Breaking News

ଫୋନରେ ଫଟୋ କିମ୍ବା ଭିଡ଼ିଓ ରଖୁଥିଲେ ଗଣିବାକୁ ପଡ଼ିବ ଟଙ୍କା !

ଦର୍ଶକବନ୍ଧୁ ପ୍ରାୟତଃ ୯୦ ପ୍ରତିଶତ ଲୋକେ ନିଜର ଫୋଟୋ ,ଭିଡିଓ କିମ୍ବା ଅନ୍ୟନ୍ୟ ଗୁରୁତ୍ୱପୂର୍ଣ୍ଣ ଫାଇଲ କୁ ସବୁକୁ ସୁରକ୍ଷିତ ଭାବେ ସେଭ କରି ରଖିବା ପାଇଁ ଗୁଗୁଲ ଫୋଟସ ର ବ୍ୟବହାର କରୁଥିବେ।କାରଣ ଏହା ଏମିତି ଏକ ଆପ ଯେଉଁଥିରେ ଆପଣ ଯେତେ ବି ଫୋନ ବଦଳାଇଲେ ବି ଆପଣଙ୍କ ର ଏହିସବୁ ଦରକାରୀ ଜିନିଷ ଗୁଡିକ ବହୁତ ସହଜରେ ବ୍ୟାକ କରିହୋଇଥାଏ। ଏବଂ ଡିଲିଟ ହେବାର ଭୟ ବି ନଥାଏ ।ମାତ୍ର ଏନେଇ ଏବେ ଏକ ବଡ଼ ଖବର ଶୁଣିବାକୁ ମିଳୁଛି କି ଆଉ ଆପଣ ମାନେ ଗୁଗୁଲ ର ଏହିସବୁ ଫିଚରସ କୁ ମାଗଣାରେ ବ୍ୟବହାର କରିପାରିବେ ନାହିଁ ବରଂ ଏଥିପାଇଁ ଏଥର ଆପଣଙ୍କୁ କିଛି ପେମେଣ୍ଟ ଦେଵୋପାଇଁ ପଡିବ। କିନ୍ତୁ କଣ ଏହା ସତ? ଆଜ୍ଞା ହଁ ଏହା ସତ ।

ଯଦି ଆପଣ ଗୁଗୁଲ୍ ୟୁଜରର୍ସ ତେବେ ଏସମ୍ଭନ୍ଧରେ ଆଜି ହିଁ ଜାଣିରଖନ୍ତୁ ।ଆଜିଯାଏଁ ନିଜ ଫୋଟର ବ୍ୟାକଅପ ପାଇଁ ଆପଣ ଗୁଗୁଲ ଫୋଟଜ୍ କୁ ମାଗଣାରେ ବ୍ୟବହାର କରୁଥିଲେ କିନ୍ତୁ ଏବେ ଫ୍ରି ସେବା ବନ୍ଦ ହେବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ଟଙ୍କା ଗଣିବାକୁ ପଡିବ । ଏବେ ଫୋଟ ସେଭ୍ କରିବା ପାଇଁ ଦେବାକୁ ପଡିବ ଟଙ୍କା । ଗୁଗୁଲ୍ ଫୋଟଜ୍ ରେ ଆପଣଙ୍କ ଫୋଟ ସେଭ୍ ରଖିବା ପାଇଁ ୩ପ୍ରକାରର ଅପଲୋଡ୍ ର ବ୍ୟବସ୍ଥା ରହିଛି । ହାଇକ୍ୱାଲିଟି,ଏକ୍ସପ୍ରେସ କ୍ୱାଲିଟି ଓ ଅରିଜିନାଲ୍ କ୍ୱାଲିଟି । ହାଇ କ୍ୱାଲିଟି ଓ ଏକ୍ସପ୍ରେସ କ୍ୱାଲିଟିରେ ଆଜି ଯାଏଁ ୟୁଜରର୍ସ ମାଗଣାରେ ଫୋଟ ଅପଲୋଡ୍ କରି ବ୍ୟାକଅପ ପାଇଁ ରଖିପାରୁଥିଲେ ଓ କେବଳ ଅରିଜିନାଲ କ୍ୱାଲିଟି ପାଇଁ ପଇସା ଦେବାକୁ ପଡୁଥିଲା ।

ମାତ୍ର ଏନେଇ କିଛି ଟା ଛାଡ଼ ରହିଛି ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ ଅଛି ତାହାଲେ ଆପଣଙ୍କୁ ପନ୍ଦର ଜିବିର ସ୍ପେସ୍ ମିଳିବ । ଆଉ ଏତିକି ସ୍ପେସ୍ ରେ ଆପଣ ଫୋଟ,ଭିଡିଓ ଏବଂ ନିଜର ଡକ୍ୟୁମେଣ୍ଟ ସବୁକିଛି ସେଭ୍ କରି ରଖିପାରିବେ । ଏହି ୧୫ ଜିବି ସ୍ପେସରେ ଆପଣଙ୍କୁ ସବୁ ରଖିବାକୁ ପଡିବ । ଅର୍ଥାତ ଯଦି ଆପଣଙ୍କ ୧୫ ଜିବି ସ୍ପେସ୍ ପୁରା ହୋଇ ଯାଉଛି ତେବେ ଆପଣଙ୍କୁ ଅଧିକ ଜିବି ପାଇଁ ଟଙ୍କା ଦେବାକୁ ପଡିବ । ଯଦି ଆପଣ ସ୍ପେସ୍ ଖାଲି କରିବେ ନାହିଁ କି ଟଙ୍କା ଦେଇ ଅଧିକ ସ୍ପେସ୍ କିଣିବେ ନାହିଁ ତେବେ ନା ଆପଣ ମେଲ୍ ପଠାଇ ପାରିବେ ନା ମେଲ୍ ରିସିଭ୍ କରିପାରିବେ । ତେଣୁ ତୁରନ୍ତ ଏ ନେଇ କିଛି ବ୍ୟବସ୍ଥା କରନ୍ତୁ ଯଦି କିଛି ଫାଇଲ ର ଆବଶ୍ୟକ ନାହିଁ ତାହାଲେ ତାକୁ ଡିଲିଟ କରିଦିଅନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର ଦୁ-ଷ୍କ-ର୍ମ-କା-ରୀ-ଙ୍କ ପାଇଁ ଆଣିଲେ କ-ଡା ଆଇନ, ଏବେ ଦୁ-ଷ୍କ-ର୍ମ-କା-ରୀ- ଙ୍କୁ କରାଯିବ ନଂ-ପୁ-ସ-କ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସବୁଦେଶ ରେ ଦୁ-ଷ୍କ-ର୍ମ କରିବା ର ଅଭିଯୋଗ ବୃଦ୍ଧି …

Leave a Reply

Your email address will not be published. Required fields are marked *