Breaking News

ବଡ଼ ଖୁସି ଖବର, ମା ହେବ ଯାଉଛନ୍ତି Archita ଦେଖନ୍ତୁ ଅର୍ଚ୍ଚିତା ଓ ସବ୍ୟସାଚୀ ଏହି ବିଷୟରେ କହିଲେ !

ନମସ୍କାର ବନ୍ଧୁଗଣ ମା ହେବାପାଇଁ ଯାଉଛନ୍ତି ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଏହିଭଳି ଗୋଟେ ଖବର ସୋସିଆଲ ମିଡିଆରେ ଭାଇରଲ ଲାଗିଛି ଫ୍ରେଣ୍ଡସେ ଏହାରି ଭିତରେ କଣ ରହିଛି ଆସନ୍ତୁ ଜାଣିବା |

ଫ୍ରେଣ୍ଡସେ ଆପଣ ମାନେ ଅର୍ଚ୍ଚିତା ସାହୁଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ସେ 2008 ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରି ରୁ ଆସିଥିଲେ ଏହା ପରେ ସେ ବହୁ ସାରା ଓଡ଼ିଆ ସିନେମାରେ ଅନେକ ଅଭିନୟ କରି ସାରିଛନ୍ତି ଅର୍ଚ୍ଚିତା ସୁଟିଙ୍ଗ ସେଟରୁ ଦୀର୍ଘ ଦିନ ଧରି ସବ୍ୟସାଚୀ ଙ୍କୁ ଭଲ ପାଉଥିଲେ କିନ୍ତୁ ଗତ ବର୍ଷ ଦୁହେଁ ପରସ୍ପରକୁ ବିବାହ କରିଥିଲେ | ଦୁହେଁ ଏକାଠି ବହୁତ ଖୁସିରେ ରହୁଥିବାର ନଜର ରେ ଆସିଛନ୍ତି |

ଆଉ ଏହାରି ମଧ୍ୟରେ ବର୍ତମାନେ ଗୋଟେ ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି କି ମା ହେବା ପାଇଁ ଯାଉଛନ୍ତି ଅର୍ଚ୍ଚିତା ଏହି ଖବରଟି ସୋସିଆଲ ମିଡିଆରେ ପ୍ରଚାର ହେବ ପରେ ବ୍ରତମାନେ ସାରା ଓଲିଉଡ ଇଣ୍ଡଷ୍ଟ୍ରିରେ ଖୁସିର ଲହରୀ ଖେଳି ଯାଇଛି |

ହେଲେ ଏହାକୁ ନେଇ ଏପର୍ଯ୍ୟନ୍ତ କିଛି ମୁହଁ ଖୋଲି ନାହାନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ବର୍ତମାନେ ସମୟରେ ଅର୍ଚ୍ଚିତା ଓ ସବ୍ୟସାଚୀ ଦୁହେଁ ବହୁତ ଅଧିକା ଖୁସିରେ ରହୁଥିବାର ନଜର ଆସିଛନ୍ତି ଆଉ ଏହା ଛଡା ଆମେରିକାରେ ଗୋଟେ ଇଭେଣ୍ଟରେ ଯୋଗ ଦେବା ପାଇଁ ଆମେରିକା ଯାଇଛନ୍ତି ଆଉ ସେଠାରେ ବହୁ ସାରା ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ତାହାଲେ ଫ୍ରେଣ୍ଡସେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.