ଦର୍ଶକବନ୍ଧୁ ବାଛନ୍ତୁ ଏହି 3ଟି ରଙ୍ଗ ଜଣାନ୍ତୁ ନିଜ ଭବିଷ୍ୟତ ସହିତ କିଛି ଗୁପ୍ତ ରହସ୍ୟ ଓ ଆପଣଙ୍କ ଭବିଷ୍ୟତ ଆଗକୁ ସମୟ କେଉଁ ଆଡକୁ ନେଇ ଯିବ ତାହା ଆପଣ ରଙ୍ଗ ମାଧ୍ୟମରେ ଜାଣି ପାରିବେ ଦେଖନ୍ତୁ ଭାରତରେ ରହୁଥିବା ଅଧିକ ଅଂଶ ବେକ୍ତି ବହୁତ ଅଧିକ ବିଶ୍ୱଶ ରଖିଥାନ୍ତି ଜୋତିସ୍ତା ଶାସ୍ତ୍ର ପ୍ରତି ଅଧିକ ବିଶ୍ୱଶ ରଖିଥାନ୍ତି ବେକ୍ତି ନିଜ ଜୀବନରେ ହେବାକୁ ଥିବା ସମସ୍ୟ ଦୂର କରିବା ପାଇଁ ପ୍ରୟତ ଜୋତିସ୍ତା ଶାସ୍ତ୍ରର ଉପଯୋଗ କରିଥାନ୍ତି |
ନୀଳ ରଙ୍ଗ
ଯଦି ଆପଣ ନୀଳ ରଙ୍ଗଟି ବାଛିଛନ୍ତି ଜାଣିଥାନ୍ତୁ ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ବିଭିନ ପ୍ରକାରର ସମସ୍ୟ ଲାଗିରହେ ଜୀବନରେ ଚାଲୁଥିବା ଉଚ୍ଚ ନୀଚ କାରଣରୁ ଆପଣଙ୍କର ଭାଗ୍ୟ ଆପଣଙ୍କର ସାତେ ନଦବାର ଆପଣ ଅନୁଭବ କରୁଛନ୍ତି |
ଏହି କାରଣରୁ ଆପଣଙ୍କର ଚିନ୍ତା ଓ ମାନସିକ ସ୍ତରରେ କିଛି ପରିବର୍ତନ ଆସିବାକୁ ଲାଗିଛି | କିନ୍ତୁ ଜାଣି ନିଅନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ଭାଗ୍ୟ ସାଳି କରିଦେଇଛି ଆପଣ ବହୁତ ଧର୍ଯ୍ୟ ସାଳି ଅଟନ୍ତି ଯିଏକି ଅଯଥାରେ ସମୟ ନଷ୍ଟ କରିବା କେବେବି ପସନ୍ଦ କରନ୍ତି ନାହିଁ |
ହଳଦିଆ ରଙ୍ଗ
ବାଛନ୍ତି ତ ଜାଣିନିଅନ୍ତୁ ଆପଣ ବହୁତ ଧର୍ଯ୍ୟ ବାନ ଓ ଜ୍ଞାନି ବେକ୍ତି ଅଟନ୍ତି ଏହି ବେକ୍ତି ଯେଉଁ କ୍ଷେତ୍ରରେ ରହିଥାନ୍ତି ଉଚ୍ଚ ସ୍ତିସ୍ଥିରେ ରହିଥାନ୍ତି ଓ ପବିତ୍ର ସହଲ ସମ୍ପୂର୍ଣ ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କର କ୍ରୋଧ ଓ ଚିଡି ଚିଡ଼ା ଶୋଭାବ ର ହୋଇଥାନ୍ତି ଓ|
ଟିକେ ଟିକେ କଥାରେ ରାଗିଜିବା ଭଳି କିଛି ଗୁଣ ଆପଣଙ୍କ ପାଖରେ ରହିଥାଏ ଏଥି ପାଇଁ ପ୍ରାୟତ ଲୋକମାନେ ଆପଣଙ୍କୁ ଭୁଲୁ ବୁଝିଥାନ୍ତି ଯେଉଁ ମାନେ ଆପଣକୁ ସଠିକ ଭାବାରେ ଜାଣିଥାନ୍ତି ସେମାନେ କେବେ ଆପଣାକୁ ଭୁଲୁ ବୁଝନ୍ତି ନାହିଁ |
ନାଲି ରଙ୍ଗ
ବାଛିଛନ୍ତି ଯାଣିନିଅନ୍ତୁ ଆପଣ ପ୍ରାୟତ ଗପିବାକୁ ପସନ୍ଦ କରନ୍ତି ସର୍ବଦା ସବୁବେଳେ ଏକା ରହିବାକୁ ପସନ୍ଦ କରନ୍ତି ଓ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି ଆପଣଙ୍କର ହୃଦୟ ସତ ହୋଇଥାଏ କିନ୍ତୁ କେବେ କେବେ ଆପଣ ସହଜରେ ହିଁ ଠକାମିର ଶିକାର ହୋଇଥାନ୍ତି |
ଆପଣଙ୍କ ଭିତରେ କଠିନରୁ କଠିନ ସ୍ତିସ୍ତକୁ ସହଜରେ ହିଁ ସମାଧାନ କରିଥାନ୍ତି ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜର ଭବିଷ୍ୟତ ନିଜେ ଦେଖିଥାନ୍ତି ବହୁତ ବିଦ୍ୟାର ଅଧିକାରୀ ହୋଇଥାନ୍ତି |