Breaking News

ବଡ଼ ଖବର କୋରନା ପାଇଁ ଫୁଣି ବନ୍ଦ ହେବ ସ୍କୁଲ କଲେଜ, ଦେଖନ୍ତୁ ସରକାର କଣ ସ୍କୁଲ କଲେଜ ବନ୍ଦ ହେବକି ନାହିଁ, ସରକାର କଣ କହିଲେ ଏହି ବିଷୟରେ…. ଦେଖନ୍ତୁ ପୁରା ଖବର !

ବର୍ତମାନର ବଡ଼ ଖବର ଛାତ୍ରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ସୂଚନା ରାଜ୍ୟରେ ବଢୁଛି କୋରନା ଫୁଣି ବନ୍ଦ ହୋଇ ପାରେ ସ୍କୁଲ କଲେଜ ଫୁଣି ଫେରି ପାରେ online ପାଠ ପଢା ସ୍ୱାସ୍ଥ୍ୟ ସଚିବ କହିଲେ ରାଜ୍ୟରେ କୋରନା ସ୍ତିତି କୁ ନଜରରେ ରଖି ଫୁଣି ସ୍କୁଲ କଲେଜ ବନ୍ଦ ନେଇ ହୋଇ ପରେ ବଡ଼ ନିଷ୍ପତି ତେବେ ରାଜ୍ୟରେ ଫୁଣି କୋରନା କରୁଛି କଲବଳ ଫୁଣି ସଂକ୍ରମିତ ବଢୁଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ନଜର ପକାଇବା |

ତେବେ ସଂକ୍ରମଣ ଯେତେବେଳେ ବଢୁଛି ତା ସହିତ ଭୟ ମଧ୍ୟ ସେତେ ବଢୁଛି ଏହାର ଗ୍ରହଣ କରିବାକୁ ପଡିବ କିନ୍ତୁ ପୂର୍ବ ଲହର ଗୁଡିକ ଅପେକ୍ଷା ବଢିବା ହାର କମ ରହିଛି ବୋଲି ସ୍ୱାସ୍ଥ୍ୟ ନିଦେଶକ ଡ଼ଃ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ସମୁଦାୟ କୋରନ ବଢ଼ୁଥିବାରୁ ୧ ଦଶମୀକି ୧ ହସ୍ପିଟାଲରେ ଚିଖିଚ୍ୟ ହେଉଛନ୍ତି ତେଣୁ ହସ୍ପିଟାଲ ପାଇଁ ପର୍ଯ୍ୟାପ୍ତ ବେଡ଼ ଅଛି ମୁଖ୍ୟ ସଚିବଙ୍କ ନିଦେଶରେ ସମସ୍ତ ଙ୍କୁ କୁହାଯାଇଛି ଯେ ଯେତେବେଳେ ଦରକାର ପଡିବ ଵେବସ୍ତକୁ ବାଧା ଯିବ ବୋଲି ସେ କହିଛନ୍ତି |

ସ୍ୱାସ୍ଥ୍ୟ ନିଦେଶକ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ପରିସ୍ତିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି | ରାଜ୍ୟରେ କୋରନ ହାର ବୃଦ୍ଧିକୁ ଦେଖି ସରକାର ସ୍କୁଲ କଲେଜ ବନ୍ଦ ନିଷ୍ପତି ନେବେ ବୋଲି ଜଣା ପଡିଛି ଯେ ପର୍ଯ୍ୟନ୍ତ ସେଭଳି ପରିସ୍ଥିତି ନଉପୁଜିଛି ସବୁ ବନ୍ଦ କରିଦେବାଟା ଠିକି ହେବ ନାହିଁ ବୋଲି ସେ କହିଛନ୍ତି | ଏହି ବିଷୟରେ ରାଜ୍ୟ ସରକାର ଠିକି ସମୟରେ ନିଷ୍ପତି ନେବେ ବୋଲି ଡ଼ଃ ମହାପାତ୍ର ସୂଚନା ଦେଇଛନ୍ତି |

ତେବେ ଦେଶର ଅନ୍ୟ ସ୍କୁଲ କଲେଜ ସ୍ଥାନରେ ମଧ୍ୟ କୋରନ ଦ୍ରୁତ ଗତିରେ ବଢୁଛି ଅନ୍ୟ ରାଜ୍ୟ ଗୁଡିକରେ ଯେବେ ବଢିଯାଏ ତାର କିଛି ଦିନ ଵେବଧାନରେ ଓଡ଼ିଶାରେ ବଢିବା ଆରମ୍ଭ ହୁଏ ଠାରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚୟ ଭାବରେ ବଢିବ | ଯେତେବେଳେ କୋରନ ବଢେ କିଛି ଦିନ ବଢ଼ିଲା ପରେ ସ୍ଥିରତା ଆସେ ଓ ତା ପରେ ହ୍ରାସ ପାଏ ବର୍ତମାନେ ଆମେ ସଂକ୍ରମଣ ଏମିତି ଅଛି ଏବେ ଏହି ବିଷୟରେ କିଛି କହି ହେବ ନାହିଁ ଏହାର ସ୍ଥିରତା କେବେ ଆସିବ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାରବାଲାନ୍ସ କୁ ଆହୁରି ଜୋର ଦାର କରାଯିବ ବୋଲି ଡ଼ଃ ମହାପାତ୍ର କହିଛନ୍ତି ସେପଟେ 18ର ରୁ 69 ବର୍ଷ ବୟସ ଙ୍କ ପାଇଁ ଫ୍ରୀକଶନ ଡୋଜ ଟୀକା କରଣ ଆରମ୍ଭ ହୋଇଛି |

ସେପଟେ କଲେଜରେ କଲେଜେ ପିଲାଙ୍କୁ ଦିଆଯିବ କୋରନ ଟୀକା ତେବେ ଆଗକୁ ଯଦି କୋରନ ଏହି ଭଳି ଭାବରେ ବଢି ଚାଲେ ତେବେ ସ୍ତିତି ଦେଖି ସ୍କୁଲ କଲେଜ ବନ୍ଦ ନିଷ୍ପତି ନିଆଯିବ ବୋଲି ବର୍ତମାନ ବିଶେଷ ସୂତ୍ରରୁ ସୂଚନା ମିଳୁଛି ତେବେ ଫୁଣି ଫେରି ପାରେ online ପାଠ ତେବେ ଦେଖା ଯାଉ ଆଗକୁ କଣ ନିଷ୍ପତି ନିଆଯାଉଛି କିନ୍ତୁ ବର୍ତମାନ ସମୟରେ ସରକାରଙ୍କର କୌଣସି ନିଷ୍ପତି ନିଆଯାଇ ନାହିଁ ଯାହାକି ଆଗକୁ ସ୍ତିତି ଦେଖି ନିଷ୍ପତି ନଯିବ ବୋଲି ଏମିତି କିଛି ବିଶେଷ ସୂତ୍ର ରୁ ଜଣା ପଡିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.