Breaking News

ବଢୁଛି ବାଉଁଶ କରଡ଼ି ର ଚାହିଦା ନେବାକୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ ଆଦିବାସୀ ଙ୍କ ଜୀବିକା ପାଲଟିଛି ଏହି Karadi…

ବନ୍ଧୁଗଣ କରଡ଼ି ନାଁ ଟା ଶୁଣିବାକୁ ଯେମିତି ସେଥିରୁ ପ୍ରସ୍ତୁତ ଖାଦ୍ୟ ର ସ୍ଵାଦ ମଧ୍ୟ ସେତିକି ନିଆରା ଏହି ଜଙ୍ଗଲ ଜାତୀୟ ଦ୍ରବ୍ୟ ର ଚାହିଦା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଢେର୍ ଅଧିକ ଆଉ ଏବେ କଳାହାଣ୍ଡି ବଜାରରେ ଚାଲିଛି କରଡ଼ି ର ରାଜତି ଯିଏ ବଜାରକୁ ଆସୁଛି ସିଏ ଅନ୍ୟ ପରିବାରିବା ଭଳି କରଡ଼ି କୁ ମଧ୍ୟ ସାଥିରେ ନେବା ପାଇଁ ଭୁଲି ନାହିଁ |

ଆଉ ବଜାରରେ ଏହାର ଚାହିଦା ଯୋଗୁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି ଘଞ୍ଚ ଜଙ୍ଗଲ ଭରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳି ଥାଏ ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ ଘଞ୍ଚ ଜଙ୍ଗଲ ମଧ୍ୟରେ ଆଦିବାସୀ ମାନେ ଉପଯୁକ୍ତ କରଡ଼ି କୁ ଠାବ କରି ବାଉଁଶ ରୁ ତାକୁ ତୋଳି ଆଣିବା ପରେ ଚୋପା ଛଡାଇ ଭଲ ଭାବରେ ଧୋଇ ଥାଆନ୍ତି |

ବଜାରରେ ବିକ୍ରି ପାଇଁ ଏହାକୁ ସଂଗ୍ରହ କରୁଥିବା ସଂଗ୍ରହକରି କେତୋଟି କରଡ଼ି କୁ ମିଶାଇ ଏକ ନିର୍ଦ୍ଧିଷ୍ଟ ଦର ରେ ବିକ୍ରି କରନ୍ତି ଆଉ କେହି ଛୋଟ ଛୋଟ ଖଣ୍ଡ କରି କାଟି ପତ୍ରରେ ପ୍ରସ୍ତୁତ ଦାନାରେ ବିକ୍ରି କରନ୍ତୁ ତେବେ ଗୃହିଣୀଙ୍କ ପସନ୍ଦ |

wulingyun/Getty Images
ଏହି କରଡ଼ି ରୁ ମୁଖ୍ୟତଃ ବେସର ତରକାରୀ ଆମ୍ବିଳ ଭଜା ଓ ଚିପ୍ସ ସହ ଆଚାର ଭଳି 40 ରୁ ଉର୍ଦ୍ଧ ରକମର ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଯାହାର ସ୍ଵାଦ ବେଶ ନିଆରା କରଡ଼ି କୁ ନେଇ ଭଳି କି ଭଳି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ହେଉଥିବା ଯୋଗୁ ଏହାର ଚାହିଦା ବଜାରରେ ଅଧିକ ରହିଥାଏ |

ବର୍ଷର କେବଳ 3 ମାସ ଏହା ମିଳୁଥିବା ଯୋଗୁ ଲୋକମାନେ କରଡ଼ି ର ଆଗମନଙ୍କୁ ଆଗ୍ରହର ସହିତ ଅପେକ୍ଷା କରି ରହିଥାନ୍ତି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.