Breaking News

ବଡ଼ ଖବର, ଏଲିନା ସାମନ୍ତରାୟ ଙ୍କୁ ଗିରଫ କଲା ପୋଲିସ୍ କଣ ପାଇଁ ଗିରଫ କଲା ପୋଲିସ୍ ଆପଣ ଜାଣିରେ ମୁଣ୍ଡରେ ହାତ ଦେବେ |

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ଆସିବା ବହୁତ ବଡ଼ ଦୁଃଖ ଖବର ସାମ୍ନାକୁ ଆସୁଛି ଅଲିଉଡ଼ ଇଣ୍ଡଷ୍ଟ୍ରିର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତ ରାୟଙ୍କୁ ବର୍ତମାନ ସମୟରେ ପୋଲିସ ଗିରଫ କରିଛି ତାହାଲେ ଫ୍ରେଣ୍ଡସେ ଏଲିନାଙ୍କକନ ପାଇଁ ପୋଲିସ ଗିରଫ କରିଛି ଏହା ଫଛରେ କଣ ସମ୍ପୂର୍ଣ ବିବରଣୀ |

ଅଲିଉଡର ଜବରଦସ୍ତ ଅଭିନେତ୍ରୀ ଏଲିନା ସାମନ୍ତ ରାୟଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଗତ ଦିନ ମାନଙ୍କରେ ଏଲିନା ଗୋଟେ ରିଆଲିଟି ଶୋ ରେ ମାଧ୍ୟମରେ ଅଲିଉଡ଼ ଇଣ୍ଡଷ୍ଟ୍ରି ଆସିଥିଲେ ଆଉ ଏହା ପରେ ଏଲିନା ଅଲିଉଡର ସମସ୍ତ କଳାକାର ମାନଙ୍କୁ ଆଗ ଧାଡ଼ିର କଳାକାର ମାନଙ୍କ ସହିତ ଜବରଦସ୍ତ ଆକ୍ଟିଙ୍ଗ କରି କାମ ଦିନ ମଧ୍ୟରେ ବେଶ ଲୋକ ପ୍ରିୟତା ହାସଲ କରିଥିଲେ |

ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ମଧ୍ୟ ଦେଇଥିଲେ ବର୍ତମାନ ସମୟରେ ଯାହା ସୋସିଆଲ ମିଡିଆରେ ଖବରଟି ଭାଇରଲ ହେଉଛି ଏଲିନା ଙ୍କୁ ପୋଲିସ ଗିରଫ କରିଛି | ଏଲିନାଙ୍କୁ ପୋଲିସ ଗିରଫ କରିଛି ସତ ତା ରିଏଲ ଲିଫାଇର ନୁହେ ମଧ୍ୟ ରେଳ ଲିଫାଇର |

ଆଗାମୀ ଦିନ ମାନଙ୍କରେ ହିରୋଇନି ଏଲିନାଙ୍କୁ ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ଏଲିନାଙ୍କୁ ପୋଲିସ ଗିରଫ କରିଛି କିନ୍ତୁ ଏହା ପରେ ଏଲିନା ନିଜେ ପୋଲିସ ହୋଇ ଫୁଣି ଠାରେ ସେହି ଗୁଣ୍ଡା ମାନଙ୍କୁ କରିଥିବା ନଜର ଆସିଛି | ସେହିଭଳି ଏହି ନିଅର ଚଳଚିତ୍ର ନଜର ଆସିବେ ଏଲିନା ସାମନ୍ତ ରାୟ ଓଡ଼ିଆ ଫିଲ୍ମ ଟିର ନାଁ ହେଉଛି ଦୁଷ୍ଟିକୋଣ ଏହି ଫିଲ୍ମ ଖୁବୁ ଶୀଘ୍ର ଆସିବାକୁ ଯାଉଛି ତାହାଲେ ଆପଣ ମାନେ ଏଲିନା ଙ୍କର ନୂଆ ଓଡ଼ିଆ ଫିଲ୍ମ ଦୁଷ୍ଟିକୋଣ କୁ ଦେଖିବା ପାଇଁ କେତେ ମାତ୍ରାରେ ରେ ଇଚ୍ଛା ଅଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭବରେ କମେଣ୍ଟ କରି ଜଣାଇ ଦିଅନ୍ତୁ |

About odisha news

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.