ଦର୍ଶକବନ୍ଧୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଆସୁଛି କିଛି ବଡ ଖବର ଯାହାକି ପୁଣି ହେବ ପ୍ରଥମରୁ ସପ୍ତମ ପରୀକ୍ଷା ଏମିତିକି କେଉଁ ତାରିଖରେ ହେବ ଓ କେତେବେଳେ କ୍ଲାସ ହେବ ଜାରି ହେଇଛି ନୂଆ ଗାଇଡଲାଇନ୍ ଆସନ୍ତୁ ନଜର ପକାଇବା ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମାନଙ୍କ ପାଇଁ ଆସିଲା ବଡ ରିପୋର୍ଟ | ଦର୍ଶକବନ୍ଧୁ ପାଖାପାଖି ଦୁଇ ବର୍ଷ ପରେ ଆସନ୍ତା 28 ତାରିଖରୁ ଖୋଲିବାକୁ ଯାଉଛି |
ପ୍ରଥମରୁ ପଞ୍ଚମ ଶ୍ରେଣୀ ଏଥିସହ ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ କ୍ଲାସ ରୁମୁ ବ୍ୟବସ୍ଥା ଆରମ୍ଭ ହେବ ତାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ଛାତ୍ରଛାତ୍ରୀ ମାନଙ୍କ ମାନସିକ ଚିନ୍ତା ମୁକ୍ତ ରଖିବା କ୍ୟମ୍ପସରେ ଭଲ ପାଠପଢା ଯୋଗେଇଦେବା ଲକ୍ଷ୍ୟରେ ପ୍ରଥମ ସପ୍ତାହରେ ସେମାନଙ୍କୁ ପାଠ୍ୟ ପୁସ୍ତକ ବିଷୟରେ ଶିକ୍ଷା ନଦେଇ ଅନ୍ୟାନ କାର୍ଯ୍ୟ ଦେବା ପରେ ନିୟୋଜିତ କରିବାକୁ ସ୍କୁଲ ଗୁଡିକୁ ପରାମର୍ଶ ଦିୟା ଯାଇଛି |
ଏହି ସପ୍ତାହ ମଧ୍ୟରେ ପିଲାଙ୍କ ସହ କୋରୋନାର ଅନୁଭୁତି ସ୍କୁଲର ଅନୁଭୁତି ଖେଳ ଗପ ଶୁଣାଇବା ଚିତ୍ର ଅଙ୍କନ କରିବା ପାଠ ପଢା ସହିତ ଆଲୋଚନା କରାଯିବ | ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯନ୍ତ ଛାତ୍ର ଛାତ୍ରୀଙ୍କ ଲାଗି ଭାଷା ଗଣିତ ଓ ଇଂରାଜିରେ ସମସ୍ତ ପରୀକ୍ଷା ହବ ତେବେ ମର୍ଚ୍ଚ 9 ରେ ଭାଷା ଅର୍ଥାତ ଓଡ଼ିଆ ଓ 10 ରେ ଗଣିତ ଓ 11 ତାରିଖରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ଇଂରାଜୀ ପରୀକ୍ଷା କରାଯିବ |
ସମସ୍ତ ପରୀକ୍ଷା ଖାତା ଗୁଡିକ ଅବିଭାବଙ୍କ ଘରକୁ ପଠା ଯିବ ଶିକ୍ଷକ ଶିକ୍ଷୟତ୍ରୀ ଅଲଗା କୌଶଳ ପ୍ରସ୍ତୁତ କରି ପାରିବେ ପ୍ରତି ସପ୍ତାହରେ ଛାତ୍ର ଛାତ୍ରୀଙ୍କ ପାଠପଢା ନେଇ ବିଦ୍ୟାଳୟ ପକ୍ଷରୁ ଅବିଭାବକ ଅବଗତ କରାଯିବ।
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …