ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ନାୟକ ବାବୁଶାନ୍ ମହାନ୍ତି । ଆପଣ ମାନେ ସମସ୍ତେ ଟିଭି ଏବଂ ସିନେମା ହଲ ରେ ବାବୁଶାନ୍ ଙ୍କ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ସେ ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ସୁପର ଡୁପର ହୋଇଛି । ବାବୁଶାନ୍ ଫିଲ୍ମ୍ ରେ ହିରୋ ଅଭିନୟ କରିଥିଲେ ମଧ୍ୟ ଲୋକ ଙ୍କୁ ସେ ବହୁତ୍ ହସାଇଛନ୍ତି ଏବଂ ବାବୁଶାନ୍ ଭଲ ଗୀତ ବି ଗାଇଥାନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତ୍ରୀ ଝିଳିକ୍, ଶିବାନୀ,ଭୂମିକା,ଅର୍ଚ୍ଚିତା ଙ୍କ ସହ ସେ ଅନେକ ଫିଲ୍ମ୍ କରିଛନ୍ତି ଯାହାକି ସମସ୍ତ ଫିଲ୍ମ୍ ସୁପର ହିଟ୍ ହେଇଚି ।
ଫିଲ୍ମ୍ ଜଗତ ରେ ନମ୍ବର ଉଆନ୍ ହିରୋ ଭାବେ ପରିଚିତ । ବାବୁଶାନ୍ ଙ୍କ ସୁପର ମିଛୁଆ, ଡାହା ବାଳୁଙ୍ଗା , ଉଡିଅଟ୍,ଆଖି ରେ ଆଖିରେ , ଚକଲେଟ୍, ଲୋଫର୍ ଇତ୍ୟାଦି ଫିଲ୍ମ୍ ସୁପର ହିଟ୍ ହୋଇଛି । ଆସନ୍ତୁ ହଠାତ୍ ମାଆ ଙ୍କ ମନ୍ଦିର ରେ ପହିଞ୍ଚିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ । ସେଠାରେ ପହଞ୍ଚି ନନା ଙ୍କ ଠୁ ଆଶିର୍ବାଦ ନବ ସହ ମା ଙ୍କୁ ପାର୍ଥନା କରିଛନ୍ତି। ଯେଉଁ ଭଳି ଭାବେ ମଣିଷ ସଂସାର ରେ ଶୁଭ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ସର୍ବ ପ୍ରଥମେ ପିତା ମାତା,ଗୁରୁଜନ ଙ୍କ ଆଶିର୍ବାଦ ନବା ସହ ଭଗବାନ ଙ୍କୁ ପାର୍ଥନା କରିଥାଏ ।
ଠିକ୍ ସେହି ଭଳି ବାବୁଶାନ୍ ତାଙ୍କ ପିତା ମାତା ଙ୍କ ଆଶିର୍ବାଦ ନେଇ ମା ଙ୍କ ମନ୍ଦିର କୁ ଯାଇ ପାର୍ଥନା କରିଛନ୍ତି।ମନ୍ଦିର ର ପୂଜାରୀ ବା ନନା ଙ୍କ ସହ ଫଟୋ ଉଠେଇଥିଲେ । ସୂଚନାଯୋଗ୍ୟ ବାବୁଶାନ୍ ଙ୍କ ଆଗ କୁ ଆସୁଥିବା ଚଳଚ୍ଚିତ୍ର ବିଦ୍ୟାରଣ ଯେଉଁଥିରେ କି ଆପଣ ଅପଯିଟ ରେ ଦେଖି ପାରିବେ ଶିବାନୀ ସଂଗୀତା କୁ । ଏହି ଚଲଚିତ୍ର ଆପଣ ମାନେ ବାବୁଶାନ୍ ଙ୍କୁ ଆକ୍ସସନ ଧର୍ମୀ ଭାବେ ଦେଖିବାକୁ ମିଳିବ ।
ଏଥର ଦୁର୍ଗ ପୂଜା ରେ ଆସିବାକୁ ଯାଉଛି ନୂଆ ଚଳଚ୍ଚିତ୍ର ବିଦ୍ୟାରାଣ ଏଥିରେ ବାବୁଶାନ୍ ଙ୍କ ଅପଜିଟ୍ ଶିବାନୀ ଏବଂ ଖଳ ନାୟକ ଭାବେ ସଦ୍ୟ । ଆଗକୁ ଆସିବାକୁ ଯାଉଥିବା ଏହି ଫିଲ୍ମ୍ ସୁପର ହବ ବୋଲି ଆଶା କରାଯାଉଛି । ବାବୁଶାନ୍ ମନ୍ଦିର ରେ ପହଞ୍ଚିବା ସହିତ ପ୍ରସାଦ ସେବନ କରିଛନ୍ତି । ବାବୁଶାନ୍ ମନ୍ଦିର କୁ ଯାଇ ନନା ଙ୍କ ସହିତ ମଜ୍ଜା ପେ ମଧ୍ୟ କରିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ