Breaking News

ବବୁସନ ଓ Riya କାହିଁକି ଏକାଠି ଓଡ଼ିଆ ଫିଲ୍ମ କରୁନାହାଁନ୍ତି, ଦୁଇ ଜଣ ଫିଲ୍ମ କରୁଥିବା ସମୟରେ ଘଟିଥିଲା ଏମିତି ଘଟଣା !

ନମସ୍କାର ଦର୍ଶକବନ୍ଧୁ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି କାହିଁକି ଏବେ ରିଆଙ୍କ ସହିତ ଆଉ ଫିଲ୍ମ କରୁନାହାନ୍ତି | କାହଁକି ଏବେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ରିଆ ଓଡ଼ିଆ ସିନେମାରେ ନଜର ଆସୁନାହାନ୍ତି ଏକ ଷ୍ଟାର ସୋ କାର୍ୟ୍ଯକ୍ରମରେ ବାବୁସାନଙ୍କୁ ପଚାର ଯାଇଥିଲା ଆପଣ ରିଆଙ୍କ ସହିତ କାହିଁକି ଫିଲ୍ମ କରୁନାହାନ୍ତି ଏବଂ ରିଆଙ୍କ ବିଷୟରେ କଣ ଜାଣିଛନ୍ତି ଏହାର ଉତ୍ତରରେ ବାବୁସାନ କହିଥିଲେ ସେ ରିଆଙ୍କ ସହିତ ଫିଲ୍ମ କରି ବହୁତ ଆନନ୍ଦ ପାଇଛନ୍ତି |

ତେବେ ବବୁସନ ଓ ରିଆଙ୍କ ଫ୍ୟାନ ମାନେ ପ୍ରସନ୍ନ କରୁଛନ୍ତି ଯେ ଏମାନେ କାହିଁକି ଏବେ ଏକାଠି ଏବେ ଫିଲ୍ମ କରୁନାହାଁନ୍ତି ଗତ 3 ରୁ 4ବର୍ଷା ହେଲା ବାବୁସାନ ଓ ନୂଆ ନୂଆ ନାଇକାଙ୍କ ସହିତ ନଜର ଆସୁଛନ୍ତି ବବୁସନ ଏହି କିଛି ବର୍ଷା ହେବ ଏଲିନା ଶିବାନୀ ଭୂମିକା ସନାମୀର ସୁପ୍ରିୟା ଦିବ୍ୟ ଏବଂ ଶୀତଳ ଆଦି ଅନେକ ନାଇକାଙ୍କ ସହ ନାୟକ ଭୂମିକାରେ ନଜର ଆସି ରମାନେସ କରୁଛନ୍ତି |

ବାବୁସାନଙ୍କ ପ୍ରିୟ ନାଇକା ପ୍ରିୟଙ୍କା ସହିତ କୌଣସି ଚଳଚିତ୍ରରେ ନଜର ଆସିନାହାନ୍ତି ତେବେ ରିୟା ବର୍ତମାନେ ଅନେକ ନୂଆ ନାୟକଙ୍କ ସହ ନଜର ଆସୁଥିବାର ଦେଖା ଯାଉଛି ସେ ଏହା ଭିତରେ ଅନେକ ନୂଆ ଚଳଚିତ୍ରରେ ନଜର ଆସୁଛନ୍ତି | ଯଥା କଥା ଦେଲି ମଥା ଛୁଇଁ ଦିବାନା ହେଲି ତୋପାଇଁ ପ୍ରେମ ପାଇଁ ମହଙ୍ଗାଭାରତ ଯେଉଁଠି ଥିଲେ ତୁ ମୋର ପ୍ରେମରେ ରଖିଛି 100 ରୁ 100 ଆଦି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି |

ରିୟାଙ୍କ ପ୍ରଥମ ସିନେମା ବବୁସନଙ୍କ ସହିତ 2014 ମସିହାରେ ପ୍ରେମ ଅଢେଇ ଅକ୍ଷରରେ ପାଦ ଦେଇଥିଲେ ଏହା ଥିଲା ବାବୁସାନ ଓ ରିୟାଙ୍କ ପ୍ରଥମ ସିନେମା ତାପରେ 2012 ମସିହାରେ ଇଡିଅଟ ଫିଲ୍ମରେ ବାବୁସାନ ଓ ରିୟା ନଜର ଆସିଥିଲେ ଏ ବେତିତ ବାବୁସାନ ଓ ରିୟାଙ୍କୁ ସହିତ ଲଭ ମାଷ୍ଟରରେ ନଜର ଆସିଥିଲେ | ବାବୁସାନ ଓ ରିୟାଙ୍କୁ ଶେଷ ସିନେମା ଥିଲା ତୁ ଯେ ସେଇ ଏହା ପର ଠାରୁ ସେ ଆଉ କୌଣସି ଓଡ଼ିଆ ଚଳଚିତ୍ରରେ ନଜର ଆସିନାହାନ୍ତି |

About odisha news

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.