Breaking News

ବଡ଼ ଖବର – କାଲିଠୁ 4 ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ !

ଦର୍ଶକବନ୍ଧୁ ବର୍ତମାନ ରେ ବଡ ଖବର ଯାହା ବ୍ୟାଙ୍କ କୁ ନେଇ ଯଦି ଆପଣଙ୍କର ବ୍ୟାଙ୍କ ରେ ଆକାଉଣ୍ଟ ରହିଛି ଓ ବ୍ୟାଙ୍କ ରେ କିଛି ବି କାମ ରହିଛି ତେବେ ଆପଣଙ୍କର ଯେ କୌଣସି ବ୍ୟାଙ୍କ ହଉ | ତେବେ ଗୁରୁତ୍ୱ ପୂର୍ଣ୍ଣ ଖବର ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ ତୁରନ୍ତ ସରନ୍ତୁ ଆପଣଙ୍କର ଜରୁରୀ କାମ ନଚେତ୍ ଆପଣଙ୍କୁ ନାହିଁ ନଥିବ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିପାରେ | ତେବେ ଚଳିତ ମାସରେ ଲଗାତାର ବନ୍ଦ ରହିବା ବ୍ୟାଙ୍କ | ବ୍ୟାଙ୍କ ସେବା ବନ୍ଦ ରହିବ କାରଣ ରୁ ଆପଣଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପରେ |

10.2.2020 – Rajasthan, India : State bank of India shutter closed on holiday
ଏଥି ପାଇଁ ଏପ୍ରିଲ ୧୪ ତାରିଖ ପୂର୍ବରୁ ନିଜର ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ସାରିଦିଆନ୍ତୁ ଖବର ମିଳିଛି କୁ ଏପ୍ରିଲ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ | ଏହି ଛୁଟି ଭାରତୀୟ ରିଜରପ ବ୍ୟାଙ୍କ ପକ୍ଷ ରୁ ନିଆଯାଇଛି ଏପ୍ରିଲ ୧୪ ତାରିଖ ଦିନ ଆମ୍ବେଦକର ଙ୍କ ଜନ୍ମଦିନ ହୋଇଥିବାରୁ ଏହା ଏକ ଜାତୀୟ ଛୁଟି | ସେହିପରି ଏପ୍ରିଲ ୧୫ ତାରିଖ ହଉଚି ଗୁଡ ଫ୍ରାଇଡେ | ଏପ୍ରିଲ ୧୬ ତାରିଖ ହଉଛି ମାସ ର ତୃତିୟ ଶନିବାର | ଏହି ଦିନ ଏସାମ ର ବିହୁ ପର୍ବ ପଡୁଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ ଏହା ନେଇ ସୂଚନା ଦେଇଛି RBI |

ଏହା ବେତିତ ୧୭ ତାରିଖ ପଡୁଛି ରବିବାର | ରବିବାର ଏମିତି ରେ ବି ସମସ୍ତ ବ୍ୟାଙ୍କ ବନ୍ଦ ରହିଥାଏ | ତେବେ ଖାଲି ଅଟିକେ ନୁହେଁ ସୂଚନା ରହିଛି କୁ ଜେ ସାପ୍ତାହିକ ଛୁଟି କୁ ମିଶାଇ ଏପ୍ରିଲ ମାସରେ ବ୍ୟାଙ୍କ ସମୁଦାୟ ୧୫ ଦିନ ଛୁଟି ରହିବ | ତେବେ ଯଦି ଆପଣଙ୍କର ବ୍ୟାଙ୍କ ସମ୍ବଧିୟ କିଛି ଗୁରୁତ୍ୱ ପୂର୍ଣ୍ଣ କାର୍ଯ ରହିଛି ତେବେ ଜଲଦି ସାରିଦିଅନ୍ତୁ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.