Breaking News

ବଡ ଖବର !! ପ୍ରଥମ ରୁ ଦଶମ ପିଲାଙ୍କ ପାଇଁ ବଡ ଘୋଷଣା କଲେ ସରକାର

ସ୍କୁଲ ପିଲାଙ୍କ ପାଇଁ ଏକ ବଡ ଖବର |
ଲକ ଡାଉନ ସ୍କୁଲ ପିଲା ମାନଙ୍କ ଭବିଷ୍ୟତ କୁ ଏକ ପ୍ରକାର ଅନ୍ଧକାର ଭିତର କୁ ଟାଣି ନଉଛି |ଏବେ ଏବେ ସ୍କୁଲ ପିଲା ମାନଙ୍କ ପାଇଁ ଏକ ବଡ ଖବର ଆସିଛି |ଏବେ ପ୍ରତି ପିଲା ମାନଙ୍କୁ ସ୍କୁଲ ରେ ମିଳିବ ଜାତି ଗତ ପ୍ରମାଣ ପତ୍ର ଏହା ଦଶମ ଶ୍ରେଣୀ ପିଲା ଙ୍କ ପାଇଁ ଲାଗୁ ହୋଇଛି |ଖାଲି ଜାତି ଗତ ପ୍ରମାଣ ପତ୍ର ନୁହେ ତା ସହ ଆୟ ଓ ଆବାସିକ ପ୍ରମାଣ ପତ୍ର ମଧ୍ୟ ମିଳିବ |ପ୍ରତି ସ୍କୁଲ ରେ ଦଶମ ଶ୍ରେଣୀ ପିଲା ଙ୍କ ପାଇଁ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର |ରାଜସ୍ୱ ନିରକ୍ଷକ ମାନେ ସ୍କୁଲ ରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ |

ସାର୍ଟିଫିକେଟ ବଣ୍ଟନ ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶୀକ୍ଷକ ଉପସ୍ଥିତ ରହିବେ |ଖରା ଛୁଟି ଆଗ ରୁ ଏକ ନିର୍ଦିଷ୍ଟ ତାରିଖ ରେ ଏହି ବ୍ୟବସ୍ଥା କରିବା କୁ ନିର୍ଦେଶ ଦେଇଛନ୍ତି ଆମ ମୁଖ୍ୟ ମନ୍ତ୍ରୀ |ଏଠି ପାଇଁ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟନାଏକ ପ୍ରତି ଜିଲ୍ଲାପାଳ ଙ୍କ ନିକଟ କୁ ଚିଠି ଲେଖି ଜଣେଇଛନ୍ତି |ସବୁ ଜିଲ୍ଲାପାଳ ମାନ ଙ୍କୁ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ଶେଠୀ ନିର୍ଦେଶ ଦେଇଛନ୍ତି |ଯାହା କି ଏବେ ଦଶମ ଶ୍ରେଣୀ ପିଲା ଙ୍କୁ ଆଉ ହଇରାଣ ହବା କୁ ପଡିବନୀ |ସେମାନ ଙ୍କୁ ଜାତିଗତ ପ୍ରମାଣ ପତ୍ର ସହ ଆବାସିକ ପ୍ରମାଣ ପତ୍ର ଏବଂ ଆୟ ପ୍ରମାଣ ପତ୍ର ମଧ୍ୟ ମିଳିବାକୁ ନିର୍ଦେଶ ଦେଇଛନ୍ତି |

ଏହା ଦଶମ ଶ୍ରେଣୀ ପିଲା ଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର |ସେପଟେ ଲକ ଡାଉନ ଯୋଗୁଁ ରାଜ୍ୟ ରେ ବନ୍ଦ ଥିବା ସମସ୍ତ ଘୋରୋଇ ସ୍କୁଲ ଗୁଡିକ ର ଶିକ୍ଷକ ମାନ ଙ୍କୁ ମାସକୁ ଖର୍ଚ ବାବଦ କୁ ଦୁଇ ହଜାର ଟଙ୍କା ସହ ପଚିଶ କିଲୋ ଚାଉଳ ଦେବାକୁ ଆମ ରାଜ୍ୟ ସରକାର ନବୀନ ପଟନାଏକ ନିର୍ଦେଶ ଦେଇଛନ୍ତି |ଏହା ଦ୍ଵାରା ରାଜ୍ୟ ରେ ଥିବା ପଚାଶ ଲକ୍ଷ ଶିକ୍ଷକ ଓ ଘୋରୋଇ କର୍ମଚାରୀ ଉପକୃତ ହେବେ |ଏହି ସୁବିଧା ଚଳିତ ଏପ୍ରିଲ ରୁ ଆରମ୍ଭ ହୋଇ ସ୍କୁଲ ଖୋଲି ବା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଅ ଯାଇଥିଲା |

ଏଥି ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ଜିଲ୍ଲା ପାଲ ଙ୍କ ନିକଟ ରେ ଆବେଦନ କରି ସହାୟତା ପାଇ ପାରିବେ ବୋଲି ସୂଚନା ଦିଆ ଯାଇଥିଲା |ଏହା ତେଲେଙ୍ଗାନ ସରକାର ଘୋଷଣା କରିଛନ୍ତି |ଯାହା କି ମାସ କୁ ଦୁଇ ହଜାର ଟଙ୍କା ସହ ପଚିଶ କିଲୋ ଚାଉଳ ଯୋଗେଇ ଦିଅ ଯିବ |ଏ ନେଇ ତେଲେଙ୍ଗାନ ର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ଙ୍କ ଠାରୁ ଟ୍ବିଟ କରି ସୂଚନା କରା ଯାଇଛି |ତେବେ ଆମ ଓଡିଶା ସରକାର ଓଡିଶା ରେ ଲାଗୁ କରିବେ ବୋଲି ସୂଚନା ମିଳୁଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *