Breaking News

ବଡ଼ ଖୁଲାସା, ଦୋଷୀ ଯିବ ହାଜତ ମୃ-ତ୍ୟୁ ପୂର୍ବରୁ ଏମିତି ବିକଳ ହୋଇଥିଲେ ରୁଚିକା !

ଗୋଟେ ପିଲାକୁ ହଇରାଣ କରି ତୁମେ କଣ ଖୁସି ମନାଉଛ ତୁମେ ତମେ ମାନସିକ ରୋଗୀ ରୁଚିକା ନୁହେଁ ଏପରି କହଛନ୍ତି ଛାତ୍ରୀ ନେତ୍ରୀ ଜଣଙ୍କ ଚାଲନ୍ତୁ ଜାଣିବା କଣ ପାଇଁ ଏହା କହିଛନ୍ତି | ତେବେ BIJP କଲେଜେର ସାମ୍ନାରେ ଧାରଣା ଦେଲେ ରୁଚିରେକ ମହାନ୍ତି ଙ୍କ ମା ରୁଚିକା ମୃ-ତ୍ୟୁ ରେ ଥିବା 3 ସିନିଅର ଛାତ୍ରୀ ଙ୍କୁ ଗିରଫ କରିବା ସହ କଲେଜରୁ ବହିଷ୍କାର ଓ ସମ୍ପୂର୍ଣ ଘଟଣା ଉପରେ CBI ଦାବି କରାଇଛନ୍ତି ତାଙ୍କ ମା |

ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୁରଣ ନହୋଇଛି ସେ ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ତେବେ ରୁଚିକାଙ୍କ ମା ସହିତ ଆଉ କିଛି ସାମାଜିକ ସଙ୍ଘଟନ ବି ସମାନ ଦାବି ରଖିଛନ୍ତି | BJP କଲେଜର ଛାତ୍ରୀ ରୁଚିକା ମହାନ୍ତି ଙ୍କର ମୃ-ତ୍ୟୁ ଘଟଣା କଲେଜ କତୃପକ୍ୟ ଙ୍କ ନିରବତାକୁ ନେଇ ତାଙ୍କ ପରିବାର ଲୋକ ନିନ୍ଦା କରିଛନ୍ତି | ସେପଟେ ମହିଳା କମିଶନର ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି |

କଲେକ ଛାତ୍ରୀ ନିବାସରେ ମହିଳା କମିଶନର ପକ୍ଷରୁ ତଦନ୍ତ କରାଯାଇଛି କଲେଜେ ଅଦକ୍ଷ ଓ ହଷ୍ଟେଲ ସୁପରଟେଣ୍ଡେ ଙ୍କୁ ପଚାର ଉଚରା ମଧ୍ୟ କରାଯାଇଥିଲା ରାଗିଙ୍ଗି ପାଇଁ ରୁଚିକା ଙ୍କ ଜୀବନ ଯାଇଥିବା କଥା bjp କଲେଜର ଛାତ୍ରୀ ନିବାସରେ 134 ଛାତ୍ରୀ ଙ୍କୁ ପୋଲିସ ପଚାର ଉଚରା କରିଛି ଏଭଳି ହଷ୍ଟେଲ ଚଡି ଯାଇଥିବା ଛାତ୍ରୀ ମାନଙ୍କୁ ମଧ୍ୟ ଡକାଯାଇଛି BJP କଲେଜର ଛାତ୍ରୀ ନିବାସରେ ପୋଲିସ 3 ଜଣିଆ ଟିମି ତନାଘନା କରିଛନ୍ତି |

ତେବେ ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଢ଼ା କାର୍ଯ୍ୟ ଅନୁଷ୍ଠାନ ନବାକୁ ଦାବି ରହିଛି ସେ ନୋଟ ରାଗିଙ୍ଗି ଜଷ୍ଟିସି ରୁଚିକା ମହାନ୍ତି ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଂଗଠନ | ରୁଚିକା ଙ୍କ ଆତ୍ମହତ୍ୟା ପାଇଁ କଲେଜ କତୃପକ୍ୟ ଓ ହଷ୍ଟେଲ ସୁପରଟେଣ୍ଡେ ଅବହଲାକୁ ଦେଇ କରିଛନ୍ତି ଛାତ୍ର ସଂଗଠନ | ଜଣେ ଛାତ୍ର କରିଛନ୍ତି ଏହିଭଳି ଯେଉଁ ମାନେ ରାଗିଙ୍ଗି କରିଛନ୍ତି ସେମାନେ ହେଉଛନ୍ତି ଜଣେ ଜଣେ ମାନସିକ ରୋଗୀ ଯିଏ ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ହଉଛି ସେ ନିଶ୍ଚୟ ଭାବରେ ମାନସିକ ରୋଗୀ କଲେଜର ଏହି ରାଗିଙ୍ଗି ପାଇଁ କାଢ଼ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି ସରକାର ଙ୍କୁ ଅନୁରୋଧ ଏଭଳି ଆଉ କେହି ରୁଚିକା ଭଳି ନହୁହନ୍ତୁ ସେଠି ପାଇଁ ଧ୍ୟାନ ଦେବେ ରୁଚିକାଙ୍କୁ ଉଚିତି ନ୍ୟାୟ ମଧ୍ୟ ମିଳୁ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.