ଦର୍ଶକବନ୍ଧୁ ବର୍ତମାନ ରେ ବଡ ଖବର ଯାହା ବ୍ୟାଙ୍କ କୁ ନେଇ ଯଦି ଆପଣଙ୍କର ବ୍ୟାଙ୍କ ରେ ଆକାଉଣ୍ଟ ରହିଛି ଓ ବ୍ୟାଙ୍କ ରେ କିଛି ବି କାମ ରହିଛି ତେବେ ଆପଣଙ୍କର ଯେ କୌଣସି ବ୍ୟାଙ୍କ ହଉ | ତେବେ ଗୁରୁତ୍ୱ ପୂର୍ଣ୍ଣ ଖବର ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ ତୁରନ୍ତ ସରନ୍ତୁ ଆପଣଙ୍କର ଜରୁରୀ କାମ ନଚେତ୍ ଆପଣଙ୍କୁ ନାହିଁ ନଥିବ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିପାରେ | ତେବେ ଚଳିତ ମାସରେ ଲଗାତାର ବନ୍ଦ ରହିବା ବ୍ୟାଙ୍କ | ବ୍ୟାଙ୍କ ସେବା ବନ୍ଦ ରହିବ କାରଣ ରୁ ଆପଣଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପରେ |
ଏହା ବେତିତ ୧୭ ତାରିଖ ପଡୁଛି ରବିବାର | ରବିବାର ଏମିତି ରେ ବି ସମସ୍ତ ବ୍ୟାଙ୍କ ବନ୍ଦ ରହିଥାଏ | ତେବେ ଖାଲି ଅଟିକେ ନୁହେଁ ସୂଚନା ରହିଛି କୁ ଜେ ସାପ୍ତାହିକ ଛୁଟି କୁ ମିଶାଇ ଏପ୍ରିଲ ମାସରେ ବ୍ୟାଙ୍କ ସମୁଦାୟ ୧୫ ଦିନ ଛୁଟି ରହିବ | ତେବେ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବଧିୟ କିଛି ଗୁରୁତ୍ୱ ପୂର୍ଣ୍ଣ କାର୍ଯ ରହିଛି ତେବେ ଜଲଦି ସାରିଦିଅନ୍ତୁ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …