Breaking News

ବଡ ଖବର Ollywood ଅଭିନେତ୍ରୀ ରାନୀ ପଣ୍ଡା ( Rani Panda ) ଏବେ ମୁମ୍ବାଇରେ ହିନ୍ଦୀ ସିନେମା ଶୁଟିଙ୍ଗ କରୁଛନ୍ତି, ଭିଡିଓ ଦେଖନ୍ତୁ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଯେ ଓଡ଼ିଆ ଆକଟର ରାଣୀ ପଣ୍ଡା । ହଁ ଆପଣ ମାନେ ଜାଣିଥିବେ କରୋନା ସମୟ ରେ ରାଣୀ ପଣ୍ଡା ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି ଯାହା ଫଲରେ ସେ ଲୋକ ଙ୍କ ପାଖ ରେ ପ୍ରିୟ ହୋଇପାରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ସମୟ ରେ ଖୁବ ଭାଇରାଲ ହବା ରେ ଲାଗିଛି ରାଣୀ ପଣ୍ଡା ଙ୍କ ଏକ ଭିଡିଓ ।

ହଁ ବନ୍ଧୁ ବର୍ତ୍ତମାନ ରାଣୀ ପଣ୍ଡା ସୁଟିଂ ସେଟ୍ ପାଇଁ ମୁମ୍ବାଇ ଯାଇଛନ୍ତି ଓ ସେଠାରେ ଅଛନ୍ତି । ଏହି ଭିଡିଓ ରେ ସେ କହିଛନ୍ତି କିଛି ଖାଇବା ବିଷୟ ରେ ଯେ ଏଥି ବହୁତ୍ ସାରା ଖାଇବା ଅଛି ବ୍ରେକ୍ ଫାଷ୍ଟ ପାଇଁ । ଆଉ ସେ ତାଙ୍କ ଖାଇବା ଧରିକି ଲାଇଭ ଭିଡିଓ କରିଛନ୍ତି । ଆହୁରି ସେ ମଧ୍ୟ କହିଛନ୍ତି ସେ ଏକ ନୂଆ ଭିଡିଓ କରିବେ ବିଚ୍ ଉପରେ ।

ଲାଇଭ ରେ ତାଙ୍କର ଜଣେ ଫ୍ୟାନ ମେସେଜ କରିଛନ୍ତି ଶୁଖି ଗଲଣି । ଏହାର ଉତ୍ତର ରେ ଦେଇଛନ୍ତି ରାଣୀ ଯେ କଣ କରିବି ଭାଇ ସୁଟିଂ ସେଟ୍ କୁ ଆସିଚି ବୁଲି ବୁଲି ମୋର ଏଇ ଅବସ୍ଥା ହୋଇଯାଇଛି ।ଏତିକି କହି ତାଙ୍କ ଦର୍ଶକ ଙ୍କୁ ବିଦାୟ ର ସମ୍ବୋଧନ କରି ଲାଇଭ ରୁ କଟି ଗଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *