Breaking News

ବଡ ଖୁସି ଖବର ଦେଲେ ଓଡ଼ିଆ ହିରୋଇନି ଝିଲିକ୍, ଏମିତି କଥା ଆସିଲା ସାମ୍ନାକୁ ଦେଖନ୍ତୁ…

ଦର୍ଶକବନ୍ଧୁ ବର୍ତମାନ ସମୟରେ ସବୁଠାରୁ ବଡ଼ ଖୁସିର ଖବର ମା ହେଲେ ଓଲିଉଡ ଇଣ୍ଡଷ୍ଟ୍ରିର ଜବରଦସ୍ତ ଅଭିନେତ୍ରୀ ଝିଲିକ୍ ଭାଟାଚାର୍ଯ୍ୟ ଏହି ଖସୁଖବରଟି ଶୁଣି ଆମ ଅଲିଉଡ଼ ଇଣ୍ଡଷ୍ଟ୍ରିର ବହୁତ ସାରା ଓଡ଼ିଆ ସେଲିବ୍ରେଟି ମାନେ ତାଙ୍କ ଶୁଭେଛା ଜଣାଇଛନ୍ତି ଏହା ସହି ଝିଲିକ୍ ଙ୍କ ଫ୍ୟାନ ମାନେ ତାଙ୍କୁ ଶୁଭେଛା ଜାଣିଛନ୍ତି ଏବେ ଅଲିଉଡରେ ଖୁସିର ସୁଅ ଛୁଟିଛି ଝିଲିକ୍ ଙ୍କର ପୁଅ ହୋଇଛି ନ ଝିଅ ହୋଇଛି ସେ ବର୍ତମାନ ସମୟରେ ସେ କେଉଁଠି ଅଛନ୍ତି ଓ କିଭଳି ଅଛନ୍ତି ଜାଣିନେବା |

ଅଲିଉଡ଼ର ଜବରଦସ୍ତ ଅଭିନେତ୍ରୀ ଝିଲିକ୍ ଭାଟାଚାର୍ଯ୍ୟ ଗତବର୍ଷ ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ବିବାହ କରିଥିଲେ ଆଉ ବାହାଘର ପରେ ସେ ଅଲିଉଡ ଇଣ୍ଡଷ୍ଟ୍ରି ଠାରୁ ସେ ଦୁରେଇ ଯାଇ ସେ ଶାଶୂଘରେ ନିଜ ସ୍ୱାମୀ ଶାଶୁ ଶଶୁର ଯତ୍ନ ନେବା ସହ ଗୋଟିଏ ଓଡ଼ିଆ ଘରର ବୋହୁ ଭାବେ ଚାଲୁଥିବାର ନଜର ଆସିଥିଲେ ବବର୍ତମାନ ସମୟରେ ବାହାଘର ପ୍ରାୟ ଏକ ବର୍ଷ ସମୟ ବିତି ଗଲାଣି ଆଉ ଏହାରି ମଧ୍ୟରେ ଝିଲିକ୍ ଭାଟାଚାର୍ଯ୍ୟ ଗୋଟିଏ ଖୁସି ଖବର ସମସ୍ତଙ୍କୁ ଯାନିଇଛନ୍ତି |

ଆଉ ବାହାଘର ପରେ ସେ ଅଲିଉଡ ଇଣ୍ଡଷ୍ଟ୍ରି ଠାରୁ ପୁଅର ଦୂରରେ ଯାଇ ତାଙ୍କ ଶାଶୂଘରେ ନିଜ ସ୍ୱାମି ଶାଶୁ ଶଶୁରଙ୍କ ଯତ୍ନ ନେବା ସହ ଗୋଟିଏ ଓଡ଼ିଆ ଘରର ବୋହୂ ଭାବରେ ଚଳୁଥିବାର ନଜର ଆସିଥିଲେ | ବର୍ତମାନ ସମୟରେ ବାହାଘରକୁ ପ୍ରାୟ ଏକ ବର୍ଷ ସମୟ ବିତି ଗଲାଣି ଆଉ ଏହାରି ଭିତରେ ଝିଲିକ୍ ଭାଟାଚାର୍ଯ୍ୟ ଗୋଟିଏ ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି |

ଗତକାଲି ଝିଲିକ୍ ଭାଟାଚାର୍ଯ୍ୟ ରାତି 12 ଟା 30 ସମୟ ଏକ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାର କଥାଟି ବର୍ତମାନ ସମୟରେ ସୋସିଆଲ ମିଡିଆରେ ବେଶେ ଭାଇରଲ ହେବାରେ ଲାଗିଛି କିନ୍ତୁ ଦର୍ଶକବନ୍ଧୁ ପ୍ରକୃତ ଘଟଣା ଟି ହେଉଛି ସୋସିଆଲ ମିଡିଆରେ ସବୁବେଳେ ମିଛ ଖବର ପ୍ରସାରିତ ହେଉଥିବାର ଝିଲିକ୍ ଏପର୍ଯ୍ୟନ୍ତ ମା ହୋଇନାହାନ୍ତି ଝିଲିକ୍ ଝିଲିକ୍ ଭାଟାଚାର୍ଯ୍ୟ ଗତ ଦିଅନା ମାନଙ୍କରେ ମା ହେବାକୁ ଯାଉଛନ୍ତି ଗତ କିଛି ଦିନପରେ ତାଙ୍କ ସଦ ଖିଆ ଭିଡ଼ିଓ ଆପଣ ମାନେ ନିଶ୍ଚୟ ଭବରେ ଦେଖିଥିବେ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.