Breaking News

ବଡ ଭବିଷ୍ୟବାଣୀ – ବଡ ବଡ ଜ୍ୟୋତିଷ ମାନେ କହିଲେ ନବୀନ ପଟ୍ଟନାୟକ ଆଉ ଏତିକି ବର୍ଷ ଶାସନ କରିବେ !

ନବୀନ ପଟ୍ଟନାୟକ ଓଡିଶାର ସବୁ ଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଯିଏ କି ନିଜ ଦୀର୍ଘ 20 ବର୍ଷରୁ ଅଧିକ ସମୟ ହେଲା ଓଡିଶାକୁ ଶାସନ କରି ଆସୁଛନ୍ତି । ଏହା ସହିତ ନବୀନ ପଟ୍ଟନାୟକ ବିଜେଡି ଦଳର ମୁଖିଆ ମଧ୍ୟ । ତାଙ୍କର ଭାବ ମୂର୍ତ୍ତି ପାଇଁ ଦୀର୍ଘ 20 ବର୍ଷ ହେଲା ଓଡିଶାରେ ବିଜେଡି ସରକାର ଶାସନ କରି ଆସୁଛି । ତେବେ ନବୀନ ପଟ୍ଟନାୟଙ୍କୁ ନେଇ ଆସିଛି ଏକ ବଡ ଭବିଷ୍ୟବାଣୀ । ତେବେ ନବୀନଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଛନ୍ତି ଓଡିଶାର ଜଣେ ବଡ ଜ୍ୟୋତିଷ ।

ନବୀନଙ୍କୁ ନେଇ ହୋଇଥିବା ଭବିଷ୍ୟବାଣୀ ରେ ଜ୍ୟୋତିଷ ଜଣଙ୍କ ଏଥିରେ ନବୀନ ଆଉ କେତେ ବର୍ଷ ଓଡିଶାକୁ ଶାସନ କରିବେ ସେ କଥାକୁ ଉଲ୍ଲେଖ କରିଛନ୍ତି । ତେବେ ବିରୋଧ ଦଳ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମନରେ ମଧ୍ୟ ଗୋଟିଏ ପ୍ରଶ୍ନ ନବୀନ ଆଉ କେତେ ଦିନ ଓଡିଶାକୁ ଶାସନ କରିବେ ? କାରଣ ସାଧାରଣରେ ଚର୍ଚା ହୁଏ ନବୀନ ଥିବା ପର୍ଯ୍ୟନ୍ତ ଓଡିଶାକୁ ବିଜେଡି ଶାସନ କରୁଥିବା ।

୧୯୯୯ ମହାବାତ୍ୟା ଓଡିଶାକୁ ଦୋହଲାଇ ଦେଇଥିଲା ଆଉ ଏହି ବାତ୍ୟାରେ ଅନେକ ଧନ ଜୀବନ ହାନୀ ହୋଇଥିଲା । ଯେଉଁଥି ପାଇଁ ସେ ସମୟର କଂଗ୍ରେସ ସରକାର ପରାଜୟ ହୋଇଥିଲା । ଆଉ ଏହି ସମୟରେ ୧୯୯୯ ମସିହାରେ ଲଣ୍ଡନ ରୁ ଓଡିଶାକୁ ଆସିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ବିଜୁ ପଟ୍ଟନାୟକ ପୁତ୍ର ଭାବେ ନବୀନଙ୍କୁ ଓଡିଶା ବାସୀ ବହୁମତ ଦେଇଥିଲେ । ଏହା ପର ଠାରୁ ବିଜେଡି ଆଉ ପଛକୁ ଚାହିଁ ନାହି । ତେବେ ଆଜି ଜାଣିବା ନବୀନ ଆଉ କେତେ ବର୍ଷ ଶାସନ କରିବେ ।

ତେବେ ଜ୍ୟୋତିଷଙ୍କର ସୂଚନା ଅନୁଯାଇ ନବୀନ ପଟ୍ଟନାୟକ ଙ୍କର ମିଥୁନ ରାଶି ଅଟେ । ତେବେ ଏହି ଶତାବ୍ଦୀ ଟି ମିଥୁନ ରାଶି ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍ତମ ସମୟ ଅଟେ । ତେବେ ଓଡିଶାର ଅନେକ ବଡ ବଡ ଜ୍ୟୋତିଷଙ୍କ ଗଣନା ଅନୁଯାଇ ଏହା ଆକଳନ କରାଯାଇଛି ଯେ ନବୀନ ଆହୁରି ୬ବର୍ଷ ପର୍ଯ୍ୟନ୍ତ ଓଡିଶାକୁ ଶାସନ କରିବେ । ଓଡିଶା ପ୍ରସିଦ୍ଧ ଜ୍ୟୋତିଷ ସୁରେନ୍ଦ୍ର ଶର୍ମାଙ୍କର ଗଣନା ଅନୁଯାଇ ବିରୋଧୀ ଯେତେ ଚେଷ୍ଟା କରିଲେ ମଧ୍ୟ ଏହି ମଧ୍ୟ ନବୀନଙ୍କୁ ହରାଇ ପାରିବେ ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *