Breaking News

ବବିମିଶ୍ରଙ୍କ ଠାରୁ ଅଲଗା ହେଲା ପରେ ଦ୍ୱିତୀୟ ବିବାହ କଲେ କୋଏଲ ବାନାର୍ଜୀ !

ହେଲୋ ଫ୍ରେଣ୍ଡ୍ସ ଆସି ଯାଇଛି ବହୁତ ବଡ଼ ଖବର ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କୋଏଲ ବାନାର୍ଜୀ ତେବେ ଦର୍ଶକବନ୍ଧୁ ସେ କାହାକୁ ବିବାହ କରିଛନ୍ତି ଆସନ୍ତୁ ଜାଣିବା | ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ କୋଏଲ ବାନାର୍ଜୀ ଗତ ଦିନମାନଙ୍କରେ ବବି ମିଶ୍ରଙ୍କୁ ବିବାହ କରିଥିଲେ କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଡିଭର୍ସ ହୋଇଯାଇଥିଲା |

ତେବେ ବିବାହ ପରେ ଵର୍ତମାନ ସମୟରେ କୋଏଲ ବାନାର୍ଜୀ କୋଲକାତା ଚାଲିଯାଇଛନ୍ତି ଆଉ ସେଠାରେ ବଙ୍ଗଳା ଇଣ୍ଡଷ୍ଟ୍ରି ରେ କାମ କରୁଥିବାର ନଜର ଆସିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ କୋଏଲ ବାନାର୍ଜୀଙ୍କର ଗୋଟେ ଫୋଟୋ ସୋଇଆଲ ମିଡିଆରେ ବେଶ ଭାଇରଲ ହବାରେ ଲାଗିଛି |

ଯେଉଁଥିରେ କୋଏଲ ବାନାର୍ଜୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ କୋଏଲ ବାନାର୍ଜୀ ବବି ମିଶ୍ର ଙ୍କୁ 2015 ମସିହାରେ ବିବାହ କରିଥିଲେ 2015 ମସିହାରୁ 2020 ପର୍ଯ୍ୟନ୍ତ ଚାଲିଥିଲେ ଏହା ପରେ ଡିଭର୍ସ ହୋଇଯାଇଥିଲା |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ କୋଏଲ ବାନାର୍ଜୀ ଦ୍ୱତୀୟ ବିବାହ କରି ନେଇଛନ୍ତି ଆଉ ସେ ଏବେ କୋଲକାତା ରେ ରହୁଛନ୍ତି ତେବେ ଦର୍ଶକବନ୍ଧୁ ଏହା ଥିଲା କିଛିବର୍ତ୍ତମାନ ସମୟର ଖବର ତେବେ ଆପଣଙ୍କ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.