Breaking News

ବାଛନ୍ତୁ ଏଥି ଏମଧ୍ୟରୁ ଗୋଟେ ମନ୍ଦାର ଆଉ ଜାଣନ୍ତୁ ଆପଣଙ୍କର ସ୍ଵଭାଵ ଅନୁସାରେ ଆପଣଙ୍କ ଭବିଷ୍ୟତ ବିଷୟରେ Kichhi ଅଜଣା କଥା…

ନମସ୍କାର ବନ୍ଧୁଗଣ ବାଛନ୍ତୁ ଏଥି ମଧ୍ୟରୁ କୌଣସି ଏକ ରଙ୍ଗ ଓ ଜଣାନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ଜଡ଼ିତ ଗୁପ୍ତ ରହସ୍ୟ ଓ ଆପଣଙ୍କ ର ଭବିଷ୍ୟତ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କିପରି ୩ ଟି ରଙ୍ଗ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ ତେବେ ଆପଣ ଏହି ୩ ଟି ରଙ୍ଗ ମଧ୍ୟରୁ ବାଛନ୍ତୁ ଗୋଟେ ରଙ୍ଗ ଏଥିରେ ରହିଛି ନୀଳ ହଳଦିଆ ଓ ଲାଲ ରଙ୍ଗ ଏହି ୩ ଟି ରଙ୍ଗ ହିଁ ଆପଣଙ୍କୁ ଆପଣଙ୍କ ଭବିଷ୍ୟ ବିଷୟରେ କିଛି କହିବ |

ପ୍ରଥମେ ରହିଛି ନୀଳ ରଙ୍ଗ ଯଦି ଆପଣ ନୀଳ ରଙ୍ଗ ଟିକୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ୍ ଲମ୍ବା ସମୟ ଧାରୀ ବିଭିନ୍ନ ସମସ୍ୟା ରହିଛି ଜୀବନରେ ଚାଲୁଥିବା ଶୋଚନୀୟ ଅବସ୍ଥା କାରଣ ରୁ ପ୍ରାୟତ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ନଦେବାର ଆପଣ ଅନୁଭବ କରୁଛନ୍ତି ଏହି କାରଣ ରୁ ଆପଣଙ୍କ ମାନସିକ ସ୍ତର ରେ କିଛି ପରିବର୍ତ୍ତନ ଆସିବାକୁ ଲାଗିଛି କିନ୍ତୁ ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ ମଧ୍ୟ କରିନେଇଛି |

ଆପଣ ବହୁତ୍ ହିଁ ଗମ୍ଭୀର ବ୍ୟକ୍ତି ଅଟନ୍ତି ଯିଏ କି ଅଯଥା ରେ ସମୟ ନଷ୍ଟ କରିବାକୁ କେବେ ବି ପସନ୍ଦ କରନ୍ତି ନାହିଁ ଓ ନିଜର ଭବିଷ୍ୟତ ଓ କ୍ୟାରିୟର କୁ ନେଇ ସର୍ବଦା ଅଗ୍ରସର ରହିଥାନ୍ତି ଓ ଏହା ହିଁ କାରଣ ଅଟେ ଆପଣ ଜୀବନ ରେ ନିଶ୍ଚୟ ସଫଳତା ହାସଲ କରିବେ କିନ୍ତୁ ଆପଣ କୌଣସି ବି ନିର୍ଣ୍ଣୟ ନେବାରେ ସର୍ବଦା ଦ୍ଵନ୍ଦ ରେ ରହିଥାନ୍ତି ଯେଉଁ ବି କାମ କୁ ଆରମ୍ଭ କରିବେ ଆପଣ ସେହି କାର୍ଯ୍ୟ ବିସୟରେ ବହୁତ୍ ଚିନ୍ତା କରିଥାନ୍ତି ଏହା ଭଲ କିନ୍ତୁ ଏହି ଶୋଭାବ କାରଣ ରୁ ଆପଣ ଭଲ ସୁଯୋଗ ମଧ୍ୟ ହାତ ଛଡା କରିଥାନ୍ତି ଆପଣ ବିବାହିତ ହୋଇଥିଲେ ନିଜର ପତ୍ନୀ ଙ୍କ କଥା ଶୁଣନ୍ତୁ ତ ହେଲେ ନିଶ୍ଚିତ ଆପଣ ସଫଳତା ହାସଲ କରିବେ |

ଏବେ ଜାଣିବା ଆପଣ ଯଦି ହଳଦିଆ ରଙ୍ଗ ବାଛିଛନ୍ତି ତାହେଲେ ଆପଣ ବହୁତ୍ ହିଁ ଧର୍ଯ୍ୟ ବାନ ବିବେକ ବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି ଯେଉଁ କ୍ଷେତ୍ର ରେ ବି ରହିଥାନ୍ତି ଉଛ ସ୍ଥିତି ରେ ରହିଥାନ୍ତି ପବିତ୍ର ସୋଭବ୍ ସମ୍ପୁର୍ଣ୍ଣ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କ କ୍ରୋଧ ଓ ଚିଡି ଚିଡା ଶୋଭବ୍ ଅଧିକ ରହିଛି ଟିକେ ଟିକେ କଥାରେ ରାଗିଲା ଭଳି କିଛି ଗୁଣ ଆପଣଙ୍କ ଠାରେ ରହିଥାଏ ଏଥି ପାଇ ପ୍ରାୟତ ଲୋକମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି |

କିନ୍ତୁ ଯେଉଁ ମାନେ ଆପଣଙ୍କୁ ସଠିକ୍ ଭାବେ ଜାଣିଛନ୍ତି ସେମାନେ କେବେ ବି ଆପଣଙ୍କୁ ତ୍ୟାଗ କରନ୍ତୁ ନାହିଁ ଓ ସର୍ବଦା ଆପଣଙ୍କ ସହ ରହିଥାନ୍ତି ତାହା ସହିତ ଆପଣ ବହୁତ୍ ଅଧିକ ଖର୍ଚ୍ଚି ସୋଭାବ୍ ର ବ୍ୟକ୍ତି ଅଟନ୍ତି ଏହା ସହିତ ଆପଣଙ୍କ ଭବିଷ୍ୟତ ପାଇ ପଇସା ସଞ୍ଚୟ କରିବାରେ ଅସମର୍ଥ ହୋଇଥାନ୍ତି କିନ୍ତୁ ଆପଣ ଜନିରଖନ୍ତୁ ଗୋଟେ ନିର୍ଧିଷ୍ଟ ସମୟ ସୀମାରେ ଆପଣଙ୍କ ଜୀବନରେ ପରିବର୍ତନ ଆସିବ ସେ ସମୟ ହେଉଛି ୨୧ ବର୍ଷ ୩୪ ବର୍ଷ ୪୬ ବର୍ଷ ଯାହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ୍ ଧନ ଲାଭ ହେବ |

ତେବେ ଏବେ ଆସନ୍ତୁ ଜାଣିବା ଲାଲ ରଙ୍ଗ ଆପଣ ଯଦି ବାଛିଛନ୍ତି ତେବେ ଜଣାନ୍ତୁ ଆପଣ ଦେଖିବାକୁ ବହୁତ୍ ସୁନ୍ଦର ଆକର୍ଷକ ଓ ସମସ୍ତଙ୍କ ମାନ ମୋହିନେଲଭଳି ବ୍ୟକ୍ତି ଅଟନ୍ତି ଯିଏ ଆପଣଙ୍କ ସହ ଥରୁଟେ ବି ମିଶିଥାନ୍ତି ସେ ଜୀବନ ରେ ଆପଣଙ୍କୁ କେବେ ବି ଭୁଲି ପାରିବେ ନାହିଁ ଆପଣ ପ୍ରାୟତ ବେଶୀ ଗପିବାକୁ ପସନ୍ଦ କରିଥାନ୍ତି ଆପଣଙ୍କ ହୃଦୟ ସମ୍ପୁର୍ଣ୍ଣ ରୂପେ ସଫା ହୋଇଥାଏ ଆପଣ ଜଣେ ଭଲ କଳାକାର ଏବଂ ନୃତ୍ୟ କାରୀ ଶିକ୍ଷକ ଓ ଭଲ ବେପାରୀ ହୋଇପାରନ୍ତି ତ ଏହା ଥିଲା ସେହି ୩ ଟି ରଙ୍ଗ ର ବିଷୟ।

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.