ନବୀନ ପଟ୍ଟନାୟକ ଓଡିଶାର ସବୁ ଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଯିଏ କି ନିଜ ଦୀର୍ଘ 20 ବର୍ଷରୁ ଅଧିକ ସମୟ ହେଲା ଓଡିଶାକୁ ଶାସନ କରି ଆସୁଛନ୍ତି । ଏହା ସହିତ ନବୀନ ପଟ୍ଟନାୟକ ବିଜେଡି ଦଳର ମୁଖିଆ ମଧ୍ୟ । ତାଙ୍କର ଭାବ ମୂର୍ତ୍ତି ପାଇଁ ଦୀର୍ଘ 20 ବର୍ଷ ହେଲା ଓଡିଶାରେ ବିଜେଡି ସରକାର ଶାସନ କରି ଆସୁଛି । ତେବେ ନବୀନ ପଟ୍ଟନାୟଙ୍କୁ ନେଇ ଆସିଛି ଏକ ବଡ ଭବିଷ୍ୟବାଣୀ । ତେବେ ନବୀନଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଛନ୍ତି ଓଡିଶାର ଜଣେ ବଡ ଜ୍ୟୋତିଷ ।
ନବୀନଙ୍କୁ ନେଇ ହୋଇଥିବା ଭବିଷ୍ୟବାଣୀ ରେ ଜ୍ୟୋତିଷ ଜଣଙ୍କ ଏଥିରେ ନବୀନ ଆଉ କେତେ ବର୍ଷ ଓଡିଶାକୁ ଶାସନ କରିବେ ସେ କଥାକୁ ଉଲ୍ଲେଖ କରିଛନ୍ତି । ତେବେ ବିରୋଧ ଦଳ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ ନବୀନ ଆଉ କେତେ ଦିନ ଓଡିଶାକୁ ଶାସନ କରିବେ ? କାରଣ ସାଧାରଣରେ ଚର୍ଚା ହୁଏ ନବୀନ ଥିବା ପର୍ଯ୍ୟନ୍ତ ଓଡିଶାକୁ ବିଜେଡି ଶାସନ କରୁଥିବା ।
୧୯୯୯ ମହାବାତ୍ୟା ଓଡିଶାକୁ ଦୋହଲାଇ ଦେଇଥିଲା ଆଉ ଏହି ବାତ୍ୟାରେ ଅନେକ ଧନ ଜୀବନ ହାନୀ ହୋଇଥିଲା । ଯେଉଁଥି ପାଇଁ ସେ ସମୟର କଂଗ୍ରେସ ସରକାର ପରାଜୟ ହୋଇଥିଲା । ଆଉ ଏହି ସମୟରେ ୧୯୯୯ ମସିହାରେ ଲଣ୍ଡନ ରୁ ଓଡିଶାକୁ ଆସିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ବିଜୁ ପଟ୍ଟନାୟକ ପୁତ୍ର ଭାବେ ନବୀନଙ୍କୁ ଓଡିଶା ବାସୀ ବହୁମତ ଦେଇଥିଲେ । ଏହା ପର ଠାରୁ ବିଜେଡି ଆଉ ପଛକୁ ଚାହିଁ ନାହି । ତେବେ ଆଜି ଜାଣିବା ନବୀନ ଆଉ କେତେ ବର୍ଷ ଶାସନ କରିବେ ।
ତେବେ ଜ୍ୟୋତିଷଙ୍କର ସୂଚନା ଅନୁଯାଇ ନବୀନ ପଟ୍ଟନାୟକ ଙ୍କର ମିଥୁନ ରାଶି ଅଟେ । ତେବେ ଏହି ଶତାବ୍ଦୀ ଟି ମିଥୁନ ରାଶି ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍ତମ ସମୟ ଅଟେ । ତେବେ ଓଡିଶାର ଅନେକ ବଡ ବଡ ଜ୍ୟୋତିଷଙ୍କ ଗଣନା ଅନୁଯାଇ ଏହା ଆକଳନ କରାଯାଇଛି ଯେ ନବୀନ ଆହୁରି ୬ବର୍ଷ ପର୍ଯ୍ୟନ୍ତ ଓଡିଶାକୁ ଶାସନ କରିବେ । ଓଡିଶା ପ୍ରସିଦ୍ଧ ଜ୍ୟୋତିଷ ସୁରେନ୍ଦ୍ର ଶର୍ମାଙ୍କର ଗଣନା ଅନୁଯାଇ ବିରୋଧୀ ଯେତେ ଚେଷ୍ଟା କରିଲେ ମଧ୍ୟ ଏହି ମଧ୍ୟ ନବୀନଙ୍କୁ ହରାଇ ପାରିବେ ନାହିଁ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ