Breaking News

ବାଛନ୍ତୁ ନିଜ ମନ ପସନ୍ଦ ର ଗୋଟେ ଠାକୁର ଆଉ ଜାଣନ୍ତୁ Bhagaban ଙ୍କ ଅନୁସାରେ ଆପଣଙ୍କ ସ୍ଵଭାଵ ଏବଂ ଭବିଷ୍ୟତ କିପରି ହେବ !

ଦର୍ଶକବନ୍ଧୁ ବ୍ୟକ୍ତିର ପସନ୍ଦ ଓ ତାର ନାପସନ୍ଦ ତାର ସ୍ଵଭାଵ ରୁ ଜଣା ପଡିଥାଏ ଆଜି କହିବୁ ଏହି ତିନୋଟି ଠାକୁରଙ୍କ ଚିତ୍ର ଦେଖାଯାଉଛି ଯେଉଁଥିରୁ ଆପଣମାନଙ୍କୁ ଯେକୌଣସି ଗୋଟିଏ ମୂର୍ତ୍ତି ଚୟନ କରନ୍ତୁ ଏହା ଦ୍ଵାରା ଆମେ ଆପଣମାନଙ୍କୁ ଆପଣଙ୍କର ଆଗାମୀ ଭବିଷ୍ୟତ ବିଷୟରେ କିଛି ଏମିତି ଜଣାଇବାକୁ ଯାଉଛୁ ଯାହାକୁ ଜାଣିବା ଆପଣଙ୍କର ଅତ୍ୟନ୍ତ ଆବଶ୍ୟକ |

ପ୍ରଥମ ଭଗବାନ ହେଉଛନ୍ତି ପ୍ରଭୁ ଗଣେଶ – ଯଦି ଆପଣ ପ୍ରଭୁ ଗଣେଶ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ଦୁଃଖ ଭୋଗ କରିବେ ନାହିଁ ଆପଣଙ୍କର ସବୁ ସମସ୍ୟାର ନିବାରଣ ସେବ ଶତ୍ରୁ ଆପଣଙ୍କ ଠାରୁ ପରାଜୟ ହେବେ ଓ ମିତ୍ର ମାନଙ୍କର ସହ ଆପଣଙ୍କର ଭଲ ସମ୍ପର୍କ ରହିବ ଏବଂ ସନ୍ତାନ ସୁଖର ପ୍ରାପ୍ତି ମଧ୍ୟ ରହିଛି ଯଦି ଆପଣ କରଜ କରିଛନ୍ତି |

ତେବେ ତାହା ଶୁଝିବା ପାଇଁ ନୂଆ ମାର୍ଗ ମିଳିବ କୌଣସି କ୍ଷେତ୍ରରୁ ଆପଣଙ୍କୁ ଧନ ଲାଭ ହୋଇ ପାରେ ସମାଜରେ ଆପଣମାନଙ୍କର ମାନସମ୍ମାନ ବୃଦ୍ଧି ପାଇବ ଏବଂ ଦାମ୍ପତ୍ୟ ଜୀବନ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ଗୃହରେ କିଛି ଅଶାନ୍ତି ଦେଖା ଦେଇ ପାରେ ତେଣୁ ସର୍ତକ ରହିବା ଆପଣଙ୍କ ପାଇଁ ଭଲ ହେବ ।

ଦ୍ୱିତୀୟ ରେ ମହାଦେବଙ୍କର ମୂର୍ତ୍ତି – ଯଦି ଆପଣ ମହାଦେବଙ୍କର ମୂର୍ତ୍ତି ଚୟନ କରନ୍ତୁ ତେବେ ଆପଣ ପ୍ରତେକ ଟି କ୍ଷେତ୍ରରେ ସଫଳତା ପାଇବେ ଏବଂ ଆପଣଙ୍କର ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ ଓ ଆପଣ ମାନସିକ ଚିନ୍ତାରୁ ଦୂରରେ ରହିବେ ଏବଂ ଆପଣଙ୍କର ସ୍ବାସ୍ଥ୍ୟ ରେ ମଧ୍ୟ ସୁଧାର ଦେଖା ଦେଇ ପାରେ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସୁଲଭ ଫଳ ମଧ୍ୟ ପାଇବେ |

ଏବଂ ବ୍ୟବସାୟରେ ଭଲ ଲାଭ ହେବା ସହିତ ଆପଣଙ୍କର ଅଧିକ ଉନ୍ନତି ମଧ୍ୟ ହେବ ଏବଂ ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସୀ ଖବର ମଧ୍ୟ ମିଳିବ ଆପଣଙ୍କର ଆତ୍ମ ବିଶ୍ବାସର ବୃଦ୍ଧି ମଧ୍ୟ ହେବ ଆପଣ ନିଜ ଛଡା ଅନ୍ୟ ପ୍ରତି ଅଧିକ ଭରଷା କରନ୍ତୁ ନାହିଁ ଓ ଆପଣଙ୍କର ଯାହା ସମସ୍ୟା ରହିଛି ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।

ତୃତୀୟ ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି – ଯଦି ଆପଣ ଭଗବାନ ଶ୍ରୀକୃଷ୍ଣ ମୂର୍ତ୍ତି ଚୟନ କରନ୍ତୁ ତେବେ ଆପଣ ବୋହୁତ ସୁନ୍ଦର ସମ୍ପୂର୍ଣ୍ଣ ବ୍ୟକ୍ତି ହୋଇଥାନ୍ତି ଓ ଆପଣ ସମାଜରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ମଧ୍ୟ ଅଟନ୍ତି ଆପଣଙ୍କର ଜୀବନରେ ଚାଲିଥିବା ସମସ୍ୟାରୁ ନିବାରଣ ମଧ୍ୟ ହେବ ସନ୍ତାନ ସୁଖର ଆପଣ ଆନନ୍ଦ ପାଇବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ମଧ୍ୟ ଆସିବ ଓ ଆପଣ ଅଧିକ ଟଙ୍କା ସଞ୍ଚୟ ମଧ୍ୟ କରି ପାରିବେ |

ଆପଣଙ୍କର ଦାମ୍ପତ୍ୟ ଜୀବନର ଶୁଭ ଏବଂ ସୁଖ ଭାରି ରହିବ ଓ କୌଣସି ସ୍ଥାନକୁ ଆପଣ ମଧ୍ୟ ଯାତ୍ରା କରି ପାରନ୍ତି ଆପଣ ଇଶ୍ଵରଙ୍କ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ଅଟନ୍ତି ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି ଓ ଆପଣଙ୍କର ଶତ୍ରୁ ମାନେ ମଧ୍ୟ ଆପଣଙ୍କ ଠାରୁ ପରାସ୍ତ ହେବେ ଏବଂ ଧନ ଜନିତ ସବୁ ସମସ୍ୟାରୁ ନିବାରଣ ହେବ |

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.