Breaking News

ବଡ଼ ଖବର : ବନ୍ଦ ହେବ ଏହି ଲୋକମାନଙ୍କର ରାସନ କାର୍ଡ, ଗଣିବେ 10 ହଜାର ଟଙ୍କା ଫାଇନି ଆପଣ କରୁଛନ୍ତି କି ଏହି ଭୁଲୁ ହୋଇଯାନ୍ତୁ ସାବଧାନ !

ଦର୍ଶକବନ୍ଧୁ ସବୁଠାରୁ ବଡ଼ ଖବର ବନ୍ଦ ହେବ ଏହି ଲୋକମାନଙ୍କର ରାସନ କାର୍ଡ ଗଣିବେ 10 ହଜାର ଟଙ୍କା ଫାଇନି | ବନ୍ଧୁଗଣ କେନ୍ଦ୍ର ସରକାର ଓ ଡଟସ ମୁଖ୍ତମନ୍ତ୍ରୀ ନଵୀନ ପଟନାୟକ ଗରିବ ଲୋକ ମାନଙ୍କ ପାଇଁ ରାସନ କାର୍ଡ ଵେବସ୍ତ କରିଛନ୍ତି ରାସନ କାର୍ଡ ଥିଲେ ଲୋକ ମାନେ କାମ ଟଙ୍କାରେ ଗହମ ଓ ଚାଉଳ ପାଇପାରିବେ | ବର୍ତମାନ ରାସନ କାର୍ଡ କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି |

ବନ୍ଧୁଗଣ ରାସନ କାର୍ଡ ରେ ଅନେକ ଅଯୋଗ୍ୟ ହିତାଧିକାରୀ ମାନେ ଅନେକ ଭରପୁରୁ ଲାଭ ଉଠାଇବା ନେଇ ଅଭିଯୋଗ ଆସୁଛି \ ସାଧାରଣ ଏହି ଯୋଜନା ଗରିବ ଲୋକଙ୍କ ପାଇଁ ହୋଇଥିଲା ବେଳେ କିଛି ରୋଜଗାର ଖେମ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ସରକାରଙ୍କୁ ଚକମା ଦେଉଛନ୍ତି ଏହି ଯୋଜନା ଗରିବ ଲୋକଙ୍କ କଲ୍ୟାଣ ପାଇଁ ହୋଇଥିବା ବେଳେ କିଛି ଲୋକ ଏହାର ଭରପୁର ଫାଇଦା ଉଠାଉଛନ୍ତି |

ଗତ କିଛି ମାସ ହେବ କିଛି ରାଜ୍ୟରେ ଅନେକ ଅଯୋଗ୍ୟ ଲୋକ ମାନଙ୍କୁ ମାଗଣା ରାସନ ସାମଗ୍ରୀ ମିଳିଥିବା ନେଇ ଅଭିଯୋଗ ହୋଇଛି ସେମାନଙ୍କୁ ରାସନ କାର୍ଡ ମାଧ୍ୟମରେ ସମସ୍ତ ରାସନର ସୁବିଦା ମିଳୁଛି | ବନ୍ଧୁଗଣ ରାଜ୍ୟସରକାର ଏଥର ବଡ଼ ନିଷ୍ପତି ନେଇଛନ୍ତି ଏହି ଅଯୋଗ୍ୟ ଲୋକ ମାନଙ୍କର ରାସନ କାର୍ଡ ରଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଏବେ ସମସ୍ତ ରାସନ କାର୍ଡ ଧରି ମାନଙ୍କର କାର୍ଡ ଯାଞ୍ଚ କରାଯିବ ଆଉ ଆୟୋଗ ରାସନ କାର୍ଡ ଧାରୀଙ୍କର ଆସନ୍ତା ମେ ୩୧ ସୁଦା ବନ୍ଦ କରାଯିବ ବୋଲି ସୂଚନା ମିଳିଛି |

ଏହାକୁ ନେଇ ରାଜ୍ୟସରକାର ନବୀନ ପଟନାୟକ ସମସ୍ତ ଜିଲ୍ଲାର DM କୁ ସୂଚନା ଦେଇଛନ୍ତି ଯେଉଁ ଲୋକମାନଙ୍କ ମାସିକ ଦରମା 1000 ରୁ ଅଧିକ ଅଛି ସେମାନଙ୍କ ରାସନ କାର୍ଡ କୁ ରଦ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି | ବନ୍ଧୁଗଣ ଏତିକି ନୁହେଁ ଯେଉଁ ମାନଙ୍କ ଘରେ ଚାରିଚକିଆ ଗାଡି ଅଛି ଓ ଯେଉଁ ମାନେ କରଜ ଦାତା ଅଟନ୍ତି ସେମାନଙ୍କର ରାସନ କାର୍ଡକୁ ମଧ୍ୟ ବନ୍ଦ କରିଦିଆଯିବା |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.