Breaking News

ବାଘ ସହ ଗୋଟେ Toilet ରେ ବନ୍ଦ ହୋଇଗଲା କୁକୁର, ଯେତେବେଳେ କବାଟ ଖୋଲା ହେଲା ଲୋକମାନେ ଯାହା ଦେଖିଲେ ଜାଣିଲେ ଆପଣ ମଧ୍ୟ କହିବେ କୁକୁର ସେ ବାଘ କୁ…

ଦର୍ଶକବନ୍ଧୁ ବେଳେ ଆମ ଆଖି ଆଗରେ ଏମିତି କିଛି ଘଟଣା ଘଟି ଯାଏ ଆମକୁ ଚକିତ କରି ଦିଏ ତେବେ ବନ୍ଧୁଗଣ ସେମିତି ଏକ ଘଟଣା ଘଟିଛି କର୍ଣ୍ଣାଟକର ବିନିନେଳି ଗ୍ରାମରେ ଯାହାକୁ ଦେଖିବା ପରେ କେହି ବି ତାଜୁବ ହୋଇ ଯାଇ ପାରେ ଘଟଣା ଟି ହେଲା ଗୋଟିଏ ବାଘ ସହ ଏକ ବୁଲା କୁକୁର ଗୋଟିଏ ଟୟଲେଟ ମଧ୍ୟରେ ଦୀର୍ଘ 7 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏହି ଗ୍ରାମରେ ଗୋଟିଏ ବୁଲା କୁକୁର ର ପିଛା ଗୋଟିଏ ବାଘ କରିଥିଲା |

ଦର୍ଶକବନ୍ଧୁ କୁକୁର ବାଘ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଏକ ଟୟଲେଟ ମଧ୍ୟକୁ ପ୍ରବେଶ କରି ଯାଇଥିଲା ଏହା ପରେ ଦର୍ଶକବନ୍ଧୁ ବାଘ ଟି ମଧ୍ୟ କୁକୁରର ପିଛା କରି କରି ଟୟଲେଟ ମଧ୍ୟକୁ ପ୍ରବେଶ କରି ଯାଇଥିଲା ବାଘ ଓ କୁକୁର ଏହି ଦଉଡା ଦଉଡି ଘଟଣା ସ୍ଥାନୀୟ ଅଞ୍ଚଲର ଜଣେ ଲୋକ ଦେଖିଥିଲେ କୁକୁର ଓ ବାଘ ଉଭୟ ଟଏଲେଟ ମଧ୍ୟରେ ପଶିବା ସେ ଟୟଲେଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ |

ଏହା ପରେ ଲୋକ ଜଣଙ୍କ ତୁରନ୍ତ ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ଏହି ବିଷୟରେ ଅବଗତ କରାଇଥିଲେ ଦର୍ଶକବନ୍ଧୁ ବାଘର ଲାଞ୍ଜ ଟି ଟୟଲେଟ ର ଥିବା ଫାଙ୍କରେ ବାହାରି ରହିଥିଲା ଟୟଲେଟ ଟି ଲକ ଥିବାରୁ ବାଘ ଓ କୁକୁର ବାହାରକୁ ବାହାରି ପାରି ନଥିଲେ ସ୍ଥାନୀୟ ଲୋକ ମାନେ ଟୟଲେଟର ଉପର ଭାଗରୁ ଉଭୟ ବାଘ ଓ କୁକୁରର ଫଟୋକୁ ଉଠାଇବାରେ ସକ୍ଷମ ହୋଇଥିଲେ |

ଏହି ଫଟୋରେ ଏହା ସ୍ପଷ୍ଟ ମଧ୍ୟ ହୋଇଥିଲା ଯେ ବାଘ ଟି ଟୟଲେଟର ଗୋଟିଏ କୋଣରେ ଓ କୁକୁର ଟି ଆଉ ଗୋଟିଏ କୋଣରେ ବସି ରହିଥିଲେ ବନ୍ଧୁଗଣ ଦୀର୍ଘ 7 ଘଣ୍ଟା କାଳ ଉଭୟ ଏହା ମଧ୍ୟରେ ଫସି ରହିଥିଲେ ଟୟଲେଟ ଉପରୁ ଏହି ସମୟରେ ବନ ଭିଭାଗ ଭିଡିଓ ରେକର୍ଡ କରିଥିଲେ । ସେମାନେ ଜାଲି ବାନ୍ଧି ବାଘକୁ କାବୁ କରିବା ପାଇଁ ଚାହିଁଥିଲେ |

ହେଲେ ବାଘ ଟି ଜାଲକୁ ଛିଣ୍ଡାଇ ସେଠାରୁ ଖସି ପଳେଇବାରେ ସକ୍ଷମ ହୋଇଥିଲା ଏବେ ଏହାର ଭିଡିଓ ଟି ସୋସିଆଲ ଭିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଶେଷରେ ଟୟଲେଟ ମଧ୍ୟରେ ଫସି ରହିଥିବା କୁକୁରକୁ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଉଧାର କରିଥିଲେ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.