Breaking News

ବାବା ଗୋରଖନାଥଙ୍କ ଅଲୌକିକ ଘଟଣା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ଦର୍ଶକବନ୍ଧୁ ଅଲୌକିକ ମନ୍ଦିର ବାବା ଗୋରଖ ନାଥ ମନ୍ଦିର ଏହି ମନ୍ଦିର ର ସ୍ୱତନ୍ତ୍ରତା ଜାଣିଲେ ଆପଣ ଚକିତ ହୋଇଜିବେ । ପୃଥିବୀ ଏକ ରହସ୍ୟ ମଇ ସତା ର ଗନ୍ତାଘର ଅଟେ। ଏଥିରେ ବୋହୂ ରହସ୍ୟ ମୟ ସ୍ଥାନ ଓ ଗନ୍ତାଘର ଦଖିବାକୁ ମିଳିଥାଏ | ତେବେ ପୃଥିବୀ ରେ ପ୍ରତେକ୍ ମଣିଷ ସ୍ଥାନ ତଥା ପ୍ରତେକ ସ୍ଥାନ ର ବିଶେଷତ୍ଵ ରହିଛି।ଏହା ବାଟିତ ଆମ ଦେଶ ଭାରତ ପର୍ଯଟନ ସ୍ଥାନ ରେ ପରିପୂର୍ଣ |

ଆମ ଦେଶ ଭାରତ ଏକ ବୋହୁ ଧର୍ମ ଅବଲମ୍ବି ଦେଶ ଅଟେ । ଏଠରେ ସବୁ ଧର୍ମ ଅବଲମ୍ବି ଲୋକ ଉପରେ ପ୍ରାଧାନ୍ୟ ଦେବା ସହିତ ସମ୍ମାନ ମଧ୍ଯ କରାଯାଇଥାଏ। ତେବେ ଆମ ଦେଶ ରେ ବୋହୁତ ଅଲୌକିକ ଓ ରହସ୍ୟ ମୟ ମନ୍ଦିର ଓ ଦେବା ପୀଠ ଦେଖିବାକୁ ମିଳେ | ତେବେ ପ୍ରତେକ ମନ୍ଦିର ର ସୋଉତ୍ରନ୍ତ ଶତା ଏବଂ ବିଶେଷତ୍ଵ ରହିଛି।ତ ଆପଣ ମାନେ ନିଶ୍ଚିନ୍ତ ଏହି ରହସ୍ୟ ଜାଣିବାକୁ ଇଛା କରୁଥିବେ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶିବ ମନ୍ଦିର ବିଷୟ ରେ ଜଣାଇବୁ ଜେଉଁ ରହସ୍ୟ ବିଷୟ ରେ ଜାଣିଲେ ଆପଣ ନିଜକୁ ବିଶ୍ଵାସ କରିପାରିବେ ନାହିଁ | ଆପଣ ମାନେ ତ ଗୋରଖ ନାଥ ମନ୍ଦିର ବିଷୟ ରେ ଶୁଣିଥିବେ। ତେବେ ଏହି ମନ୍ଦିର ଟି ଅନ୍ୟା ମନ୍ଦିର ଠାରୁ ବୋହୂ ସ୍ଵତନ୍ତ୍ର। ଆସନ୍ତୁ ଏହି ମନ୍ଦିର ବିଷୟ ରେ ଅବଗତ ହେବା।

ଏହି ମନ୍ଦିର କୁ ପ୍ରଭୁ ଶିବ ଙ୍କ ବାସସ୍ଥଳୀ ଭାବରେ ବିସେଶିତ କରାଯାଏ।ତ୍ରେତୟା ଯୁଗ ରେ ଯେତେବେଳେ ପ୍ରବଳ ପ୍ରତାପୀ, ଅହଙ୍କାରୀ ଓ ମହବଳ ଅସୁର ରାଜା ରାବଣ ମାତା ସୀତା ଙ୍କୁ ଅପହରଣ କରି ନେଇଯାଇଥିଲେ ସେତେବେଳେ ପ୍ରଭୁ ରାମଚନ୍ଦ୍ର ମାତା ଶୀତ ଙ୍କୁ ଉଦ୍ଧାର କରିବା ପାଇଁ ବୋହୂ ଚେଷ୍ଟା କରି ବିଫଳ ହୋଇଥିଲେ | ପରେ ସେ ପ୍ରଭୁ ଗୋରଖ ନାଥ ଙ୍କୁ ପୂଜା କରି ତାଙ୍କ ଆଶିଷ ଲାଭ କରିଥିଲେ ଓ ମାତା ସୀତା ଙ୍କୁ ଉଦ୍ଧାର କରିଥିଲେ।

ଏହା ବେତିତ କୁହାଯାଏ କି ଏହା ଶିବଙ୍କ ଏକ ପ୍ରତେକ୍ଷ ମନ୍ଦିର । କାରଣ ଶିବଙ୍କ ଦ୍ଵାଦଶ ଅବତାର ର ଏହ ଏକ ପ୍ରତିମୂର୍ତ୍ତି ଯାହା ଭାରତ ରେ ଉପସ୍ଥିତ। ଏହି ପ୍ରତିମୂର୍ତ୍ତି କୁ ଦର୍ଶନ କରିବା ପାଇଁ ଦେଶ ବିଦେଶ ରୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଏଠାକୁ ଆସିଥାନ୍ତି । ଏହି ମନ୍ଦିର ର ବିଭୂତି ରେ ରହିଛି ବୋହୂ ଚମତ୍କାର ଗୁଣ ।

କୌଣସି ସମସ୍ୟା ରେ ଥାଇ ଏହି ବିଭୂତି ବ୍ୟବାହାର କଲେ ସମସ୍ତ ସମସ୍ୟା ଦୂର ହୋଇଥାଏ | ଏହା ବ୍ୟତୀତ ଏହି ମନ୍ଦିର ର ବିଶେଷତ୍ଵ ହଉଚି ସାଧାରଣ ସାପ ଠାରୁ ଆରମ୍ଭ କରି ପ୍ରବଳ ବିଷଧର ସାପ ଯାଏ କୌଣସି ସାପ ଯଦି ଦଂଶନ କରିଥାଏ ତେବେ ଏହି ବିଭୂତି ପାନ କରିବା ଦ୍ୱାରା ଶରୀର ବିଷ ସ୍ଵନ୍ୟ ହୋଇଥାଏ ଓ ରୋଗୀ ସୁସ୍ଥ ହୋଇଥାଏ।

ଏହା ବତୀତ ସନ୍ତାନ ପ୍ରାପ୍ତି ହେଉନଥିବା ଦମ୍ପତି ଯଦି ଏଠାରେ ଧାନ ମଗ୍ନ ହୋଇ ବାବା ଙ୍କୁ ଧ୍ୟାନ କରିବା ସହିତ ବିଭୂତି ଗ୍ରହଣ କରନ୍ତି ତେବେ ସନ୍ତାନ ପ୍ରାପ୍ତ ହୋଇଥାନ୍ତି | ତେବେ ଏହି ସବୁ ସ୍ୱତନ୍ତ୍ରତା ପାଇଁ ଏହି ମନ୍ଦିର ଟି ସାରା ବିଶ୍ଵ ରେ ପରିଚିତ ଅଟେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.