ଭଗଵାନ ଶ୍ରୀ ଗଣେଶ
ବନ୍ଧୁଗଣ ଯଦି ଆପଣ ଭଗଵାନ ଶ୍ରୀ ଗଣେଶଙ୍କୁ ବାଛିଛନ୍ତି ତେବେ ଆପଣଙ୍କୁ ଶୁଭ ଭଲ ଲାଭ ହେବ ଯଦି ଆପଣ କୌଣସି କଥା ପାଇଁ ସନ୍ଦେହ କରୁଛନ୍ତି ତେବେ ତାହା ଦୂର କରନ୍ତୁ ନହେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେବ ଆପଣଙ୍କ ବିବାହ ପଶ୍ଚିମ ଦିଗରେ ହିଁ ହେବ ଦାମ୍ପତ୍ୟ ଜୀବନରେ ଆପଣଙ୍କୁ କିଛି କଥା ପ୍ରତି ସତର୍କ ରହିବାକୁ ପଡିବ |
ପରିବାର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଯଦି ଆପଣଙ୍କ କାହାକୁ ମନର କଥା କହିବାକୁ ଚାହୁଁଛନ୍ତି ତେବେ ଆପଣ ଜଣାଇ ଦିଅନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ହେବ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରନ୍ତୁ ଯାହା ଫଳରେ ଆପଣ ଭଲ ଫଳ ପାଇବେ।
ଭଗଵାନ ଶ୍ରୀକୃଷ୍ଣ
ବନ୍ଧୁଗଣ ଯଦି ଆପଣ ଭଗଵାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି ତେବେ ଆପଣମାନଙ୍କ ସବୁ କଷ୍ଟ ଦୂର ହେବାକୁ ଯାଉଛି କଠିନ ପରିଶ୍ରମ କଲେ ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିବେ ବାହାଘର ଆପଣଙ୍କର ପୂର୍ବ ଦିଗରେ ହେବ ବ୍ୟାପାରୀ ମାନଙ୍କୁ ଅଧିକରୁ ଅଧିକ ଧନ ଲାଭ ହେବ ଯଦି ଆପଣ ଚାଷ କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ମଧ୍ୟ ଲାଭ ମିଳିବ |
ଦାମ୍ପତ୍ୟ ଜୀବନ ପ୍ରତି ଯତ୍ନବାନ ହୁଅନ୍ତୁ ଯାହା ଫଳରେ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ଏବଂ ଯଦି ଆପଣ କିଛି ବ୍ୟାପାର କରିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ ଆପଣ କରି ପାରିବେ ଏହା ଆପଣଙ୍କ ପାଇଁ ଲାଭକାରୀ ହେବ।
ଭଗଵାନ ଶିବଶଙ୍କର
ଯଦି ଆପଣ ଭଗଵାନ ଶିବଙ୍କୁ ବାଛିଛନ୍ତି ତେବେ ଆଗକୁ ଆପଣଙ୍କ ସବୁ ଚିନ୍ତା ଦୂର ହେବାକୁ ଯାଉଅଛି ଯେଉଁମାନେ ସନ୍ତାନ ଆଶାରେ ଅଛନ୍ତି ସେମାନଙ୍କ ପାଇଁ କନ୍ୟା ସନ୍ତାନର ଯୋଗ ରହିଛି ଆପଣ ଯେତିକି ପରିଶ୍ରମ କରିବେ ଆପଣଙ୍କୁ ସେତିକି ସଫଳତା ପ୍ରାପ୍ତ ହେବ ଆପଣଙ୍କ ମହାଦେବଙ୍କ ପୂଜା ଆରାଧନା କରନ୍ତୁ |
ଆପଣଙ୍କୁ କୌଣସି ଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିଛି ଆପଣ ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ୍ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।