Breaking News

ବଡ ଖବର : ପିଏମ କୁସୁମ ଯୋଜନାକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ |

ହେଲୋ ଫ୍ରେଣ୍ଡ୍ ଆପଣ ମାନେ ତ PM Kusum Yojana ନିହାତି ଭାବରେ ଶୁଣି ଥିବେ ଓ ଅନେକ ଲୋକ ଏହି ଯୋଜନା ବିଷୟରେ ଜାଣି ଥିବେ । ଆସନ୍ତୁ ଜାଣିବା ଏହା ବିଷୟରେ ବଡ ଅପଡେଟ । ଆପଣ ମାନେ ଜାଣିଥିବେ ଏହି କୁସୁମ ଯୋଜନାରେ ସରକାରଙ୍କ ତରଫରୁ 3 ଟି ସୋଲାର ମିଳିଥାଏ । ଯାହାକୁ ଚାଷରେ ଲଗାଇ କି କୃଷି କାର୍ଯ୍ୟରେ ଉନ୍ନତି କରିବା ପାଇଁ । ପ୍ରଧାମନ୍ତ୍ରୀ କୁସୁମ ଯୋଜନାରେ ଆବେଦନ କରିବା ପାଇଁ ୱେବସାଇଟ ରହିଛି । ତାହା ମାଧ୍ୟମରେ ଆବେଦନ କରି ପାରିବେ ।

କିନ୍ତୁ ଯାହା ବଡ ଅପଡେଟ ରହିଛି ଯାହା ସମ୍ବାଦ ନ୍ୟୁଜ ପେପର ରେ ଆସିଛି ପିଏମ୍ କୁସୁମ୍ ଯୋଜନା ସମ୍ପର୍କରେ ମାର୍ଗଦର୍ଶିକା ଜରି : ଠକ୍ ୱେବସାଇଟ ପ୍ରତି ସାବଧାନ ରହିବାକୁ ପରାମର୍ଶ । ଏହା ଥିଲା ଓଡ଼ିଆ ନ୍ୟୁଜ୍ ସମ୍ଭାଦ ର ରହିଛି । ସେହି ଭଳି ସରକାର ନେ କିଶନ କୋ କୀୟା ଆଗା ପିଏମ କୁସୁମ ୟୋଜନା କି ଫର୍ଜି ୱେବସାଇଟ ସେ ରହେ ସାବଧାନ , ବର୍ଣ୍ଣା ଡୁବ୍ ଜୟେଗି ପେଶା । କୁସୁମ ଯୋଜନାରେ ସରକାରଙ୍କ ତରଫରୁ ସହାୟତା ମିଳିଥାଏ ଯଥା ସୋଲାର ମିଳିଥାଏ ।

ଆପଣ ମାନେ ଜାଣିଥିବେ ଏବେ କୌଭଳି ଭାବରେ ସବୁଥିରେ ଫ୍ରଡ ହେଉଛି । ଏହି କୁସୁମ ଯୋଜନାର ୱେବସାଇଟ ନାଁରେ ଫ୍ରଡ ମାନେ ଆଉ ଏକ ୱେବସାଇଟ ଓପନ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଖାଲି ଟିକେ ଲିଙ୍କ ରେ ଫରକ ରହୁଛି । ସେହି ୱେବସାଇଟରେ ଯଦି ଆପଣ ଥରେ ଆପ୍ଲ୍ୟାଏ କରିଦେଇଛନ୍ତି ଓ ଆପଣଙ୍କ ଆକାଉଣ୍ଟ୍ ଓ ଆଧାର ସବୁ ଡକ୍ୟୁମେଣ୍ଟ ଦେଉଛନ୍ତି ।

ତାହେଲେ ଆପଙ୍କର ସବୁ ଦେଟେଲ୍ସ ଫ୍ରଡଙ୍କ ପାଖକୁ ଯାଉଛି । ଯାହା ଦ୍ୟର ଆପଣଙ୍କ ଟଙ୍କା ଯିବା ସହିତ ଆପଣ ମାନେ ଭବିଷ୍ୟତରେ ଠକାମିର ଶିକାର ହୋଇପାରନ୍ତି । ଏମିତିବି କିଛି ଠକ୍ ୱେବସାଇଟ ରହିଛି ଯାହା ଦ୍ଵାରା ରେଜିଷ୍ଟ୍ରେସନ୍ କରିବା ପାଇଁ କିଛି ଟଙ୍କା ନେଇ କହିବେ ଆପଣଙ୍କୁ ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ମିଳିବ । ଏହି ଭଳି ଭାବରେ ନକରିବା ପାଇଁ ସରକାର ମଧ୍ୟ ଜାରି କରିଛନ୍ତି ।

ଯାହା ମଧ୍ୟ ନ୍ୟୁଜ୍ ରେ ଜାରି କରାଯାଇଛି । ଆପଣମାନେ ଯଦି ଜାଣିବାକୁ ଅଧିକ ଚାହୁଁଛନ୍ତି google ରେ କୁସୁମ ଯୋଜନା ଲେଖି ସର୍ଚ୍ଚ କରିବେ ଦେଖିବେ ଏହି ସମ୍ପ୍ରକରେ କେତେ ଗୁଡିଏ ନ୍ୟୁଜ ମିଳି ଯିବ । ଆପଣ ମାନେ ସଠିକ୍ ୱେବସାଇଟ ରେ ଆବେଦନ କରନ୍ତୁ ଓ ଠକାମିରୁ ବଞ୍ଚନ୍ତୁ । ଏହା ଥିଲା ପାଏମ୍ କୁସୁମ ଯୋଜନାର ବଡ ଖବର ।

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.