Breaking News

ବାବୁଶାନଙ୍କ ଘର ଆଉ ପରିବାର ଆଗରୁ କେବେ ଦେଖିନଥିବେ

ହେଲୋ ଦର୍ଶକବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରିର ଆପଣମାନଙ୍କ ପ୍ରିୟ ହିରୋ ବାବୁଶାନ ମହାନ୍ତି ଙ୍କ ଘର ଦେଖିବାକୁ କେମିତି ତେବେ ଫ୍ରେଣ୍ଡସ ଏହି ଖବରଟିକୁ ପୁରା ଶେଷ ପଯନ୍ତ ଦେଖନ୍ତୁ |

ଦର୍ଶକବନ୍ଧୁ ଏହି କିଛିଦିନ ତଳେ ବାବୁଶାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ତାଙ୍କର ଘରର ଫୋଟୋଟିକୁ ସେୟାର କରିଛନ୍ତି ଆପଣମାନେ ଦେଖିନାହାଁନ୍ତି |ତାହାହେଲେ ନିଶ୍ଚୟ ଭାବେ ଏହି ଖବର ମାଧ୍ୟମରେ ଦେଖିବାକୁ ପାଇବେ କିନ୍ତୁ ତାହାପୁର୍ବରୁ ଆପଣମାନଙ୍କୁ ବାବୁଶାନଙ୍କ କେଉଁ ଫିଲ୍ମ ସବୁଠୁ ଅଧିକ ଭଲ ଲାଗେ ଆଉ ଶେଷଥରପାଇଁ ଆପଣମାନେ ତାଙ୍କର କେଉଁ ଫିଲ୍ମଟି ଦେଖିଥିଲେ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣେଇବେ |

ବନ୍ଧୁଗଣ ଆପଣଙ୍କ ମଧ୍ୟରୁ ଯିଏ ବାବୁଶାନଙ୍କ ଘରକୁ ଯିଏ ପ୍ରକୁତରେ ଦଖିଛତି ତାହା ମଧ୍ୟ୍ୟ କାମେଟ ମାଧ୍ୟମରେ ଜଣେଇ ଦିଅନ୍ତୁ | ତ ଫ୍ରେଣ୍ଡସ ଆପଣମାନେ ଜାଣିଥିବେ ନିକଟରେ ବାବୁଶାନଙ୍କ ଆସିବାକୁ ଯାଉଛି ଏକ ନୂଆ ଓଡ଼ିଆ ଫିଲ୍ମ ଯାହାର ନାଁ ରହିଛି ବିଦ୍ୟାରାଣ |

ଦର୍ଶକବନ୍ଧୁ ଏହି ଫିଲ୍ମଟି ଚଳିତ ବର୍ଷ ଦୁର୍ଗା ପୂଜାରେ ରିଲିଜ କରାଯିବ ତ ଆପଣମାନେ ଏହି ଫିଲ୍ମଟିକୁ ଦେଖିବା ପାଇଁ କେତେ ମାତ୍ରାରେ ଏକ୍ସଇଟେଡ଼ ଅଛନ୍ତି ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ବାବୁଶାନଙ୍କ ଫ୍ୟାନ ପେଜରେ ତାଙ୍କର ଘରର ଫୋଟଟି ସେୟାର କରାଯାଇଛି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଆପଣମାନେ ଏହି ଭିଡ଼ିଓ ଜରିଆରେ ତାଙ୍କର ଘରଟିକୁ ଦେଖିପାରୁଥିବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.