Breaking News

ବାସ ଘରେ କରନ୍ତୁ ଏହି ଛୋଟ ଉପାୟ ଡାଇବେଟିସ୍ ୧ ମାସରେ କଣ୍ଟ୍ରୋଲ ହେବ,ଦେଖନ୍ତୁ…

ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କ ପାଇଁ ଏକ ଭିନ୍ନ ପ୍ରକାରର ଚମତ୍କାର ଘରୋଇ ଉପାୟ ନେଇ ଆସିଛି। ଆଜି ଆମେ ଆଲୋଚନା କରିବା ଡାଇବେଟିସ ବା ମଧୁମୟ ବିଷୟରେ ରେ ବନ୍ଧୁଗଣ ଏମିତି ଧାରଣା ଅଛି କି ଡାଇବେଟିସ ଅଧିକ ବୟସ ଥିବା ବ୍ୟକ୍ତି ମାନଙ୍କ ଠାରେ ଦେଖିବାକୁ ମିଳିଥାଏ କିନ୍ତୁ ଆଜି କାଲି କମ ବୟସ ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି। ଡାଇବେଟିସ ହେବାର ଅନେକ କାରଣ ଅଛି ଅଧିକ ଧୂମପାନ କରିବା ଦ୍ଵାରା ମଦ ଅଧିକ ପିଇବା ଦ୍ଵାରା ଆପଣଙ୍କୁ ଡାଇବେଟିସ ହୋଇପାରେ ।

ବନ୍ଧୁଗଣ ଡାଇବେଟିସ ପାଇଁ ଜଦି ଆପଣ କୌଣଶି ମେଡିସିନ ର ସେବନ କରୁଅଛନ୍ତି ତେବେ ଆପଣଙ୍କୁ ବୋହୁତ କିଛି ଖାଦ୍ୟ ଛାଡ଼ିବାକୁ ପଡିବ ଥାଏ ଯଦି କୌଣସି ବ୍ୟକ୍ତି କୁ କୌଣସି ସମସ୍ୟା ହୋଇଥାଏ ତେବେ ଜୀବନ ସାରା ଏହି ସମସ୍ୟା ଭୋଗିବାକୁ ପଡିଥାଏ ।

ଅନେକ ଥର ଏହା ଆପଣଙ୍କୁ ମୃତୁ ମୁଖକୁ ନେଇଥାଏ। ଯଦି ଆପଣ କିଛି ଘରୋଇ ଉପଚାର ଆପଣାନ୍ତି ତେବେ ଚାଲନ୍ତୁ ଆଜି ଜାଣିବା ଏହି ଘରୋଇ ଉପଚାର କୁ କିପରି ବନାଇବେ ଏବଂ ଆହା ର ସେବନ କିପରି କରିବେ।

ଏଥିପାଇଁ ଆପଣଙ୍କୁ ପ୍ରଥମ ସମଗ୍ରି ଟି ଆବଶ୍ୟକ ପଡ଼ିବ ତାହା ହେଉଛି ବେଲ ପତ୍ର ।ବନ୍ଧୁଗଣ ବେଳ ପତ୍ର ରେ ଆଣ୍ଟିବାୟୋଟିକ୍ ଗୁଣ ମିଳିଥାଏ ଡାଇବେଟିସ କୁ କଣ୍ଟ୍ରୋଲ କରିବା ପାଇଁ ବେଲପତ୍ର ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ ।ଏଥିରେ ଏମିତି କିଛି ଗୁଣ ମିଳିଥାଏ ଯାହା ଆମର ଡାଇବେଟିସ କୁ କଣ୍ଟ୍ରୋଲ କରିଥାଏ ।

ଆପଣଙ୍କୁ ଏହି ଉପଚାର ଟି ବନାଇବାକୁ ୫ ରୁ ୧୦ ଟି ବେଳ ପତ୍ର ନେବାକୁ ପଡିବ ପ୍ରଥମେ ଏହାକୁ ଭଲ ଭାବରେ ଧୋଇ ପେଷିଦିଅନ୍ତୁ ଏବଂ ବଳ ପତ୍ରର ରସ କୁ କୌଣସି କପଡା ସାହାଯ୍ୟ ରେ ଛାଣିଦିଅନ୍ତୁ ।

ଏବେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀ ର ସହାୟତା ପଡିବ ତାହା ଅଟେ ଗୋଲମରିଚ । ଗୋଲମରିଚ ଆପଣଙ୍କର ରୋସେଇ ଘରୁ ଅତି ସହଜ ରେ ମିଳିଯିବ ଏଥିରେ ଭିଟାମିନ C ଭିଟାମିନ A ମିଳିଥାଏ । ଏଥର ଆପଣ ଗୋଲମରିଚ କୁ ପେଶି ଏହାର ର ଏକ ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଅଧା ଚାମଚ୍ ଗୋଲୋମରିଚ ଗୁଣ୍ଡ ଏହି ବେଲପତ୍ର ରସରେ ମିଶାନ୍ତୁ ଏବେ ଆପଣ ଏହାକୁ ଭଲ ଭାବରେ ମିଶାନ୍ତୁ ଦିଅନ୍ତୁ । ଏବେ ଜାଣିବା ଆପଣ ଏହାକୁ ସେବନ କିପରି କରିବେ ଅଳ୍ପ ପାଣି ସହ ଆପଣ ଏହକୁ ଖାଲି ପେଟ ରେ ସେବନ କରନ୍ତୁ |

ଗର୍ଭବତି ମହିଳା ମାନେ ଏହା କୁ ସେବନ କରନ୍ତୁ ନାହିଁ ।କାରଣ ଏଥିରେ କିଛି ଏମିତି ତତ୍ତ୍ଵ ମିଳିଥାଏ ଯାହା ଏମାନଙ୍କ ଶରୀର ପାଇଁ ବନିଫିଶିଆଲ ହୋଇନଥାଏ । ଆପଣଙ୍କୁ ଏହା ର ସେବନ ସପ୍ତାହ ରେ ୩ ଥର କରିବାକୁ ପଡ଼ିଥାଏ।

ଯଦି ଆପଣ ଏହାର ସେବନ କିଛି ସପ୍ତାହ ରେଗୁଲାର କରିଥାନ୍ତି ତେବେ ଦେଖିବେ ଆପଣଙ୍କର ଡାଇବେଟିସ କଣ୍ଟ୍ରୋଲ ହେବା ଆରମ୍ଭ ହୋଇଯିବ | ଆପଣଙ୍କ ଡାଇବେଟିସ ରେ ପରିବର୍ତ୍ତନ ହେବା ଆରମ୍ଭ ହେବ ଆପଣଙ୍କ ଡାଇବେଟିସ ରେ ସୁଧାର ହେବାକୁ ଲାଗିବ ଏବଂ ମଧୁମୟ ଭଳି ସମସ୍ୟା ଧୀରେ ଧୀରେ ଶେଷ ହୋଇଯିବ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.