Breaking News

ବବିମିଶ୍ର ଙ୍କ ପାଖକୁ ଫେରିଲେ ତାଙ୍କ ପ୍ରଥମ ସ୍ତ୍ରୀ କୋଏଲ ବାନାର୍ଜୀ, ତାପରେ କଣ ହେଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ଦ୍ୱତୀୟ ବିବାହ ପରେ ପୁଣି ଥରେ ବବି ମିଶ୍ର ଙ୍କ ପାଖକୁ ଫେରିଛନ୍ତି ଓଡ଼ିଆ ହିରୋଇନ କୋୟେଲ ବାନାର୍ଜୀ | ତ ଫ୍ରେଣ୍ଡସ ଆଲିଉଡ ର ଜଣେ ଜବରଦସ୍ତ ଅଭିନେତ୍ରୀ କୋୟେଲ୍ ବାନାର୍ଜୀ ଙ୍କୁ ତ ଆପଣମାନେ ସମସ୍ତେ ନିଶ୍ଚୟ ଭାବେ ଜାଣିଥିବେ | ୨୦୦୨ ମସିହା ରେ ସେ ଆଲିଉଡ ଇଣ୍ଡଷ୍ଟ୍ରି କୁ ଅଭିନୟ କରିବାକୁ ଆସିଥିଲେ କିନ୍ତୁ ସେ ସୁଟିଂ ସେଟ୍ ରେ ବାବିମିଶ୍ର ଙ୍କୁ ଭଲପାଇ ବିବାହ କରିଥିଲେ | ତେବେ ଓଡ଼ିଆ ଆଲବମ୍ ର ଜବରଦସ୍ତ ଅଭିନୟ କରୁଥିବ ବବିମିଶ୍ର ଙ୍କୁ ତ ଆପଣମାନେ ଭଲଭାବେ ଜାଣିଥିବେ |

ସେ ବୋହୁତ ସାରା ଫିଲ୍ମ ରେ ନେଗେଟିଭ କ୍ୟାରେକ୍ଟର ରେ ଅଭିନୟ କରୁଥିବାର ଦେଖିଥିବେ | ଆଉ ଏହାଛଡା ବବି ମିଶ୍ର ପ୍ରାୟ ୧୦୦୦ ରୁ ଅଧିକ ଆଲବମ୍ ରେ ଅଭିନୟ କରିସାରିଛନ୍ତି | ୨୦୧୪ ରେ ସେ ପରସ୍ପର କୁ ଭଲ ପାଇ ବିବାହ କରିଥିଲେ | କିନ୍ତୁ ୨୦୨୦ ମସିହା ରେ ସେମାନଙ୍କ ମଧ୍ୟରେ ଡିଭୋସ ହୋଇଯାଇଥିଲା ଡିଭୋସ୍ ହେଲାପରେ ସେ ଦୁହେଁ ଅଲଗା ହୋଇଯାଇଛନ୍ତି |

ବର୍ତ୍ତମାନ ସମୟ ରେ ସେ ଅଲଗା ହୋଇ ଯାଇଛନ୍ତି | ଓ କୋୟେଲ ବାନାର୍ଜୀ ବର୍ତ୍ତମାନ ସମୟ ରେ ଦ୍ୱତୀୟ ବିବାହ କରିନେଇଛନ୍ତି | ତ ବିବାହ ପରେ ସେ ବାବୀମିଶ୍ର ଙ୍କ ଘରକୁ ଆସିଛନ୍ତି ତ ଏହିଭଳି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାର ଲାଗିଛି |

କାରଣ ବର୍ତ୍ତମାନ ସମୟ ରେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସୁଛି ଯାହା ବବୀମିଶ୍ର ଓ କୋଏଲ ବାନାର୍ଜୀ ପରସ୍ପର ଙ୍କ ସହ ବୋହୁତ ମଜା ମସ୍ତି କରୁଛନ୍ତି | ତାହେଲେ ବନ୍ଧୁମାନେ ଆପଣମାନଙ୍କୁ ଅବିନେତ୍ରୀ କୋୟେଲ୍ ବାନାର୍ଜୀ କିପରି ଲାଗନ୍ତି ଆମକୁ ସିମେଣ୍ଟ ବକ୍ସରେ ରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.