Breaking News

ବାଛନ୍ତୁ ନିଜ ପସନ୍ଦର ଗୋଟେ ପଙ୍ଖ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ କଣ ହେବ !

ଦର୍ଶକବନ୍ଧୁ ବାଛନ୍ତୁ ଗୋଟିଏ ଫଙ୍ଖ ଜଣାନ୍ତୁ ନିଜର ଭବିଷ୍ୟତ ଓ ନିଜର ରହସ୍ୟ ଓ ନିଜର ଦୃର୍ବଲତା ଦେଖନ୍ତୁ ପିଲା ଦିନେ ଉଡୁଥିବା ପରକୁ ଧରିବା ଓ ତାର ନିଜର ବହିରେ ସଜାଇ ରଖିବା ପ୍ରତେକ ପିଲାମାନଙ୍କର ପ୍ରିୟ ହୋଇଥାଏ ଅଲଗା ଅଲଗା ପ୍ରଜାତିର ପାଖି ମାନଙ୍କ ମଧ୍ୟରେ ସେମାନଙ୍କ ପରର ଆକାର ଓ ରଙ୍ଗବି ଅଲଗା ଅଲଗା ହୋଇଥାଏ କିନ୍ତୁ ଏହା ସବୁ ପ୍ରକାରରେ ଉଡିବାରେ ହିଁ ସହାୟକ କରିଥାଏ ଏଠି ପାଇଁ ମନ ଵିଜ୍ଞାଵ ପଙ୍ଖ ଆପଣଙ୍କ ପସନ୍ଦକୁ ମାନସିକ ଭବରେ ଉଡିବା ଅର୍ଥାତ ଆପାଣାଙ୍କ ବିଚାର ସହିତ ଯୋଡ଼ା ହୋଇଥାଏ |

ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ପୁଙ୍ଖ ଯଦି ଆପଣ ୧ ପୁଙ୍ଖ କଥା କେତେ ଉଗ୍ର ହେଉଥାଉନା କାହିଁକି ମଙ୍ଗଳ ଚିନ୍ତା କରି ଯେତେ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରେ ଆପଣ ତାହାକୁ ଶାନ୍ତି ପୂର୍ବକ ସମ୍ମୁଖୀନ କରିଥାନ୍ତି ପରିସ୍ଥିତି ଯେପରି ହେଉ ଥାଉ ନା କାହିଁକି ଆପଣ ନିଜର ବିଷୟରେ ଚିନ୍ତା ନକରି ସାହାଯ୍ୟ କରିବାର ସର୍ବଦା ପ୍ରସ୍ତୁତ ତାହାନ୍ତି | କିନ୍ତୁ ଅନ୍ୟ ମାନଙ୍କର ଓ ଖୁସିର ଧ୍ୟାନ ରଖି ଆପଣ ଅନ୍ୟ ମାନଙ୍କ ସହିତ ସର୍ବଦା ଯୋଡି ହୋଇ ରହିଥାନ୍ତି |

ଯଦି ଆପାନ ୨ ପଙ୍ଖଟି ବାଛିଛନ୍ତି ଆପଣ କୌଣସିବି କଥାକୁ ଶୀଘ୍ର ହିଁ ଜାଣିପାରନ୍ତି ଓ ବୁଝିପାରି ଥାନ୍ତି ଏହା ହିଁ କାରଣ ଅଟେ ଯେବେବି କୌଣସି ନିଉଏ କାର୍ଯ୍ୟ କରିବାର କଥା ଉଠେ ତ ଆପଣ ବହୁତ ସହଜରେ ତାହାକୁ କରି ପାରିଥାନ୍ତି ଅନ୍ୟ ମାନଙ୍କ ଠାରୁ ହିଁ ଏହାକି ଆଶା ରଖିଥାନ୍ତି ଆପଣ ବୃଦ୍ଧିମାନ ଅଟନ୍ତି ବେଳେବେଳେ ଭୁଲୁ କରି ବସନ୍ତି ଅପୁଅଙ ନିଜର ସବୁ ଗୁପ୍ତ କଥାକୁ କାହା ଆଗରେ କହିବାକୁ ପସନ୍ଦ କରନ୍ତି ନାହିଁ |

ଯଦି ୩ ରେ ଥିବା ଫଙ୍ଖ ବାଛି ଥାନ୍ତି ଆପଣ ଆତ୍ମ ନିଭର ସିଲ ହେବାର ହୋଇଥାନ୍ତି ଜୀବନର ଛୋଟିଆ ଛୋଟିଆ ଦିନିଷ ଠାରୁ ଆପଣ କାହା ଉପରେ ନିର୍ଭର କରନ୍ତି ନାହିଁ ଆପଣଙ୍କ ଲିଫାଇ ରେ କୌଣସି ଗୋଟିଏ ନିଦ୍ଧିଷ୍ଟ ଲକ୍ଷ ନେଇ ଚାଲିବାର ବାସ୍ତବିକ ଅର୍ଥ ଜଣାଥାଏ ନିଜର ଲକ୍ଷକୁ ପାଇବା ପାଇଁ ଆପଣ ସମ୍ପୂର୍ଣ ଉଚାହା ଓ ଏକାଗ୍ରତାର ସହିତ କାହାକୁ ପ୍ରାପ୍ତ କରିବା ପାଇଁ ଲାଗି ପଡନ୍ତି ଆପଣ କେବେବି ହାର ନମାନିଲା ବ୍ୟକ୍ତିତ୍ୱ ଅଟନ୍ତି ଆପଣଙ୍କର ସବୁଠାରୁ ବେଶଷ ଗୁଣ ଅଟେ ଏହା ହିଁ ଆପଣାକୁ ଆତ୍ମା ବିଶ୍ୱାସ କରିଥାଏ ଓ ଅସଫଳତାରୁ ଆପଣ ନିରାଶ ହେବ ବୋଲି ବ୍ୟକ୍ତି ଅଟନ୍ତି ଏଥିରେ ଆପଣ ନିରାଶ ନହୋଇ ଆପଣ ଆଗକୁ ବଢିବାର ରାସ୍ତା ଖୋଜି ଥାନ୍ତି |

ଯଦି ଆପଣ ୪ ନମ୍ବର ଫଙ୍ଖ ବାଛିଛନ୍ତି ଆପଣଙ୍କ ଗୁପ୍ତ ଚରିତ୍ର ସହଜରେ କେହି ଜାଣି ପାରନ୍ତି ନାହିଁ ଆପଣ କିପରି ବ୍ୟକ୍ତି ଅଟନ୍ତି ଆପଣଙ୍କୁ ଜାଣିବା ଏକ ରହସ୍ୟ ମୟ କଥା କିନ୍ତୁ ଏହି ରହସ୍ୟ ମୟ ଗୁଣର ମାଲିକ ଆପଣ ହିଁ ଅଟନ୍ତି ଆପଣଙ୍କର କଳ୍ପନା ଶକ୍ତି ଅରଶ୍ଚଯ୍ୟ କରିବା ପରି ଅଟେ ସମସ୍ୟା ଯେପରି ହେଉଥାଉନା କାହିଁକି ତାହାର ଯାଦୁ ପରି ଗୋଟିଏ ସମାଧାନ ଆପଣଙ୍କ ନିକଟରେ ହିଁ ଅବଶ୍ୟ ହିଁ ରହିଥାଏ ଆପଣ ଗୋଟେ କଳାତ୍ମକ ବ୍ୟକ୍ତି ଅଟନ୍ତି ପ୍ରତେକ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବାକୁ ଇଚ୍ଛା ରଖିଥାନ୍ତି | କିନ୍ତୁ ଲୋକ ମାନେ ଆପଣଙ୍କର କାର୍ଯ୍ୟର ମହତ୍ୱ ଜାଣିଥାନ୍ତି ଓ ଆପଣଙ୍କ ସହ ମିତ୍ରତା କରିବାକୁ ଚାହିଁଥାନ୍ତି |

ଯଦି ଆପାନ ୫ ନମ୍ବର ରେ ଠାବ ଫଙ୍ଖଟି ବାଛିଛନ୍ତି ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ହୋଇଥାନ୍ତି | ଆପଣଙ୍କର ସବୁଠାରୁ ବଡ ଦୃର୍ବଳତା ଏହାକି ଆପଣଙ୍କୁ ଆପଣଙ୍କ ଖେମତା ଉପରେ ବିଶ୍ୱାସ ହିଁ ନଥାଏ ଏହା ହିଁ କାରଣ ଅଟେ ଏତେ ପ୍ରଭାବ ଶିଳ ହେବ ପର୍ଯ୍ୟନ୍ତ ମଧ୍ୟ ଆପଣ ପ୍ରତେକ ଥର ଅସଫଳତାର ମୁହଁ ହିଁ ଦେଖିବାକୁ ପଡିଥାଏ ଏହା ହିଁ ଆପଣଙ୍କୁ ଚିନ୍ତିତ କରିଥାଏ | ଆପଣ ଏହା ଜି ଭୁଲିଯାଆନ୍ତି ପ୍ରତେକ ଘଟଣା କୌଣସି ନ କୌଣସି କାରଣରୁ ପ୍ରଥମରୁ ହିଁ ଅଟେ | ନିଜକୁ ସାବ୍ୟସ୍ତ କରିବା ପାଇଁ ଅଳ୍ପ ସମୟ ଦେବାର ଅବଶକ୍ୟତା ରହିଛି |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.