ଦର୍ଶକ ବନ୍ଧୁ କ୍ରିକେଟ ଜଗତ ରେ ବଡ ଚର୍ଚ୍ଚା ଓ ଏହି ଚର୍ଚ୍ଚା ରେ ଅଛନ୍ତି ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ଭିରାଟ ଓ ତାଙ୍କ ଘନିଷ୍ଠ ବନ୍ଧୁ। ରବି ଶାସ୍ତ୍ରୀ । ତେବେ ଏହି ଦୁଇ ଯୋଡ଼ି ସମ୍ମାନ ନୀତି ରହିଛି ଓ ଏକ ଛତ୍ରବାଦ ମଧ୍ୟ ବି ରହିଛି । ତେବେ ଉଭୟ ଙ୍କ ଏକ ଛତ୍ରବାଦ ସମାପ୍ତ କରିବା ପାଇଁ BCCI ତାର ପ୍ରୟାସ ଜାରି ରଖିଛି । ହଁ ବନ୍ଧୁ। ଭିରାଟ୍ ଓ ରବି ଙ୍କ ଘନିଷ୍ଠସଂପର୍କ ଆଉ ରହିବ ନାହିଁ ।
ତେବେ t20 ବିଶ୍ଵକପ ପରେ କୋହିଲି ଅଧିନାୟକ ପଦବୀ ରୁ। ବାହାରିଯିବେ ଓ ଏହି ଅଧିନାୟକ ପଦ ରେ ରହିବେ । ତେବେ ୱାଇଟ ବଲ କ୍ୟାପଟେନ ଶିପ ର ଗୋଟିଏ ମ୍ୟାଚ ରେ ଏବେ ଆଉଟ ହେବେ ଭୀରାଟ କୋହଲି ଓ ରୋହିତ ଶର୍ମା ସମ୍ଭାଳିବେ ଅଧିନାୟକ ପଦବୀ ।ତେବେ ଆଉ ଏକ କଥା ବେଶ୍ ଚର୍ଚ୍ଚା ରେ ଅଛି ଯେ ଭିରାଟ ଓ ରବି ଶାସ୍ତ୍ରୀ ଙ୍କୁ ସାବାଡ କରିବା ଓ ଏହି ସାବାଡ କରିବା ର ଦାୟିତ୍ଵ ନେଇଛି BCCI ।
ସେଥିପାଇଁ BCCI ସେମାନ ଙ୍କ ଡେଣା କାଟିବା ପାଇଁ ପ୍ରୟାସ ଆରମ୍ଭ କରିଛି । ତେବେ ବନ୍ଧୁଗଣ କିନ୍ତୁ ସୁଚନା ମିଳିଛି ଯେ ବିରାଟ କୋହିଲୀ ବାପା ହବା ପରେ ବ୍ୟାଟିଙ୍ଗ ଗୁରୁତ୍ଵ ଦେଇଛନ୍ତି । ତେବେ ନିଜ ବ୍ୟାଟିଙ୍ଗ ଙ୍କୁ ଗୁରୁତ୍ଵ ଦେଇ ଭିରାଟ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ନା ପ୍ରକୃତ ରେ BCCI ତାଙ୍କ ପକ୍ଷଚ୍ଛେଦନ କରିବା ପାଇଁ ଯେଉଁ ଯୁକ୍ତି ଚିନ୍ତା କରାଯାଉଛି ତାହା ସତ୍ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ