ଦର୍ଶକବନ୍ଧୁ ଏହି ଦୁନିଆରେ ପ୍ରତିଦିନ ଏମିତି କିଛି ଆମେ ନ୍ୟୁଜ ଶୁଣିବାକୁ ପାଇଥାଉ ଯାହା ଆମକୁ ଚକିତ କରିଦିଏ ସେହି ଭଳି ଏମିତି ଏକ ଖବର ବର୍ତ୍ତମାନ ସମୟରେ ଆସି ପହଁଚିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଦର୍ଶକବନ୍ଧୁ ପରୀକ୍ଷା ଚାଲୁଥିବା ସମୟରେ ଏକ ଛାତ୍ରୀ ଗୋଟେ ଶିଶୁ କୁ ଜନ୍ମ ଦେଇଛନ୍ତି ହଁ ଆଜ୍ଞା କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ତେବେ ବନ୍ଧୁଗଣ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ପୁରା ଘଟଣା ଟି ହେଉଛି ବିହାରରେ ଜଣେ ଯୁବତୀ ପରୀକ୍ଷା ଦେବା ସମୟରେ ହଟାତ ତାଙ୍କ ପେଟ ଜୋର ସୋର ରେ କାଟିବା ଆରମ୍ଭ କରି ଦେଇଥିଲା ଓ ଏହା ପରେ ତାଙ୍କୁ ନିକଟରେ ଥିବା ହସ୍ପିଟାଲ ନିଆଯାଇଥିଲା ଆଉ ସେଠାରେ ସେ ଗୋଟେ ସୁସ୍ଥ ଛୁଆ କୁ ଜନ୍ମ ଦେଇଛନ୍ତି ତେବେ ଦର୍ଶକବନ୍ଧୁ ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ଇଣ୍ଟରମିଡିଏଟ ପରୀକ୍ଷା ଦେବା ସମୟରେ ତାଙ୍କ ସହ ଏପରି ହୋଇଥିଲା ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚା ର ବିଷୟ ପାଲଟିଛି |
ଓ ଏହା ପରେ ପରୀକ୍ଷା ସେଣ୍ଟର ରେ ସବୁ ପିଲାଙ୍କୁ ମିଠା ବଣ୍ଟାଗଲା ଓ ଏହି ସମ୍ପର୍କରେ ବାଳିକା ସ୍କୁଲ କେନ୍ଦ୍ର ପ୍ରଶାସକ ମିଡ଼ିଆ କୁ କହିଛନ୍ତି ଯେ ଦୁଇପହର 3 ଟା ସମୟରେ ପରୀକ୍ଷା ଚାଲୁଥିବା ସମୟରେ ହଟାତ ପରୀକ୍ଷାର୍ଥୀଙ୍କ ପେଟ ଜୋର ରେ କାଟିବାକୁ ଲାଗିଲା ସେହି ସମୟରେ ମୁ ଫୋନ କଲି ଆଜୁ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍ସ ପଠାଇଲା ଆଉ ଆମେ ତୁରନ୍ତ ଡେରି ନ କରି ତାଙ୍କୁ ହସ୍ପିଟାଲ ନେଇଯାଇଥିଲୁ |
ତେବେ ହସ୍ପିଟାଲ ରେ ପହଁଚିବା ପରେ 4.30 ମିନିଟ ରେ ସେ ସୁସ୍ଥ ପିଲାକୁ ଜନ୍ମ ଦେଲେ ଓ ଏହା ପରେ ତାଙ୍କ ପରିବାର ଲୋକ ଓ ଶାଶୁ ଘର ଲୋକଙ୍କୁ ସେଠାରେ ଡକାଯାଇଥିଲା ଆଉ ସେଠାରେ ସମସ୍ତେ ଖୁସି ଥିବାର ଦେଖିବାକୁ ମିଳିଥିଲା |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …