Breaking News

ବାବୁଶାନ ମହାନ୍ତି ଙ୍କ ପାଖରେ କେତେ ଟଙ୍କାର ସମ୍ପତି ଅଛି ?

ଦର୍ଶକବନ୍ଧୁ ଆପଣମାନେ ଓଲିଉଡର ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିନେମା ରେ ନିଶ୍ଚିତ ଭାବରେ ଦେଖିଥିବେ ଆଜି ଆସନ୍ତୁ ବାବୁଶାନ୍ ଙ୍କର ସମ୍ପତ୍ତି ବିଷୟରେ ଜାଣିବା। ଆପଣମାନେ ଓଲିଉଡର ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।

ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଖୁବ୍ କମ୍ ଦିନ ମଧ୍ୟରେ ବେଶ୍ ନାଁ କରିପାରିଛନ୍ତି ବାବୁଶାନ୍ ମହାନ୍ତି ସେ ଓଡ଼ିଆ ଫିଲ୍ମରେ ଜବରଦସ୍ତ ଅଭିନୟ କରି ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବାନେଇବାରେ ସଫଳ ହୋଇପାରିଛନ୍ତି ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି। ଓଲିଉଡର ଲୋକପ୍ରିୟ ହିରୋ ହିରୋଇନ୍ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ଏକ ମାତ୍ର ପୁତ୍ର ହେଉଛନ୍ତି ବାବୁଶାନ ମହାନ୍ତି ।

ତେବେ ଗତ କିଛି ଦିନ ହେବ ବାବୁଶାନ୍ ଙ୍କ ଘରକୁ ଆସିଛି ଏକ ବୋହୁତ ବଡ ଖୁସିର ଖବର ବାପା ହୋଇଛନ୍ତି ବାବୁଶାନ୍ ମହାନ୍ତି। ଏହି ଖୁସୀ ଖବରଟି ସେ ସମସ୍ତ ଦର୍ଶକଙ୍କ ସହ ସେୟାର କରିଛନ୍ତି। ଏହା ସହିତ ତାଙ୍କ ଫ୍ୟାନ ମାନଙ୍କୁ ମିଠା ମଧ୍ୟ ବାଣ୍ଟିଛନ୍ତି ବାବୁଶାନ୍। ବାବୁଶାନ୍ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ୱରରେ ରହୁଛନ୍ତି ଏବଂ ସେ ସେଇଠାରୁ ସୁଟିଂ ସେଟ କୁ ଯିବା ଆସିବା କରନ୍ତି ।

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ବାବୁଶାନ ତାଙ୍କ ପିଲାଦିନର ସାଙ୍ଗ ତୃପ୍ଟିଙ୍କୁ ବିବାହ କରିଛନ୍ତି। ୨୦୧୫ ମସିହାରେ ତୃପ୍ତି ଓ ବାବୁଶାନ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବାବୁଶାନ୍ ଗୋଟିଏ ଫିଲ୍ମ କରିବାପାଇଁ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇଥାନ୍ତି। ଓଲିଉଡର ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୨୦ କୋଟି ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ବାବୁଶାନ ଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାଇବେ ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.