। ବାଘଟିକୁ ଉ-ଦ୍ଧା-ର କରିବା ପାଇଁ ସେମାନେ ଜଙ୍ଗଲ ଭିତରକୁ ଯାଇଥିଲେ।

ଆଉ ନିଜ ସୁରକ୍ଷା ପାଇଁ ସାଙ୍ଗରେ ନେଇଥିଲେ ବ-ନ୍ଧୁ-କ ସହିତ ନି-ଶା ଇ-ଞ୍ଜେ-କ-ସ-ନ। କିଛିି ସମୟ ଧରି ଅଧିକାରୀ ମାନେ ଜଙ୍ଗଲ ଭିତରେ ଖୋଜାଖୋଜି କରିଥିଲେ। ହେଲେ ବାଘଟିକୁ ପାଇ ନ ଥିଲେ। ଏହି ଖୋଜ ସମୟରେ ଜଣେ ବନ ବିଭାଗ ଅଧିକାରୀ ପଛକୁ ବୁକୁ ବୁଲୁ ହ-ଠା-ତ୍ ବାଘ ଟି ତାଙ୍କ ପଛରୁ ଦଉଡ଼ି ଆସି ତାଙ୍କ ଉ-ପ-ରେ ଆ-କ୍ର-ମ-ଣ କରିବାରେ ଲାଗିଲା। ହେଲେ ଏହି ସମୟରେ ବାଘକୁ ଘଉଡାଇବା ପାଇଁ ପାଖରେ ଥିବା ଆଉ ଜଣେ ବନ ବିଭାଗର ଅଧିକାରୀ ତାଙ୍କ ନିକଟକୁ ଦିଉଡ଼ି ଆସିଥିଲେ।

ଏହାକୁ ଦେଖି ବାଘଟି ଛା-ନି-ଆ ହୋ-ଇ ନିକଟସ୍ଥ ଏକ ବୁଦା ଭିତର ଦେଇ ଖସି ପଳାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଜଣକ ଜୀ-ବ-ନ ବ-ଞ୍ଚି ଯାଇଥିଲା। ପରେ ନାନା କୌଶଳ କ୍ରମେ ବନ ବିଭାଗ ଅଧିକାରୀ ମାନେ ବା-ଘ-ଟି-କୁ କା-ବୁ କରିବାରେ ସଫଳ ହୋଇଥିଲେ ।ତେବେ ଏହି ଦୃଶ୍ୟ ଦେଖିବା ପାଇଁ ଘଟଣା ସ୍ଥଳରେ ଅନେକ ଲୋକ ମାନଙ୍କର ଭିଡ ଜମିଥିଲା। ଜଙ୍ଗଲ ବିଭାଗ ଅଧିକାରୀ ବାଘକୁ ଉଦ୍ଧାର କରିବାକୁ ଆସିବା ସମୟର ଏହି ଦୃଶ୍ୟକୁ କେହି ଜଣେ ପ୍ରତ୍ୟକ୍ଷଦର୍ଶୀ ରେକର୍ଡ କରିଥିଲେ।

ଯାହାକୁ ପରେ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ଆକାଉଣ୍ଟ୍ ରେ ଶେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ବେହୋଶ କରି କୌଣସି ବା-ଘ-କୁ ଉଦ୍ଧାର କରିବା ସ-ବୁ-ବେ-ଳେ ବି-ପ-ଦ-ପୂ-ର୍ଣ୍ଣ ହୋଇଥାଏ। ଆଉ ଏହି ସମୟରେ ଦେଖଣାହାରୀ ମାନଙ୍କ ଗହଳି ପଶୁକୁ ଆହୁରି ଚିନ୍ତାରେ ପକାଇଥାଏ। ଯାହାଦ୍ଵାରା ତାଙ୍କୁ ଉଦ୍ଧାର କରିବା ଆହୁରି କ-ଷ୍ଟ ହୋ-ଇ-ପ-ଡେ। ଏହା କୌଣସି ସର୍କସ ନୁହେଁ। ତେଣୁ କରି ଏହି ସମୟରେ ନିଜ ଘର ଭିତରେ ରୁହନ୍ତୁ। ” ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଦୃ-ତ ବେଗରେ ଭାଇରାଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *