Breaking News

ବଡ ଖବର: ଓଡ଼ିଶା ମୁଁହା ଭୟଙ୍କର ବାତ୍ୟା, ଏହି ଦିନରୁ ରଚିବ ତାଣ୍ଡବ… ପାଣିପାଗ ବିଭାଗ ଦେଲେ Emiti ସୂଚନା ଭୟଙ୍କର, ଦେଖନ୍ତୁ

ବାର୍ତ୍ତମାନ ବଡ଼ ଖବର ଆସିଛି । ପୂର୍ବ କେନ୍ଦ୍ର ବଙ୍ଗୋପ ସାଗର ଅଞ୍ଚଳରେ ଆଜି ଏକ ଘୂର୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟ ରେ ଏହା ଏକ ଲଘୁଚାପ ରେ ପରିଣତ ହୋଇପାରେ ଏହା ସହିତ ମୌସୁମି ନିମ୍ନ ଚାପ ରେଖା ରେ ଆଜି ପଶ୍ଚିମ ପୂର୍ବ ଦିଘରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଯାଏ ଲମ୍ବିଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ଯ ରେ କିଛି ଅଞ୍ଚଳ ରେ ବିଜୁଳି ଘଡ ଘଡି ସହିତ ବର୍ଷା ମଧ୍ୟ ସମ୍ଭାବନା ହେବାର ଭୁବନେଶ୍ୱର ପାଗ ବିଶେଷଜ୍ଞ ପକ୍ଷ ରୁ ୟେଲୋ ୱାନୀଙ୍ଗ୍ ଜାରି କରା ଯାଇଛି।

ଲଘଚାପ ସୃଷ୍ଠୀ ହେବା ପରେ ରାଜ୍ୟ ରେ ୮ ତାରିଖ ରୁ ବର୍ଷା ପରିମାଣ ବଢିବ ପୁରୀ ଖୋର୍ଦ୍ଧା ଗଞ୍ଜାମ ନୟାଗଡ଼ କଟକ ଜଗତସିଂହପୁର ମାଲକାନଗିରି କୋରାପୁଟ ରାୟଗଡ଼ା ନବରଙ୍ଗପୁର କଳାହାଣ୍ଡି ଅନୁଗୁଳ ଢେଙ୍କାନାଲ ଯାଜପୁର କେଉଁଝର କିଛି ଅଞ୍ଚଳ ବାଜ୍ରପାତ କୁ ଦୃଶ୍ୟ ରେ ରଖି ୟେଲ୍ଲୋ ୱାର୍ଣିଁ କରାଯାଇଛି । ତେବେ କୋରାପୁଟ ଗଞ୍ଜାମ ଗଜପତି କନ୍ଧମାଳ ମାଲକାନଗିରି ରାୟେ ଗଡାକେତେକ ଅଞଚଳ ରେ ପ୍ରବଳ ବର୍ଷା ଯୋଗୁଁ ସର୍ତ୍ତକ ସୂଚନା ଜାରି କରାଯାଇଛି।ତେବେପୁରୀ ପାରଳାଖେମୁଣ୍ଡି ରେ ଖାଲି ବର୍ଷା ହୋଇ ଥିଲା ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜଗନ୍ନାଥ ପ୍ରମଦରେ ମଧ୍ୟ ୬୮.୪ମିଲିମିଟର ସାମା ଖୁଣ୍ଟା ରେ ୩୯ମିଲୀମିଟର ତଟନି ରେ ୧୩ମିଲି ମିଟର ଭଞ୍ଜନଗରୀରେ ୧୨.୨ମିଲି ମିଟର ଏବଂ ବାଲିକୁଦା ରେ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ପାଣି ପାଗ ବିଶେଷଜ୍ଞ ପ୍ରଫେସର ସୁଲେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଉପଗ୍ରହ ଛବି ରୁ ଜଣାପଡିଛି ଆଜି ମଧ୍ୟହ୍ନ ପୂର୍ବ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ରେ ଏକ ଘୂର୍ଣବଳୟ ସୃଷ୍ଟି ହୋଇଛି ।

ତେବେ ଆସନ୍ତା କାଲି କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପ ସାଗରରେ ଘନିଭୂତ ହୋଇ କ୍ରମଶ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ, ୯ ରେ ଉତ୍ତର ଆନ୍ଧ୍ର ଉପକୂଳ ସ୍ପର୍ଶ କରି ସମୁଦ୍ର ଆଡ଼କୁ ଗତି କରିବ । ସମୁଦ୍ର ରେ ଥିବା ବେଳେ ଘଣ୍ଟା କୁ ୬୦ କିଲୋମିଟର ରହିବ କିନ୍ତୁ ସ୍ଥଳ ଭାଗ ରେ ବିଶେଷ ରହିବନି NCHWF ମଧ୍ୟ କହୁଛି ଆନ୍ଦ୍ର ପ୍ରଦେଶ ନୁହେଁ ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଯିବା । ଏହା ପ୍ରଭାବରେ ୮ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।

ତେବେ ୧୨ରୁ ୧୪ ମଧ୍ୟ ରେ ବର୍ଷା ପ୍ରଭାବ ବଢିବ । ଆଭ୍ୟନ୍ତର ରେ ଦକ୍ଷିଣ ମଧ୍ୟ ବର୍ଷା ଥିଲା ବେଳେ ଉପକୂଳ ରେ ମଧ୍ୟ ଧରଣ ବର୍ଷା ହୋଇପାରେ । ଏବେ ୨ୟ ଲଘଚାପ ୧୨ ରେ ଉତ୍ତର ବଙ୍ଗୋପ ରେ ସୃଷ୍ଟି ହେବ ବୋଲି ସମ୍ଭାବନା ଅଛି। ତେବେ ପ୍ରଥମ ଲଘୁଚାପ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୨ୟ ଲଘଚାପ ପ୍ରଭାବରେ ରାଜ୍ୟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଭୟଙ୍କର ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ଥିଲା ପାଣିପାଗ ବିଭାଗ ର ଲାଟେଷ୍ଟ ଅପଡେଟ୍ ।

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.