Breaking News

ବଡ଼ ଖବର-ଚତୁର୍ଥୀ ରାତିର ଭିଡ଼ିଓ ଭାଇରାଲ କରିଦେଲେ ସ୍ୱାମୀ, ତାପରେ ଯାହା ଘଟିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଚତୁର୍ଥୀ ରାତିର ଭିଡ଼ିଓ ଭାଇରାଲ କରିଦେଲେ ସ୍ୱାମୀ ତାପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଖବରଟିକୁ ଶେଷଯାଏ ନିଶ୍ଚିତ ପଡନ୍ତୁ ନମସ୍କାର ଦର୍ଶକବନ୍ଧୁ ତେବେ ଆସନ୍ତୁ ଜାଣିବା ସେଇ ରାତିରେ କଣ ଘଟିଥିଲା |

ସ୍ୱାମୀଙ୍କ ବିରୁଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ ବାହାଘର ଚତୁର୍ଥୀ ରାତିର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଅନ୍ତରଙ୍କ ମୁହୂର୍ତ ଭିଡ଼ିଓଙ୍କୁ ଭାଇରାଲ କରାଯାଇ ଥିବାର ଅଭିଯୋଗ ବାଙ୍କୀ ଥାନା ତୁଳସୀ ତୁଳସୀ ପୁରରୁ ଆସିଛି ଏଭଳି ଅଭିଯୋଗ |

ଭିଡ଼ିଓ ଭାଇରାଲ କରିବାର ଧମକ ଦେବା ସହ ଏହାକୁ ଭାଇରାଲ କରିଛନ୍ତି ଏବଂ ଯୌତୁକ ମାଗି ଶାରୀରିକ ନିର୍ଜାତନା ଦେଉଥିବାରୁ ସ୍ୱାମୀଙ୍କ ବିରୁଦ୍ଧରେ ମହିଳା ଥାନାରେ ଦ୍ୱାରସ୍ତ ହୋଇଥିଲେ ମହିଳା |

କିନ୍ତୁ ନ୍ୟାୟ ନମିଳିବାରୁ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିଯୋଗକାରିଣୀ |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.